ଟିସୁ ପେପର୍

ଥରେ ଜଣେ ଧନୀ ବ୍ୟବସାୟୀ ଗୋଟିଏ ବଡ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ସାଥିରେ ଥିଲା ତାଙ୍କର ଡ୍ରାଇଭର।ଦୁହେଁ ସାମ୍ନାସାମ୍ନି ଗୋଟିଏ ଟେବୁଲ୍ ରେ ବସି ପଡିଲେ। ମେନ୍ୟୁ ଦେଖି ବିଭିନ୍ନ ପ୍ରକାର ଖାଦ୍ୟ ବରାଦ କଲେ। ହଠାତ୍ ଏତିକିବେଳେ ସେହି ଟେବୁଲ ଉପରେ ଥୁଆ ହୋଇଥିବା ଟିସୁ ପେପର୍ ଡ୍ରାଇଭର ସହ କଥାବାର୍ତ୍ତା ହେଲା।ଟିସୁ ପେପର୍ ପଚାରିଲା: “ତୁମ ସାମ୍ନାରେ ବସିଥିବା ଏ ଭଦ୍ରଲୋକଟିକ’ଣ ତୁମର ସମ୍ପର୍କୀୟ କି?ଡ୍ରାଇଭର ଉତ୍ତର ଦେଲା: ହଁ।…

Read More

ମର୍ତ୍ତ୍ୟ ଦୁଃଖ

ଆଜି ସକାଳେ ମୋତି ଆସିଲାନି, ଏବେଳା ଏତେବେଳ ହେଲାଣି ଦେଖାନାହିଁ, ବାସନ ମଜାଠୁ ନେଇ ଘର ଗୋଟାକର କାମ ପଡିଛି, ସ୍କୁଲ ରୁ ଫେରି ବ୍ୟସ୍ତ ହୋଇପଡିଲା ଦିତୀୟା । ନିଜେ କରୁଥିବ ଠିକ୍ କିନ୍ତୁ ଥରେ ଚାକରାଣୀ ର ଅଭ୍ୟାସ ପଡିଗଲେ ସେଇ କାମ ବୋଝ ଭଳି ମନେହୁଏ। ଅମର ପ୍ରାଇଭେଟ କଂପାନିରେ ଚାକିରୀ କରନ୍ତି ।ସେ ଇଂଲିଶ୍ ମିଡିୟମ୍ ସ୍କୁଲରେ। ନିମ୍ନ ମଧ୍ୟବିତ୍ତ ଦୁଇଜଣିଆ ପରିବାର ରେ ଉଭୟ ଘରକାମ କରି ଚଳାଇ ନେଉଥିଲେ।…

Read More

ପାଦ ଚିହ୍ନ

ଉଡିଗଲା ସାଥି ଦୂରେ ବହୁଦୂରେଫେରିତ ଆସିଲା ନାହିଁସବୁଜ ବନର ତରୁ ଡାଳେ ବସିଆଳାପ କରିବା ପାଇଁମନ ଆଢୁଆଳେ ଅନେକ ଅକୁହାକଥା ରହିଗଲା ବାକି ।ମୁଁ ,ଯେ ବେଦନା ବନର ପକ୍ଷୀ ——— କୋଳାହଳ ଏଇ ନୀଳ ବନାନୀରେନିଃସଙ୍ଗତା ଆସେ ମାଡିନୀଳ ଆକାଶର ଶୂନ୍ୟତା ମତେଧରିଛି ଆଜି ଜାବୁଡିମାଟିରୁ ଆକାଶ ପ୍ରେମରୁ ବିଶ୍ବାସସବୁଠି ପଡିଛି ଛକି ।ମୁଁ,ଯେ ବେଦନା ବନର ପକ୍ଷୀ ———- କ୍ଳାନ୍ତ ଅପରାହ୍ନ କଳରବ ଶୂନ୍ୟନିରବତା ଖେଳେ ନୀଡେମୋ,ବୁକୁ ବେଳାରେ ଲୁହର ଲହଡିନିତି ଆସି ମଥା…

Read More