ହେ କଳାବଦନ କମଳ ନୟନ

ହେ କଳାବଦନ କମଳ ନୟନଘେନ ମୋ ମାଗୁଣି ଥରେନୀଳସିନ୍ଧୁବାସୀ ପ୍ରଭୁ ବ୍ରହ୍ମରାଶିଆଶ୍ରା ଦିଅ ଚରଣରେ। ଜୀବନ ଜାତକ ଲେଖିଲ ପ୍ରଭୁ ହେସୁଖ ଛାଇ ପଡେ ନାହିଁଦୁଃଖୀଟିଏ ବୋଲି ମନ ଊଣା କେବେକରି ନାହିଁ ଭାବଗ୍ରାହୀ। ଡ଼ରିଗଲ ପ୍ରଭୁ କାଳିଆ ସାଆନ୍ତସୁଖର ମୋହରେ ଜଡ଼ିଭୁଲିଯିବି କାଳେ ତୁମ ଜପାମାଳୀମାୟା ଅନ୍ଧକୂପେ ପଡ଼ି। ଦୁଃଖର ଥାଳକୁ ଦେଇଛ ଧରେଇଦିବାନିଶି ଭଜୁଥିବିକଳାବଦନ ମୋ କମଳ ନୟନତୁମ ନାମ ଗାଉଥିବି। ଷାଠିଏ ପଉଟି ଭୋଗକୁ କାଳିଆକରିବିନି କେବେ ଆଶାଟଙ୍କ ତୋରାଣିରେ ଶୋଷ ମୋ…

Read More

ସାମାଜିକ୍‌ ଗଣମାଧ୍ୟମ ଥି ସମ୍ବଲପୁରୀ ସାହିତ୍ୟ

ସମିଆ ଜାନି ବଦ୍‌ଲିସି ମୁନୁଷର୍‌ ଭାବ୍‌ନା,ଚିନ୍ତା,ଚେତ୍‌ନା,ଚାଲି ଚଳନ୍‌,ଆଚାର୍‌ ବେଭାର୍‌,ପିନ୍ଧନ୍‌,ଉଢନ୍‌,ଖାନାପିନା ଆଦି ।ମୁନୁଷ୍‌ ସବୁବେଳେ ପୁର୍‌ନା କେ ଛାଡତେଲ୍‌ ଜାଏସି ଆଉ ନୂଆଁ କେ ଆବ୍‌ରି ଧର୍‌ସି ଆଉ ସେ ନୂଆଁ ଥି ଏକା ନୂଆଁ ନୂଆଁ ସପନ୍‌ ଦେଖ୍‌ସି,ନୂଆଁ କଳ୍ପନା କର୍‌ସି ।କବି ଲେଖକ୍‌ ବି ତାକର୍‌ ଲେଖାକେ ଏଖେଇ ଘାଏକେ ପାଠକ୍‌ ନିକେ କେନ୍ତେଇ ପଁହଚେଇ ପାର୍‌ବେ ସେ ଉପେ ବାହାର୍‌ କର୍‌ସନ୍‌ ।ପହେଲା ସାହିତ୍ୟ କଥା ଯଦି ଆମେ ଚିନ୍ତା କର୍‌ମା ସାହିତ୍ୟ ସମାଜର୍‌…

Read More

ଲୁହ

ଲୁହ ମୋର ଯେତେ ନିଜରକେହି ନୁହେଁ ଆଉ ସେତେ ଆପଣାର ଭାଇ ବନ୍ଧୁ ଯେତେ ସଖା ସହୋଦରକେତେବେଳେ ଆତ୍ମୀୟ ତ’ କେତେବେଳେ ଲାଗନ୍ତି ପର ଲୁହ ଏକା ଯିଏ ପ୍ରିୟ ମଧ୍ୟରେ ମୋର ହୁଏ ଗଣାସୁଖରେ ହେଉ କି ଦୁଃଖରେ ହେଉମନ କରେ ନାହିଁ କେବେ ସେ ଉଣା ଲୁହ ମୋର ଝରୁଥାଏ ଚିରସ୍ରୋତା ପରିଦୁଃଖରେ ଦୁଃଖୀ ହୋଇ ଦୁଇ ଆଖିରୁଯାଏ ସେ ବାହାରି ସୁଖରେ ସୁଖି ହୋଇ ଆତ୍ମହରା ହେଲେମୋ ଖୁସିରେ ଖୁସି ହୋଇ ସିଏ…

Read More

ତୁମେ ଗଲାପରେ

ତୁମେ ଗଲାପରେଲାଗେ….ଏ ସହର ମିଛମିଛ ସବୁ ସଖାସୋଦରଅଜଣା ଏ ରାସ୍ତା ଘାଟଭୂଲିଯାଇଅଛି ଘରର ଠିକଣାଚାଲୁଅଛି ଅସରନ୍ତି ବାଟ।ପାଦରେ ମୋ କଣ୍ଟା ଟେ ବାଜିଲେରକ୍ତ ଝରୁ କି ନ ଝରୁତୁମ ହୃଦୟକୁ ଢାଙ୍କି ଦେଉଥିଲେଶତ ଶତ ଆଶଙ୍କାର ବାଦଲବର୍ଷା ହୋଇ ନିଗିଡ଼ି ପଡୁଥିଲେତୁମ ଆଖିର କଜ୍ଜଳ କୁ ଧୋଇ ।ହାୟଅତିକ୍ରାନ୍ତ ସମୟର ଧାରାବହମାନ ସ୍ରୋତରେକେମିତି ଭାସିଯାଇ ପାରିଲକୁଟାଖିଅଟିଏ ପରି ।ନା ଆଉ ଦୁଃଖଯାକ କାହିଁକିତୁମ ସହ ବାଣ୍ଟିବି ଯେତୁମେ ତ ଆକାଶର ତାରା.।ତୁମେ ବରଂ ଭଲଥାଅଜୁଳୁଜୁଳୁ ଦେଖୁଥାଅହସୁଥାଅ ଅବା…

Read More

ପୁସ୍ତକ ପରିଚୟ

ଶଶିସେନା ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ରଚିତ ଏକ ସମ୍ବଲପୁରୀ କାବ୍ୟ। ଭିନ୍ନ ଭିନ୍ନ ଛନ୍ଦରେ ରଚିତ ଅଠରଟି ସର୍ଗରେ ସୁବର୍ଣ୍ଣପୁରର ଏକ ଲୋକକଥାର ପ୍ରେମ କାହାଣୀ ସୁନ୍ଦର ସରଳ ଭାବରେ ବର୍ଣ୍ଣିତ ହୋଇଛି। ବହିଟି ସମ୍ବଲପୁରୀ ଭାଷା ସାହିତ୍ୟକୁ ସମୃଦ୍ଧ କରିବ। con-mob no-9437188944

Read More

ତା’ର ହଁସି

ଲଖେ ଗାଏଲ୍ ହଜାରେ ଝକର୍ଖାଇଥିଲେ ବି !ତାର୍ ମୁହଁ ର ହସିଁ ଦେଖି ନେଲେଁସବୁ ଯାଏସି ମୁଇଁ ଭୁଲି। ତାର୍ ଏକା ଖଣିଆ ଖଣିଆ କଥାମନକେ ନେସି ଘିନିସଥେଁତ ତାର ଇ ପହେଲା କଥା ତଆଏ ଆମର ଭାଷାର ବୁଲି । ତାର୍ ଗେଲେହି କାନ୍ଦିବା ବା ଡାକ୍ ଥିଁସମିଆ ମୋର ଯାଏସି ସରିସଥେ ସମିଆ ଯାଏସି ସରି। ତାର ଅଲଝଟ୍ ପନ୍ ଟାବିହି ଦେଇଛେ ଗଢିମାଁ ଠାନୁ‌ ବୁଆ ଏକା ତାର୍ ନିଜର୍ଠିକ୍ ପାରିଛେ ପଢି…

Read More

ବୃଦ୍ଧା କାଳେ ବୃଦ୍ଧାଶ୍ରମ ସନ୍ତାନଙ୍କ ପ୍ରତିଦାନ

ମାତା ପିତା ଠାରୁ ନାହିଁ ବଡ ଗୁରୁନଭ ଧରା ପରି ମନ ।ତାଙ୍କ ଠାରୁ ଜ୍ଞାନ କରି ଆହରଣଜୀବନକୁ କର ଧନ୍ୟ। ବିଶାଳ ହୃଦୟ ଉଦାର ଆଳୟଅମୃତ ସାଗର ସମ।ପ୍ରତିଦାନ ତାଙ୍କ ଦେଇ କି ପାରିବସୁଝି ପାରିବ କି ଋଣ। ବହୁ ଦୁଃଖ ସହି ପାଆନ୍ତି ସନ୍ତାନପ୍ରଭୁଙ୍କ ଆଶିଷ ନେଇ।ତାଙ୍କୁ ପାଲି ଥାନ୍ତି ଅତି ଯତନ ରେନିଜ ମାଂସ ରକ୍ତ ଦେଇ। ଛୋଟ ରୁ ବିରାଟ କରିଥାନ୍ତି ସତଅବ୍ୟକ୍ତ ବେଦନା ସହି ।ଆଶା ରଖିଥାନ୍ତି ବୃଦ୍ଧା କାଳେ…

Read More

ସ୍ୱପ୍ନ ଆଉ ସତର ବାସ୍ତବତା

କ’ଣ ଅଧିକା ମାଗିଲି ଯେ ଭୁଲ୍ ହେଇଗଲା ମୋର ସ୍ୱପ୍ନଟିଏର ପରିଧି ଭିତରକୁଡାକି ଆଣୁଥିଲି ଏକା ଏକା କେତେ ଆଉ ସ୍ୱପ୍ନର ଘାସ ଗାଲିଚାରେ ଚାଲିଥାଆନ୍ତି ଶିଶିର ଭିଜା ସବୁଜ ଅଧା ବତୁରା ଭୁଇଁ ଉପରେ ଝୁଣ୍ଟି ହୋଇ କାଳେ ପଡିଯିବି ସେଇଥିପାଇଁ ତସଂବେଦନା ଆଉ ସୌହାର୍ଦ୍ଦର ହାତ ଟିକେ ଧରିବସିଲି ବାସ୍ତବରେ ନୁହେଁ ସ୍ୱପ୍ନରେ ନାଁ ନାଁ ଚିନ୍ତା କରନା ଜମା ଶୀତ ରାତିଟା ପାହିଗଲା ଏମିତି ତୁମ ବିନା ଅନୁମତିରେ ସ୍ୱପ୍ନ ରାଇଜକୁ ତୁମକୁଟାଣି…

Read More

ସଲାମ୍ କଲମ ସଲାମ୍

ଚାଲୁଛ ଚାଲୁଛ ଅନାଦି କାଳରୁଚାଲିବା ତୁମରି କାମ,ଶିଳାଲେଖ ଅବା ହେଉ ତାଳପୋଥିସେବେଠୁ ନାହିଁ ବିରାମ lକାଗଜ ପୃଷ୍ଠାରୁ ବୈଜ୍ଞାନିକ ସୃଷ୍ଟିଲେଖାଯନ୍ତ୍ର ସରଞ୍ଜାମ,ସଲାମ୍ କଲମ ସଲାମ୍ ll ଗୀତା ଭାଗବତ ଛାନ୍ଦ ଚଉତିଶାମାଳିକା ପୋଥି ପୁରାଣ,ରସମୟ ଗୀତ କାବ୍ୟ ଉପନ୍ୟାସଭଜନ ଆଉ ଜଣାଣ lହୃଦୟର ବାର୍ତ୍ତା ସନ୍ତର୍ପଣ ଚିତ୍ତକେଇ ପଇସାର ଦାମ,ସଲାମ୍ କଲମ ସଲାମ୍ ll ସତ୍ୟର ନିର୍ଘୋଷ ଲେଖନୀ ଚାଳନାଶରୀରେ ସଂଯୋଗୀ ପ୍ରାଣ,ବ୍ୟଥିତ ହୃଦୟେ ସାନ୍ତ୍ୱନା ଭରିଛଦୁର୍ବଳରେ ସାହା ପଣ lନିର୍ଭୀକ ଦାମ୍ଭିକ ନିରପେକ୍ଷ ମୂର୍ତ୍ତିଶାଣିତ ତୁମରି…

Read More

ଏତକ ମାଗୁଣି ମୋର

ମୁଦ୍ରିତ ନୟନେ ଦେଖିଦେଲା ଦିନୁତୁମ ସେ ଚକାନୟନଖୋଲିବାକୁ ଆଖି ଆହେ ଜଦୁପତିବୋଲୁ ନାହିଁ ମୋର ମନ। ଜଗତ କରତା ସର୍ବ ମନୋରଥାତୁମେ ତ କୃପା ସାଗରଏତକ ହେଉହେ କରୁଣା ତୁମରନିଦ ନପୁରୁ ହେ ମୋର। ଆହେ ଦୟାମୟ ରାଧା ଭାବମୟଏତିକି ମାଗୁଣି ମୋରଦେଖୁ ଦିବା ନିଶି ତୁମ ରୂପ ରାଶିନୟନ ଜୁଗଲ ମୋର୍। ଶୟନେ ସପନେ ଅବା ଜାଗରଣେନେତ୍ରେ ଥାଉ ତୁମ ଛବିଦିଅ କୃପାବାରି ମୋହନ ମୁରାରୀମନୋବାନ୍‌ଛାଜାଉ ପୁରି । ଏତକ ବିନତି ଆହେ କୃପାନିଧିନେତ୍ରେ କରି…

Read More