महीना: जुलाई 2024
ବlତ୍ସଲ୍ୟ ମମତା କାହିଁ ରହିଲାପ୍ରତିଯୋଗିତା ରେ ନିୟୋଗ ପିଲା
ଅଧିକ ପଢିବା ସହରକୁ ଯିବା ଛୋଟ ପରିବାର ଗଢ଼ୀଯୌଥ ପରିବାରୁ ଭିନ୍ନ ହୋଇ ଚଢି ସ୍ଵେଛା ଚାରିତା ର ସିଡି,ପ୍ରତିଯୋଗିତା ରେ ଜୀବନ ଧାଉଁଛି ଖୋଜି ସୁଖର ସପନରାତିକ ଭିତରେ ସଉଧ ତୋଳିବ ବିକଳ ହୁଅଇ ପ୍ରାଣ,,ଆଧୁନିକ ଯୁଗେ ସମୟ ଅଭାବ ସନ୍ତାନ ଟିଏ ପାଇଁକର୍ମଜୀବି ପୁଣି ଦମ୍ପତି ଦ୍ବୟ ଯେ ଟଙ୍କା ରୋଜଗାର ପାଇଁ,ଆୟା ମା ଧାଇ ମା କୋଳ ରେ ବଢ଼ଇ କୋମଳ ଶିଶୁ ଜୀବନମା ସ୍ନେହ ଅବା ମାଆ ସ୍ତନ୍ୟ ଟିକେ ଶିଶୁ…
ସମିଆଁ ରହିଛେ ସାକ୍ଷୀ
ସୁନ୍ଦର୍ ଲାଗ୍ସି କାନେ ଶୁନ୍ଲେଗୁଁଗୁଁ ନାଦିଆର୍ ବଜାଗାଁଆ ମଝାଖୁଲି ସର୍ ମଙ୍ଗଲାଯଦି ପାଉଥିବେ ପୂଜା ।ବେଲ୍ ବୁଡ଼ିଗଲେ ମନ୍ଦିର୍ ଭିତ୍ରୁବାଜିଗଲେ ଶଁଖ୍,ଘଁଟ୍ଗିନି,ମୁର୍ଦୁଙ୍ଗ୍,ଖଞ୍ଜ୍ନିର୍ ତାଲେମଁଜି ଥାଆନ୍ ଝଟ୍ପଟ୍ଭାବେ ଅଭାବେ ଦିଆଥୁଆ ହେଇହଁସି ପକଉଥିଲା ଦୁଖି..ନାଇଁନ ଆରୁ ସେ ଆଗର୍ ଚଲନ୍ସମିଆଁ ରହିଛେ ସାକ୍ଷୀ ।। ସରୋଜ କୁମାର ସାହୁଲଇକେରା, ଝାରସୁଗୁଡ଼ା
ବିନୁଆଁ
ସାର୍ ବଲ କି ଅସାର୍ବିନୁଆଁ ଭିତ୍ରେଘଲେ ଲୁକିଛେକେଡ଼ନି କେଡ଼େଟେ ସଁସାର୍।ଢୁକୁ ମାନ୍କର୍ ଘରାନାଗ୍ ଧମ୍ନାର୍ ଡେରାକିଏ ଜନେ ଇନ ତର୍ହୋପାଇଥିଲାଜପି ଜପି ମରା ମରା।ଭକ୍ତିର୍ ବଢ଼େ ଶକ୍ତିଭାବ୍ ଦେସି ଗତି ମୁକ୍ତିଭାବର୍ ଭୁଲେ ଡାକିମରା ମରା ଜପିଦସ୍ୟୁ ରତ୍ନାକରହେଇଥିଲା ବାଲ୍ମୀକି।ଜନେ ଜପିଥିଲା ମରା ମରାଆର୍ ଜନେ ଜପୁଛେ ଚରା ଚରାଅଭାବ୍ ଭିତ୍ରେ ଭାବ୍ବୁଡ଼ିମଲାଦୁନିଆଁ ନି ଦେଲାଆଶ୍ରା।ହାତ୍ଠାରି କରିଡାକ୍ଲା ବିନୁଆଁଆ ଦୁଖୀରେ ମୋର୍ ଆମୋର୍ କୁଲେ ତତେଜାଗାଟେ ଦେଉଛେଁସୁଖେ ସୁଖେ ରହିଥା।ବିନୁଆଁର୍ କଥା ଜାନ୍ଲାଦୁନିଆଁକଥା ହେଲା ହୁଲାଜାରିରପ୍ଟି ଆଏଲା…
ଆକାଶ, ମୁଁ ଓ ସେ ବର୍ଷା ରାତି
ଆକାଶଟା ମୋ ପିଠିରେ ନଇଁ ପଡ଼ିବା ପରେମୁଁ ତାକୁ ଅକ୍ଳେଶରେ ବୋହି ନିଏଅତ୍ୟନ୍ତ ହାଲୁକା ସିଏତାକୁ ନେଇ ଥୋଇ ଦିଏମୋ ଘର କାନ୍ଥରେ ନିର୍ମିତ ଆଲମାରୀରେଘୁମେଇ ପଡ଼େମୁଁ ମଧ୍ୟ ଆବୋରି ନିଏ ବିଛଣାକୁଭଭୟ ଶୋଇପଡୁ ନିସ୍ତେଜ ଶରୀର ସହଆକାଶ ପିଠିରେ ଲଦି ହୋଇଥିବାଚନ୍ଦ୍ର ଓ ଅସଂଖ୍ୟ ତାରା କିନ୍ତୁରାତି ତମାମ ଅନିଦ୍ରା ରହନ୍ତିଚାହିଁ ରହନ୍ତି , ବୋଧେ ଆମକୁ ଜଗିଥାନ୍ତିମୁଁ କଡ଼ ଲେଉଟାଇ ବେଳେ ବେଳେସେମାନଙ୍କୁ ନିରେଖି ନିଏପୁଣି ନିଶ୍ଚିନ୍ତ ହୁଏସମଗ୍ର ଆକାଶ ଓ ରାତି ତ…
ଏକା ଏକା ଲାଗେ ଆଜି
ଏକା ଏକା ଲାଗେ ଆଜି – ୪ (ଘୋଷା)ବିଜନ ବେଳାରେ ପବନ ବାହୁନେସ୍ମୃତିଝରା ଦିଏ ମନ ଉପବନେଆଖିପତା ଯାଏ ଭିଜି (ଘୋଷା) ସଞ୍ଜ ସକାଳରେ ଯେବେ ଦୀପ ଜଳେଦିଶିଯାଏ ତୁମ ମୁହଁଶଙ୍ଖ ବାଜି ଉଠେ ମନର କୋହରେଭଉଁରୀ ଖେଳଇ ଲୁହ – ୨ ରହି ରହି ଚାଲେ ପଛକୁ ଚାହିଁ ମୁଁବସି ବସି ଯାଏ ହଜି (ଘୋଷା) ଦୂର ଦିଗନ୍ତରେ ମିଛ ମିଳନରେହସଇ ମାଟି ଆକାଶପ୍ରେମ ବିରହରେ ପ୍ରେମୀ ଜିଏଁ ମରେହସି ପିଇ ଥାଏ ବିଷ –…
ପ୍ରବାସୀ ଶ୍ରମିକର ଦୁଃଖ କାହାଣୀ
ଗୋଟିଏ ସ୍କୁଲ ରେ ପଢୁଥିଲେ ୪ ଜଣ ଭଲ ବନ୍ଧୁ ,ମହେଶ,ରିତିକ ,ରାହୁଲ ଓ ସୁମନ୍ ସେମାନେ ଅତ୍ୟନ୍ତ ଘନିଷ୍ଟ ବନ୍ଧୁ ସେମାନେ ସ୍କୁଲ ରୁ ଆରମ୍ଭ କରି କଲେଜ ରେ ମଧ୍ୟ ଗୋଟେ ସାଙ୍ଗରେ ପଢି ଆସୁଥିଲେ । କଲେଜ୍ ପାଠ ତ ସରିଲା ହେଲେ ହେଲେ ଓଡ଼ିଶା ରେ ଦେଖା ଯାଉଥିଲା ଘୋର ଚାକିରି ର ଅଭାବ , ଚାରି ଜଣ ସାଙ୍ଗ ମିଶି କଥା ହେଲେ ଏବେ କରିବା କଣ ? ଚାକିରି…
କୋମଳ ସ୍ପର୍ଶ
ଫୋନରେ, ଝିଅସହ କଥାହୋଇ ବ୍ୟସ୍ତ ବିବ୍ରତ ହୋଇପଡିଲେ ସୁଶୀଳା । ଘରୁ ଦୁଆର, ଏପଟସେପଟ ହୋଇ ଖାଲି ପଦଚାରଣ କରୁଛନ୍ତି । ଭାବିପାରୁ ନାହାଁନ୍ତି କ’ଣ କରିବେ କ’ଣ ନାଇ ` ରହି ରହି ଆଖି ଆଗରେ ଭାସି ଆସୁଛି, ଝିଅର କାନ୍ଦ କାନ୍ଦ ମୁହଁ । ନିଷ୍ପତ୍ତିରେ ପହଞ୍ଚିଗଲେ ସେ । କାଲି ସକାଳୁଯାଇ ଝିଅକୁ ନେଇ ଆସିବେ । ବାପ ନ ଥିଲେ କ’ଣ ହେଲା ? ଝିଅକୁ ପୋଷିପାରିବା ଭଳି ସାମର୍ଥ୍ୟ ତାଙ୍କର…
ଏମିତି କିଆଁ ହୁଏ
ଧଳା ଚକ୍ ଚକ୍ ପୋଷାକ ଲଗାଇକଳା କାମ କିଆଁ କରୁଛିଭଦ୍ରତାର ମୁଖା ପିନ୍ଧି ରାଜନେତାଜନତାଙ୍କୁ କିଆଁ ଲୁଟୁଛି ।।ଗରିବଙ୍କ ପାଇଁ ଆସୁଛି ଯୋଜନାବାଟରେ କିଆଁ ଗଳୁଛିଗରିବ ର ଦାନା ବାଟ ରୁ କାହିଁକିଅମଲା ପାଖକୁ ଯାଉଛି ।।ଝିଅ ପୁଅ ଯଦି ସମାନ ହେଲେଣିଝିଅ ହେଲେ ଦୁଃଖ କାହିଁକି ,ପୁଅ ପାଇଁ ବାର ବରତ ଆଜିବିମା କିଆଁ ସତେ ରଖୁଛି ।।ସମସ୍ତେ ସମାନ ଡିଣ୍ଡିମ କରନ୍ତିସବୁ ସରକାର କାହିଁକି ?ଜାତିଭେଦ କିଆଁ ଚାକିରୀ କ୍ଷେତ୍ରରେସବୁଠାରେ ଆଜି ରହିଛି ।।ଭୋଟ୍…
ଦୂରତା
ଏଇ କିଛି ଦିନ ତଳର କଥାପୁରୁଣା ଫଟୋ ସବୁ ଉପରେ ନଜର ପଡିଗଲା,ଆଉ ଫଟୋ ଦେଖି କ୍ଷଣିକ ପାଇଁ ମୁଁ ସ୍ତବ୍ଧ ହୋଇଗଲି lକିଛି ମୁହୂର୍ତ ପାଇଁ ମୁଁ ନିଜକୁ ହଜେଇ ଦେଲିସେଇ ଫଟୋ ଗୁଡିକ ମେଳରେ,ଆଉ ଗୋଟେ ଅବାସ୍ତବ ଦୁନିଆଁରେ ବାସ୍ତବତାକୁ ଆପଣେଇ ନେଲି lଅନେକ କଥା ହେଲା ମୋର ଫଟୋ ଗୁଡିକ ସହିତହସଲୁହ, ମାନ ଆଉ ଅଭିମାନର lତଥାପି କିଛି କଥା ବାକି ରହିଗଲାରାଗରୁସା, ପ୍ରେମ ଆଉ ପ୍ରତାଡ଼ନାର lମୁଁ ଅନୁଭବ କରିପାରୁଥିଲି ଫଟୋରେ…