ସତ୍ୟ ଶାନ୍ତି ଦୟା କ୍ଷମା ବଢାଏ ବ୍ୟକ୍ତିତ୍ୱ ଗାରିମା

ସତ୍ୟ ଶାନ୍ତି ଦୟା କ୍ଷମା ସୁଗୁଣ ଯେ ସହଜାତ ମାନବ ରଦେବତା ଦୁର୍ଲଭ ଉଚ୍ଚ ବିଚାର ତ ଅଟେ ଜ୍ଞାନୀ ଗୁଣି ଙ୍କର,, ସତ୍ୟ ର ପଥେରେ ପଥିକ ଯେ ନର ଛୁଁଏନାହିଁ ଭବ ବାଧାଅସତ୍ୟ ର ମାର୍ଗ ଅନ୍ଧକାର ମୟ ମିଳେନାହିଁ ସଫଳତା,, ଅହିଂସା ଧର୍ମ କୁ ଆଚରଣ କରି ବିଶ୍ୱ କୁ ଜିଣିଲେ ଗାନ୍ଧୀଶାନ୍ତ ଚିତ୍ତ ସଦା ସଂଯମୀ କରାଏ ସହିଷ୍ଣୁତା ଗୁଣ ଭରି,, ସେବା ପରାୟଣ ଚିତ୍ତ ରେ ପିୟୁଷ ସର୍ବଦା ବରଷୁ…

Read More

ହାଉସ ହଜବ୍ୟାଣ୍ଡ

ସେଦିନ ଅଫିସ ରୁ ଆସିଲା ବେଳେ ମୋର ଚା ଫ୍ଲାସ୍କ ଟା ଛାଡି ଆସିଥିଲି l ଘରେ ପହଞ୍ଚି ଦେଖେ ତ ନାହିଁ ପୁଣି ଆସନ୍ତା କାଲି ଛୁଟି ତେଣୁ ମୋର ଚା ପାର୍ଟନର ସୁରଭି ଭାଗ୍ୟ ଭଲ ସେଦିନ କଣ ଗୋଟେ କାମ ପାଇଁ ଅଫିସ ରେ ଥିଲା ତାକୁ କହିଲି ତା ଡ୍ରାଇଭର ହାତ ରେ ପଠାଇ ଦେବା ପାଇଁ l କିନ୍ତୁ ଫ୍ଲାସ୍କ ନେଇ ଆସିବା ଲୋକ ଜଣକ ଡ୍ରାଇଭର ନୁହେଁ ତା…

Read More

ନାଗଫାଶ

ଆସିଥିଲ ତୁମେ ମହଣ ମହଣ ସ୍ବପ୍ନ ନେଇମୋ ଜୀବନକୁହୃଦୟରେ ଆଙ୍କି ସାତ ରଙ୍ଗର ଇନ୍ଦ୍ରଧନୁବୁହାଇଲପ୍ରୀତିର ସ୍ରୋତସ୍ୱିନୀ। ତୁମ ପ୍ରେମର ଫଲ୍ଗୁ ମୋ ମନରେଭରିଥିଲାମଳୟର ମହମହ ବାସ୍ନା। ମହକରେ ଉଲ୍ଲସିତ ପ୍ରାଣଟାକୁସମର୍ପି ଦେଲିତୁମ ଛଳନାର ନାଗଫାଶରେ। ସରୋଜିନୀ ବେହେରାପାଳଲହଡ଼ା, ଅନୁଗୁଳ

Read More

ପ୍ରତିକ୍ଷା

ସବୁକିଛି ନେଇଗଲା ପ’ରେଟିକିଏ ବି ଫେରି ଚାହୁଁନ!କେମିତି ବଞ୍ଚିବି ଯେ-ଆଙ୍ଗୁଠି ଗଣା ରେ ବି ସରୁ ନାହିଁ ଦିନ। ଅସହ୍ୟ ହେଉଚିନିଶ୍ୱ ଜୀବନରେ ନେବାକୁ ନିଶ୍ୱାସତୋଫା ତୋଫାଜହ୍ନ ଆଲୁଅରେ ମିଳେଇ ଯାଉଚିମୋ ପୁରୁଣା ଦିନର ବିଶ୍ଵାସ ଆଞ୍ଜଳୁ ରୁବାଲି ସବୁ ଝରି ଗଲା ଭଳିଆଙ୍ଗୁଳି ସନ୍ଧିରେ ସରି ଯାଉଚି ଆୟୁଷତୁମେ ଆସ ବା ନ ଆସଏମିତି ଚାହିଁଥିବିତୁମ ଫେରିବା ବାଟକୁଥିବା ଯାଏ ପିଣ୍ଡରେ  ଶେଷ ନିଶ୍ଵାସ। ତପନ କୁମାର ବେହେରା କାନପୁର, ନରସିଂହପୁର,

Read More

ପାଗଳ ପ୍ରେମୀ

ଗୋଟେ ଝିଅ ଥିଲା ଲିଜା।  ଭଲ ପାଇବା ତା ପାଇଁ ଖେଳ ଘର । କେତେ କେତେ ଯେ ପୁଅ ଙ୍କୁ ସେ ତା ପ୍ରେମ ଜାଲ ରେ ଫସେଇ ତାଙ୍କ ଠୁ ପଇସା ଲୁଟିଚି ତାର ସୀମା ନାହିଁ । ଝିଅ ଟା ଦେଖିବା କୁ ଟିକେ ସୁନ୍ଦର ଆଉ ସେଥି ପାଇଁ ସେ ଖୁବ୍ ସହଜ ରେ ପୁଅ ମାନଙ୍କୁ ତା ବସ ରେ  କରିପାରେ । ବିନା କିଛି ସ୍ବାର୍ଥ ରେ ସେ…

Read More

ନୁଆଁଖାଇ ତିହାର

କେତେ ଜନମ୍ କରମ୍ ବଳେପାଇଛୁ ମାଁ ମାଟିନୁଆଁଖାଇ ଆମର ତିହାର ବଏଲେଫୁଲି ଯାଏସି ଛାତି l ସୁନା ରଙ୍ଗେ ମୁଲ୍ ମୁଲେଇ କରିହସୁଛେ ଧାନର ବାହାଲିଚାରି ଆଡେ ସବୁ ନୁଆଁ ଦିସୁଛେନୁଆଁଖାଇ ଆସିଛେ ବଲି l ଇଷ୍ଟଦେବୀ ଆମର ମାଁ ସମଲେଇଦୁଃଖ ଜନାମା ତାହାକେ ଯାଇଚଢ଼ାମା ନୁଆଁ ଧାନ୍ସୁନ୍ ସୁନ୍ ମା ଗୋ ଇ ମାଟିର କଥାଡେରି ରଖିଥା ତୋର କାନ୍ l ଢୋଲ ନିଶାନ ତାସା ମୁହୁରିଜଗତେ ଉଡୁଛେ ଧ୍ବଜାଶୁହ୍ଲ ଭର୍ନି ବାଜବା ଆଏଜ୍ମାଁ ପାଇବା…

Read More