ମଁl ଆଉଛେ

ଢୋଲ ନିଶାନ ତାସା ର ଶବ୍ଦେଗରଜି ଘୁମରି ଯଉଛେଦେ, ଦେବତା କେ ସଙ୍ଗେ ନେଇକରିଆମର ମା ତ ଆଉଛେ.ସାରା ସଂସାର ଟା ସଜାଗୁଜା ଆଏଜସରଗ ତଲ ପଡୁଛେଧୂପ, ଗୁଆଘି ର କହଁରେ ସଥେମହ ମହ ହେଇ ବାସୁଛେ.ବଛରେ ପରେ ଆଉଛେ ମାଆ ତଦୁଃଖୀ ର ଦୁଃଖ ନେବାକେତାର ଛୁଆପିଲା ର ହାଏର ଗୁହେରମନ ଲଗେଇ ଶୁନବାକେ.ଇନ ଯାହା ଅଛେ ସବୁ ତ ତୋର ମାତୋତେ କିଏ ଦେଇପାରେ? ହୁରୁଦ କରପନୁ ମନପଦ୍ମ ଫୁଲରଖୁଁ ଅଛେ ତୋର ପାହାରେ.ଅନିଏ…

Read More

ମା

ହେତୁ ହେଲାଦିନୁ ଗୋଟିଏ ଶବ୍ଦର ପ୍ରତିଶବ୍ଦ ଏଯାଏଁ ଖୋଜି ଚାଲିଛି… ଶବ୍ଦଟି ହେଉଛି “ମା” କିନ୍ତୁ….ପ୍ରଦିଶବ୍ଦ ତମାମ୍ ଅଭିଧାନ ଖୋଜିଲା ପରେ’ବି ମୁଁ ଜମାରୁ ପାଉନି ତା ଛୁଆଁ…. ସିଏ ଜନ୍ମଧାତ୍ରୀ ସେବାକାରୀ ଧାତ୍ରୀ ପାଳନକର୍ତ୍ତୀ ବସୁଧା ଧରିତ୍ରୀ ଅବା କେଉଁ ଦେବୀର ପ୍ରତିମୂର୍ତ୍ତି…. ଯେବେ ଯେବେ ନିଜକୁ ଆସହାୟ ପାଇଛି… ଯାହାପାଖରେ ଟିକିଏ ରହିଯାଇଛି ନିଜର ସ୍ଥିତି ଜଣେଇ କିଛି ନା କିଛି ପାଇଛି,ପାଉଛି… ଆଶା… ପାଇ ଚାଲିଥିବି ନିଶ୍ଚୟ… ତେଣୁ… ସର୍ବଦା ମଥାନତ ସେଇ…

Read More

 ମାଁ

ଶୁଭ୍ର ଶରତ ରେ ମାଆ ମୋ ଆସିଛି ଦଶଭୁଜା ରୂପ ନେଇ। ନଈ ପଠା ଧାରେ କାଶତଣ୍ଡୀ ଝୁଲେ ଶୁଭ ସ୍ୱାଗତିକା ଗାଇ। ଗଙ୍ଗଶିଉଳି ଦିଗ ଚହଟାଇ ଗାଏ ମଧୁ ମୟୀ ଗୀତି । ଜହ୍ନ ରେ ଜୋଛନା ଝଲସାଇ ଦିଏ ଚନ୍ଦ୍ର ଉଦିଆ ରାତି। ସୁନେଲି ସଞ୍ଜ ରେ ଶିହରିତ ଜହ୍ନ ଜହ୍ନି ଫୁଲ ଓଠ ଫାଙ୍କେ। ବାହୁଡ଼ା ମେଘ ର ଅପୂର୍ବ ସମ୍ଭାର ମନୋହର ଛବି ଆଙ୍କେ। ଗାଁ ରୁ ସହର ସଜେଇ ହେଲାଣି…

Read More

ମାଁ

କେଉଁ ମାଁ କଥା କହିବି ତୁମକୁ ଉଭୟେ କରୁଣାମୟୀ ଜଣ କ ଗର୍ଭରୁ ଜନମ ହୋଇଛି ଆଉ ଜଣେ ମହାମାୟୀ। ଶରତ ଋତୁର ପାର୍ବଣ ଉତ୍ସବ କାଶତଣ୍ଡି ସଜାଇଛି ନିର୍ମଳ ଗଗନ ନୀଳ ରଙ୍ଗ ନଭ ସବୁଜ ଧରା ଦିଶୁଛି। ଏହି ଋତୁ ମଧ୍ୟେ ଆସିଥାଏ ମାଆ ନବରାତ୍ର ଦୁର୍ଗା ପୂଜା ଆଲୋକ ସଜ୍ଜିତ କୋଳାହଳ ମୟେ ଉଡାଇ ବିଜୟ ଧ୍ଵଜା। ଗୃହେ ଥିବା ମାଆ ସର୍ବସ୍ବ ଦେଇଛି ନିଃସ୍ଵାର୍ଥପର ସେବାରେ ମିଛେଇ ମାଆଟି ମିଛ କହି…

Read More

ମାଁ

ତୁମ ପରି ମାଁ ଥାଉଁ ଥାଉଁ କାହିଁକି ଡରିବି ଏଇ ଦୁନିଆ କୁ, ଯିଏ ପଛେ ଯେତେ କଷ୍ଟ ଦେଉ ତୁମ ପରି ମାଁ ଥାଉଁ ଥାଉଁ। ଜାଣିଛି ମାଆ ମୁଁ ଅମାବାସ୍ୟା ପରେ ପୁନେଇଁ ଆସିବା ସତ , ପଣତ ତଳେ ମାଁ ଶକ୍ତି ଦେଉଥିବୁ କରିବୁନି ତାକୁ ଛୋଟ। ପୁଅ ଝିଅ ଦୁଃଖ ଦେଖିଲେ ମାଆର ଆଖିରେ ଆସ‌ଇ ଲୁହ, ତୁମେ ସବୁ ଦେଖି ସହି ପାରିବକି ସତ କରି ତୁମେ କୁହ ।…

Read More

ଜଗତ୍ ଜନନୀ

ଜଗତ୍ ଜନନୀ ମା ଗୋ ତୁଇଆସିଛୁ ଆଏଜ୍ ଇ ଧରା,ତୋର୍ ବାଟ୍ କେ ଟାକି ରହିଥିଲେସଭେ ବଛର୍ ସାରା ।।ଦୁନିଆଁ ଆଏଜ୍ ଭରିଗଲାନପାପର୍ ଭାରେ ଘଡାଦେଖ୍ ତ ମୁନୁଷ୍ କେତେ ଉତ୍ ପାତ୍ହେଉଛନ୍ ସତେ ବଢା ।।ପିନ୍ଧନ୍ ଉଢନ୍ ସଫା ଚକ୍ ଚକ୍ଦେଖ୍ ତ ଘାଏ ଆଏଜ୍ମନ୍ ଟା ପର୍ ଛା କଲା ତକ୍ ତକ୍ଗଢ୍ ମାଁ ରାମ୍ ରାଏଜ୍ ।।କପଟ୍ ଛନ୍ ଭରି ରହିଛେକର୍ ସି କେତେ ପୂଜା ,ମା ସମ୍ କୁ ତୁଇ ତ…

Read More

ମା

ମା.. କେବଳ ମାଆ!ଯେତେ ଚାହିଁଲେ ବି ଲେଖି ହେବନାହିଁତା’ ଜାଗାରେଆଉ କାହାର ନାଆଁ। ତାର ଗାଳିବଡ଼ ଦାଣ୍ଡର ଧୂଳିକାନି ପଣତଶିରୀମନ୍ଦିର ର ନେତ। ତା’ର ଭଲ ପାଇବା ଆଉ ସ୍ନେହକେଉଁ ଗୁଣରେ ବିକୈବଲ୍ୟ କଣିକା ଠୁ କମ୍ ନୁହଁ । ସାକ୍ଷାତ କଳ୍ପବଟନିଜେ ଜଳିଜଳି ପୁରା କରୁଥାଏପ୍ରତିଟି ମୁହୂର୍ତ୍ତେଆମ ଅସରନ୍ତି ଅଳି ଅଝଟ। ମୁକ୍ତି ମଣ୍ଡପରମୁକ୍ତ ସଂସ୍କାର ଟିଏ ମାଆଜୀବନ ନଈରେପାର ହେବା ପାଇଁ ଏକମାତ୍ର ରାହା। କହିପାର ତାକୁସେବା ଓ ମମତାର ପ୍ରତିମୂର୍ତ୍ତିଅନାସକ୍ତ ସନ୍ଥଟିଏମୁଁ କିନ୍ତୁ…

Read More

“ମାଁ”

ନମସ୍ତେ ନମସ୍ତେ ମାଗୋ ଦୁର୍ଗତିନାଶିନୀନମସ୍ତେ ନମସ୍ତେ ମାଗୋ ସଙ୍କଟହାରିଣୀ।।ମହାମାୟୀ, କାତ୍ୟାୟିନୀ ମାଗୋ ଦଶଭୁଜାଧରାଧାମେ ନାନା ରୂପେ ମାଗୋ ପାଉ ପୂଜା।।ଶିବଙ୍କ ଘରଣୀ ମାଗୋ ଉମା ହୈମବତୀମହାଶକ୍ତି ଯୋଗମାୟା ମାଗୋ ଶୈଳପୁତ୍ରୀ।।ନମସ୍ତେ ନମସ୍ତେ ମାଗୋ ମହିଷାମର୍ଦ୍ଦିନୀନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ।।ସତ୍ୟ ଯୁଗେ ମହିଷାର ଅତ୍ୟାଚାର ପାଇଁଅଗ୍ନିସମ୍ଭୁତା ରୂପରେ ମରତେ ଓହ୍ଲାଇ।।ହୀନମତି ପାପିଷ୍ଠକୁ କରିଲ ନିଧନପାପ ନାଶି କରିଥିଲ ଜଗତ କଲ୍ୟାଣ।।ଦ୍ୱାପରରେ ଶ୍ରୀରାମ ଯେ ତୁମ ପୂଜା କରିଉଦ୍ଧରିଲେ ମାତା ସୀତା ଦଶାନନ ମାରି।।ଖଣ୍ଡା ଖର୍ପରଧାରିଣୀ କାଳୀ ମହାକାଳୀଭୈରବୀ…

Read More

ବହି ଟିଏ ମୁଁ

ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏଲିପ୍ତରୁ ନିର୍ଲିପ୍ତତାର ପଥ ଟିଏମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏନାସ୍ତିକରୁ ଆସ୍ତିକର ବାଟ ଟିଏଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏଏନ୍ତୁଡିରୁ ଅଙ୍ଗାରର ରହସ୍ୟଆଉ ସୃଷ୍ଟି ସଂରଚନାର ଭେଦ ଟିଏଅହଂରୁ ଓଁକାରର ଶଙ୍ଖନାଦ ଟିଏଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏଜୀବନ ଜିଇଁବାର କଳା ଟିଏ ମୁଁଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…ମୁଁ ବହି ଟିଏ….।। ମୁଁ ପ୍ରେମ ପରିଣୟର ଗୀତି ଟିଏମୁଁ ସାତ ସୂରର ମଧୂର ମୁର୍ଚ୍ଛନା…

Read More