ପଶ୍ଚିମ ଓଡ଼ିଶା ର ବଡଖା ତିହlର

ପଶ୍ଚିମ ଓଡ଼ିଶାର ବଡଖା ତିହାରଆମର ଗୋ ନୂଆଁଖାଇଯେନ୍ ଠାନେ ଥିଲେ ଭାଇ ଭାଇସବୁ ଘର୍ କେ ଆଏସନ୍ ଧାଇଁ । ଜାତି ଜାତି ଦରବ ସଙ୍ଗେପିଠା ପନା ଲେଥା ଖିରିଦେଖି ଦେଲେ ଟିକେ ମନ୍ ଭରିକରିପେଟ୍ ଯାଉଥିସି ପୁରି। ଲିପା ପୁଛା ହେଇକରି ଘର୍ ଦୂଆର୍ ସବୁଲଗୁଥିସି ନୂଆ ନୂଆନୂଆଁ କୁର୍ତ୍ତା ପିନ୍ଧି ନୂଆଁ ଖାଇମି ବୁଲିମନ୍ ହେଉଥିସି ଛାନିଆ । ଇଷ୍ଟ ଦେବୀ ଆମର ପୂଜା ପାଏସନ୍ଭୋଗ ଲଗସି ଖିରି ନଡ଼ିଆସବୁ ପୂଜା ପାଠ ସlରିନୂଆଁ…

Read More

इश्क

मेरी ज़िन्दगी मैं कभी कोईचमत्कार क्योँ नहीं होती?ऐसा क्या गुनाह हो गयामुझसे ए खुदा की तेरेरेहमत की बरसात नहीं होती?मोहब्बत, मोहब्बत को तरसते रहेअरमानो को दबाये रखा,शिकायत किसी से क्या करेंजब समंदर ने ही प्यासा रखा || ||सुना था प्यार दस्तक देती हैदिल मैं एक बार कभी ना कभीहम ने भी उस पल का बेसब्री…

Read More

ଶିକ୍ଷକତା

ଶିକ୍ଷକ ଜୀବନ ସୁନ୍ଦର ଜୀବନଏହା ଜୀବନର ଏକ ବ୍ରତଶିକ୍ଷକ ର ଲାଗି ପୁରା ସଂସାର ଟାହୋଇ ଯାଆନ୍ତି ଜାଗ୍ରତକଷଣକୁ ସହି ଉଚ୍ଚ କଣ୍ଠରେକରେ ସିଏ ବିଦ୍ୟା ଦାନଏ ଧରା ପୃଷ୍ଠରେ କିଏ ବି ହେବନିଶିକ୍ଷକ ସହ ସମାନଏ ଧରା ଧାମରେ ଉପାର୍ଜନ୍ତିଅବା ବୃଦ୍ଧ ବନିତାକିନ୍ତୁ ଭାଗ୍ୟବାନଯେ ସେହି ଲୋକଟିଯିଏ କରେ ଶିକ୍ଷକତାମାଟିର ପିଣ୍ଡୁଳା ସମ ଛାତ୍ରଛାତ୍ରୀଶିକ୍ଷକ ସଂସ୍ପର୍ଶେ ଆସିବିଦ୍ୟାର ଆଲୋକେ ଆଲୋକିତ ହୋଇଦିଅନ୍ତି ତମସା ନାଶିଶିକ୍ଷକ ପରା ଶିକ୍ଷକ ନୁହେଁସେ ଅଟେ ମର୍ତ୍ତ୍ୟର ଭଗବାନଶହ ଶହ ଛାତ୍ରଛାତ୍ରୀ…

Read More

ଶଗଡ୍ ଗାଡ଼ି

ଶଗଡ୍ ଗାଡିରେ ଶଗଡ୍ ଗାଡ଼ିକାହିଁ ହଜିଗଲୁ ତୁଇଦେଖିବାର୍ ଲାଗି ସପନ୍ ହୋଇଛେତୋର୍ ଦେଖା ଦର୍ଶନ୍ ନାଇଁ।ରକମ୍ ରକମ୍ ଗାଡି ଦିଶୁଛେଇଛେନ୍ ବାଟେଁଘାଟେଁତୋର୍ ଚକା ଆଉ ନାଇଁ ଗଡ୍ବାର୍ଗାଁ ସହରେ ମୁଟେଁ।କେତେ କେତେ କାମ୍ କରିଚୁସବୁ ଲୁକର୍ ଲାଗିତୋର୍ ଉପକାର୍ ଭୁଲିଗଲେହୋଇ ସଭେଁ ମତ୍ଲବି।କାଠେ ତିଆରି ତୋର୍ ଦେହେଁଟାଅବଗା ନିଦା ଶରୀର୍କେଁ କଟ୍ କଟ୍ କରି ଯାଉଥିଁସୁନାଇଁ ହୁଏ କେଭେଁ ପାଶ୍ ରି।ବଳଦ୍ ଜୁଡ଼ା ସଙ୍ଗେ ଶଗ୍ଡିଆଟାଜୁଟିଥିଲେ ଗୁଟେ ଠାନେବଡା ଆରାମେ ଗଡି ଯାଇସୁଉଷତ୍ ହେସନ୍ ଲୋକ୍ ମାନେ।ଉପର୍…

Read More

ଶୂନ୍ୟତାର ପ୍ରିୟତମା

ଏତେ କୋଳାହଳ ଭିତରେ ବିଶୂନ୍ୟତାର ପରିସୀମାକୁଖୁବ୍ ସହଜରେ ଅନାୟାସରେଉପଲବ୍ଧି କରେ । ତମେ ଖୁବ୍ ପାଖରେ ଥିଲେ ବିବେଳେବେଳେ ତୁମରଆବର୍ତ୍ତମାନ କୁ ମୋ ହୃଦୟରେପ୍ରତିସ୍ପନ୍ଦିତ କରେ । ଆକାଶକୁ ଚାହିଁ ପଚାରେ ବଉଦକୁସାଙ୍ଗରେ ନେଇ ଆ ମୋ ପ୍ରିୟାକୁପ୍ରିୟତମା ନୁହେଁ ସେ କାହାରପ୍ରିୟତମା ଅଟେ ସେଇ ଶୂନ୍ୟତାର । ବୃନ୍ଦାବନ ପ୍ରଧାନବାଉଲସିଂହା ଭଟଲି ବରଗଡ଼

Read More

ଦୁଇ ବଟିଆ

ଇ,ହସ୍ ଖୁସିର୍ ସୁର୍ତାତୋର୍ ମୋର୍ ସାଥ୍ଛଟନା ଛଟନା ଦୁ଼ଃଖମନା, ଆଉର୍ ଚାଙ୍ଘରି ଚାଙ୍ଘରି ରୁଷାଫୁଲାର ବୋଝ୍,କେତେ ଦୂର ତକ୍ ଯେ,ସବୁ ସେ ଦୁଇ ବଟିଆନ ହିଁ ସରିଯିବା,ପୁଟା ଲିଆଆଉ ଅଚଲ୍ ପଏସା ଭୁଗାନୁ ଝାରିଝୁରାକରି ଝିଟିଁସାଏଲେ।୧।ଅଁତରି ନୁ ଆଏଜ ତକ୍ଦୁଇ ବଟିଆ ର ଦୁହି ବାଟ,ଗୁନ୍ଦାଗୁପଲିଆ କରିଛେନ କେତେ,ଇବାଟେ ଯିମି କି ସେବାଟେବାଛବାର୍ ଥିନ ଗୁଜରି ଗଲାନ ସମିଆର୍ ଅନଲେଉଟା ବାଟ୍,ଅଜାନତକେ ନ ସରିଗଲା ସଵୁ ନାଟ।୨।ରେଲ୍ ଲାଇନ୍ର ଦୁଇ ଧାରେ ଠିଆ ହେଇକରି, ହାତ ଧରାଧରି,କେତେ…

Read More

ପୋ’ ଜିଉଁତିଆ

ଦଶ୍ ମାସ୍ ଆଉ ଦଶ୍ ଦିନ୍ ଯିଏପେଟେ ଧରିଥିଲା ଦୁଖେ,ସେ ଫେର୍ ଆଏଜ୍ ଉପାସ୍ କରିଛେପୁଓ ରହୁ ବଲି ସୁଖେ । ପେଟ୍‌କେ ବୁଝାଇ ଟୁଁଣ୍ ଭୁର୍‌ତେଇନିଲ୍‌ଜେଇ କରି ତନ୍ପାଏନ୍ ବୁନ୍ଦେ ଘଲେ ଆସ୍‌ରା ନାଇଁତ’ବି ହକ୍‌ହକ୍ ମନ୍ । ସୁମରନା କରି ଦୁତି ବାହାନ୍‌କେଭଲେ ରଖିଥିବ ପର୍‌ଭୁତୁମର୍ ଦୟାନେ ପୁଓଟେ ପାଇଛେଁଜନମ୍ ଦେଇଛେଁ ଗର୍‌ଭୁ। ଅଲୁଆ ହେନ୍‌ତା ପୁଓଟା ମୋର୍ ହୋସବୁବେଲେ ଥାଉ ସଫାଖଁଡିଆ ନିହେଉ ଶହେ ଆଠ୍ ତକ୍ମଫା ହେଉ ସବୁ ଦଫା ।…

Read More

ଇଚ୍ଛାର ଶୋଭାଯାତ୍ରା

ମେଣ୍ଢାଙ୍କ ଭଳି ଧାଇଁ ଧାଇଁବାଟବଣା ହେବା ଓଶେଷରେଗୋଟିଏ ଇଚ୍ଛାର ଅପମୃତ୍ୟୁ ଘଟଣାଆଉ ଶରୀରରେଶୀହରଣ ଖେଳାଉନି ଏମିତି ଅନେକ ଇଚ୍ଛା ବର୍ତମାନସେଇ ମାଟି ରାସ୍ତାରେଦଦରା ଦରଜାର ଅପର ପାର୍ଶ୍ୱରେଜହ୍ନକୁ ଉଙ୍କି ମାରୁଥିବାଭଙ୍ଗା ଚାଳର ଫାଙ୍କରେନଇଁ ପଡ଼ିଥିବା ପିଠିରବୟସ ଆଢ଼ୁଆଳରେଶେଷ ନିଃଶ୍ୱାସ ତ୍ୟାଗ ପାଇଁ ଅପେକ୍ଷା କରିଛି ମହଣେ ସ୍ବପ୍ନକୁ ଜାଳିବା ପାଇଁମହଣେ କାଠ ବି ମିଳିବା କଷ୍ଟକରଅଭାବର ଏହି ମୁହୁର୍ତ୍ତରେପ୍ରତିଶ୍ରୁତିର ସେଇ କୁକୁଡ଼ା ଗୁଡିକବେଶ ସହାୟ ହୋଇଛିମୁକ୍ତି ପ୍ରାପ୍ତିର ପଥ ପ୍ରସ୍ତୁତି ପାଇଁ ଶବ, ନିଶ୍ଚିତ ଏକ ଆଶ୍ୱସ୍ତିଅକଥନୀୟ…

Read More

सपना

आज नाजाने क्युं अजिव सि बेचनी हुई ,शायद ये तुम्हारे आने कि खुशी थी,पतानहीं कीया हुआ……….तुमसे मिलने के बाद सब कुछ थहम सा गयाआखें तरसती थी तुम्हें देखने के लिएलेकिन जो भी हुआ अछा हुआ……..पता नहीं तुम एसे क्यों आएअर आचानक से चले भी गयेलेकिन जो भी हुआ अछा हुआ……..क्या कुछ सोच ने लगी थी…

Read More

ବିସ୍ଥାପନ: ମଟର୍ ଆଏଲାନ କେଁ

ଉଠ୍ , ଉଠ୍ ବଡି ଉଠ୍ଦେଖ୍ ତ ମଟର୍ ଆଏଲାନ ରେଘରକେ ଯିବୁ ପରେଉଠ୍ ଗାସବୁଦିନ ରଡୁଥିଲୁଆଏଜ୍ ତୁନ୍ କାଏଁଯେ ହେଇଗଲୁଏ ବଡ଼ି ଉଠ୍ ନ ଗା….. । (ଫ୍ଲାସ୍ ବେକ୍) ଏ ହଁତାକାଣା ବଲସନ ଯେ ତତେଏ ମଙ୍ଗଲୁକାହିଁ ଗଲୁରେଦେଖ୍ ତ ପୁତାମଟର୍ ଅମିରଲା ନ କେଁଚାଲ ତ ଯିମା … ଖୋ, ମହାନଦୀର୍ ବଏଡ଼୍‌ ନୁହେଁ କମେଭୂଆସେନ୍ ହେଇକରି ଆସିଥିଲିବଏଡ଼୍‌ ଆସିଥିଲାମୁଡ଼ର୍ ବାଲ୍ ପଁର୍‌ରା ହେଇଗଲା ନତହବିଲ୍ ନୁହେଁ କମେ?ବାଉରି ଭାବଲ କେଁ ମତେ…

Read More