ପ୍ରେମ ର ଭାଗ୍ୟ

ବଡ଼ ସହରଟିର ଛୋଟିଆ ପାର୍କ ଭିତରେ ଭାଲେଣ୍ଟାଇନ୍ସ ଡ଼େ ର ପ୍ରେମୀ ଯୁଗଳ ଙ୍କୁ ଠାଏ ଠାଏ ଦେଖିବାକୁ ମିଳୁଥିଲା ସେଦିନ l ଅନ୍ୟ କେତେଜଣ ଏମିତି ଉଦ୍ଦେଶ୍ୟ ବିହୀନ ହୋଇ ପଶି ଆସିଥିଲେ ଟିକେ ଘେରାଏ ବୁଲି ଆସିବା ପାଇଁ ନହେଲେ ଦିନ ଏଗାରଟା ରେ କାହାର କାମ ନାହିଁ ଯେ ପାର୍କ ବୁଲିବାକୁ ଯିବ, ଆଜିକାଲି ତ ରାତି ରେ ହିଁ ପାର୍ଟି କରିବା ପାଇଁ ଲୋକ ପସନ୍ଦ କରୁଛନ୍ତି l ଝିଅଟିଏ ଅଳ୍ପ…

Read More

ଆସିଛି ବସନ୍ତ ମୃଦୁ ମଳୟ

ଆସିଛି ବସନ୍ତ ମୃଦୁ ମଳୟ ରେ ଚୋରେଇ ନେଇଛି ମନସଜେଇ ହୋଇଛି ଧରଣୀ ରାଣୀ ଲୋ ମୋହେ ମନଉପବନ, ନେଇଛି ବିଦାୟ ମରତ ରୁ ଶୀତ ଆସିବେ ତ ଋତୁ ରାଜନବ ପଲ୍ଲଵ ରେ ଶୋଭେ ତରୁଡାଳ ପ୍ରକୃତି ହୋଇଛି ସଜ,, ପୁଷ୍ପ ସମ୍ଭାର ର ସୁମହକ ମୋହେ ଛୁଇଁ ଛୁଇଁ ସବୁ ପ୍ରାଣସବୁଜିମା ମୟ ଧରା ଉପବନ ଆସିଛି ବସନ୍ତ ଲଗ୍ନ,, ହଳଦୀ ବସନ୍ତ ମତୁଆଲା ହୋଇ ଗାଏ ମଧୁର ସଂଗୀତକଅଁଳ ସୁରୁଜ କିରଣ ରେ…

Read More

ଇଲେକ୍ସନ

ଆଏଲେ ଇଲେକ୍ସନ୍ କେତେ ଟେନ୍ ସନ୍ନେତା ମନ୍ତ୍ରୀ ମାନ୍ କର୍,ଘର୍ ଘର୍ ଯାଇ କହେସନ୍ ସବ୍ କେ,ଦେମୁ ଇନ୍ଦ୍ରା ବାସ୍ ଘର୍।। ନାଇଁ ଥାଉ ପଛେ ଚିହ୍ନା କି ଜନା,ବେଭାର ଦେଖ୍ ବ କେତେ,ଜେନ୍ ତା ମିତ୍ରି ଡାକ୍ ସନ୍ ସବ୍ କେ,ମାଆ ର୍ ପେଟ ର୍ ଭାଇ ସତେ।। ଗୁଟେ ଥାଳି ରେ ଭାତ୍ ଖାଇ ଦେବେ,ପିବେ ଅଁଏଠା ପାନି,କାମ୍ ସରିଗଲେ କିଏ ଆର୍ ପଚାରେ,ନାଇଁ ପାରନ୍ କାହାକେ ଚିହ୍ନି।। ଦେବେ ପଏସା ପିଆବେ ପାଉଚ୍ଖୁଆବେ…

Read More

ବିନା ଦୋଷେ ମୋତେ କଲୁ କଳଙ୍କିନି

ନ ବୁଝି ନ ସୁଝି ପର କରି ଦେଲୁଭାବିଲୁନି ମନେ ଥରେ ,କେତେ ଭଲ ତୋତେ ପାଉଛି ରେ ସାଥିହୃଦୟ କୁ ଥରେ ପଚାରେ |(୧)ସମୟ ମୋହରି ଭଲ ନାହିଁ ବୋଲିପରିସ୍ଥିତି କଲା ବାଟ ବଣା,ଆଖି ତୋର ଆଜି ଧୋକା ଖାଇଗଲାହୋଇଗଲା ଭୁଲ ବୁଝାମଣା | (୨)ମା ବାପା ଇଚ୍ଛା ସ୍ବପ୍ନ କୁ ତୁଟାଇଦୌଡ଼ି ଯାଇଥିଲି ତୋ ପାଖେ,ଆସା ଭରସା କୁ ତୁଟାଇ ଦେଇ ମୋଛାଡି ଦେଲୁ ହାତ ଅଧା ବାଟେ | (୩)ବୋଝ ବୋଲି ଯଦି…

Read More

ପ୍ରିୟତମା

ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…

Read More

ଅନ୍ଧଗଳି

ଏ ଗଳି ରେ ବସନ୍ତ ବେସୁରା,ଏ ଗଳି ରେ ରାତି ମାନେ ଅସହାୟ ||କାଉ ସମ ଖୁମ୍ପି ଖୁମ୍ପି ଅଦମ୍ୟ କାମନା,କାଢିନିଏ କଙ୍କାଳ ରୁ ମାଂସ ||ଉଙ୍କିମାରେ ଏ ଗଳି ରେ ଅବମୋକ୍ଷ ରଉଜୁଡା ବୁକୁ ଥରା ଦୀର୍ଘ ଶ୍ୱାସ|| ପଥର ରୁ ଅହଲ୍ୟା ରୂପ ପରିଗ୍ରହଅପୂର୍ଣ୍ଣ ସ୍ବପ୍ନ ର ଦୁରନ୍ତ ତାତ୍ସଲ୍ୟ,ଏ ଗଳି ରେ ବଦନାମ ଆକାଶଛାଇ ଆଲୁଅ ର ଲୁଚକାଳି ଖେଳଦେହ ଆଉ ଦହନ ର ଅବିସ୍ମୃତ ମାୟାଅପାର୍ଥିବ ବଳୟ ର ତୀବ୍ର ହଳାହଳ…

Read More

ପ୍ରେମର ପରିଭାଷା

ମୁଖ ସୁନ୍ଦରକୁ ଦେଖିକି କେବେ ବିହୃଦୟ ନ ହୁଏ ଚିହ୍ନିହୃଦୟ ଚିହ୍ନିଲେ ସ୍ବତଃ ସ୍ବତଃ ସତେପ୍ରେମ ଭାଷା ହୁଏ ବର୍ଣ୍ଣି ।।ହୃଦୟ ନିର୍ମଳ ଥାଏଟି ଯାହାରପ୍ରେମ ବି ହୁଏ ତା’ ସ୍ବଚ୍ଛସହସ୍ର ସମସ୍ଯା ଲକ୍ଷେ ବାଧାବିଘ୍ନତାକୁ ଲାଗିଥାଏ ତୁଚ୍ଛ ।।ଯାହା ସହ ମନ ମିଶି ହୁଏ ପ୍ରେମତା’ ସବୁ ଲାଗେ ଅମୂଲ୍ୟବାହ୍ୟ ସୌନ୍ଦର୍ଯ୍ୟକୁ ଦିଶେନି ଆଖିରେତା’ ହୃଦ ଦିଶେ ନିର୍ମଳ ।।ଜୀବନ ଓ ପ୍ରେମ କ୍ଷୀର ନୀର ଭଳିଏକ ସ୍ଥାନେ ତାଙ୍କ ବାସପ୍ରେମ ବିନା ପ୍ରାଣ ଅଧୁରା…

Read More

ବୁଆର୍ ରିସ୍‌ମି

ବୁଆର୍ ରିସ୍‌ମି ମୁନୁଷ୍ କର୍‌ସିତାର୍ ଛୁଆ ପିଲାକେବୁଆର୍ ରିସ୍‌ମି ତାକତ୍ ଦେସିଅସମିଆଁର୍ ବେଲ୍ କେ ।।ବୁଆର୍ ରିସ୍‌ମି ବାଟ୍ କଢାସିବୁଦ୍ଧିର୍ ବାଡ଼ି ହଜିଗଲେବୁଆର୍ ରିସ୍‌ମି ହଁସେଇ ଦେସିଛୁଆର୍ ଭୁଲ୍ ସୁଧିର୍’ଲେ ।।ବୁଆର୍ ରିସ୍‌ମି ପାଏନ୍ ଦେସିମୁର୍’ଝାଲେ ତହଁକ୍ ପତର୍ବୁଆର୍ ରିସ୍‌ମି କନ୍ଦେଇ ଦେସିପାଏଲେ ସଫଲ୍ ମନ୍ତର୍ ।।ବୁଆର୍ ରିସ୍‌ମି ଉଁଚା ମନର୍ଉଁକିଆ ଦେଖାସି ସତେବୁଆ ଆମ୍’କୁ ଛାଡ଼ି ପଲାଲେସେ ରିସ୍‌ମି ଝୁର୍’ସୁଁ କେତେନାଇଁ ମିଲେ ଆର୍ ସତେ ।। ସନ୍ତୋଷ କୁମାର ଅଦାବରବୀରମହାରାଜପୁର,ସୁବର୍ଣ୍ଣପୁରମୋ-୯୭୭୭୯୧୦୭୧୮

Read More