କି ଅବୁଝା ଏ ବର୍ଷା ?
ଅଣ୍ଟା ନୁଆଇଁ ମାଟିର ବାସ୍ନାରେନିଜର ଦମ୍ଭ ହାରି ଥିବାକେଇ ବିଡ଼ା ନୁଖୁରା ନଡ଼ା ଛପର ପିଠିରେକେମିତି ଦୁଲ୍ ଦୁଲ୍ ନାଚୁଛିତା ପାଦ ର ଘୁଙ୍ଗୁର ଖୋଲିମୁଁ ଦେଖୁଛି ସେ ତା ଇଛାରେ ନାଚେମୋ ସାମ୍ନା ଘର ବାଲକୋନୀ ରେପୁଣି ସେ ମନ ଭରି ନାଚେ, ବୁଲା ଗୋରୁ ଙ୍କଖୋଲା ପିଠିରେ, ସରୁ ସରୁ ଧାନ ପତର ରକଅଁଳା ଛାତିରେ,କେବେ ଦିନରେ ତକେବେ ପୁଣି ରାତିରେ।କି ଅବୁଝା ଏ ବର୍ଷାଟିକେ ବି ଦୟା ନାହିଁ ତା ମନରେଗୋଡ଼ କଚାଡି…