କଳା ଓ ସଂସ୍କୃତି

କଳା ସଂସ୍କୃତି ରେକଳଙ୍କ ଲାଗିଛି,କଳାକାର ଆଜି ବନ୍ଦୀପ୍ରଥା ପରମ୍ପରା ,ପ୍ରଗତି ଦ୍ୱାହିରେ,ଘଟିଛି ଉତ୍କଟ ବ୍ୟାଧି ||୧||କଳାକାର ମତରେଭୋକ ଉପାସରେ,କଳାର ମର୍ଯ୍ୟାଦା ପାଇଁକଲାରେ କଳଙ୍କକେମିତି ଆଙ୍କିବଚିତ୍ର ଶିଳ୍ପିଟିଏ ହୋଇ ||୨||କଳ୍ପନା ବିଳାସୀକବି ଚିତ୍ରଶିଳ୍ପୀଶବ୍ଦ ରଙ୍ଗ ପୁଟ ଦେଇକଳାର ସୌନ୍ଦର୍ଯ୍ୟ ଦେଇବଢ଼ାଇ ଥାଆନ୍ତି,କେତେ ଦୁଃଖ କଷ୍ଟ ସହି ||୩||କବିର କଲମଶିଳ୍ପୀ ର ନିହୀନକରିବାକୁ ମୂଲ୍ୟାୟନ,କିଏ ଅଛ କୁହ,ସମର୍ଥ ପୁରୁଷଶିଳ୍ପୀ ବିନା ତାର ମାନ ||୪||ବ୍ରହ୍ମାଙ୍କର ଇଏମାନସ ସନ୍ତାନସୂକ୍ଷ୍ମାତି ସୁଖ୍ମ୍ ଦୃଷ୍ଟିରେବିଶ୍ୱ ବ୍ରହ୍ମାଣ୍ଡରବିଶ୍ୱକର୍ମା ରୂପେଜନମିଛନ୍ତି ଧରାରେ ||୫|| ପ୍ରିୟଙ୍କା ବିଶି ରେଢ଼ାଖୋଲ,…

Read More

ତୁମେ ବୁଦ୍ଧ ବଲି କାଏନ

ତୁମେ ବୁଦ୍ଧ ହେବାର୍ଆଘୋନୁ କାମନା , ବାସନାଦୁଃଖ ର କାରଣ ବଲି ନାଇଁ ଜାନିଥାଇ !କି ଜାନ୍‌ବାର ଚାହିଁ ନାଇଁବାକି ନାରୀ ନର୍‌କ ଆଏଇଟା ବୁଦ୍ଧ ମାନେ ହିଁ ବୋଧେ ବୁଝ୍‌ସନ ପାପ ପୁଣ୍ୟର ହିସାବମୁଇଁ ତ କେଭେ ନାଇଁ କରିପୂର୍ଣ୍ଣ ସମର୍ପଣ ହିଁ ତଇଶ୍ଵର ପ୍ରାପ୍ତିମୁଇଁ ହେଟା ହିଁ ତ କରିଥିଲି।ତୁମେ ବି ତ ହେଟା ନ କରିଛପୂର୍ଣ୍ଣ ସମର୍ପଣ ସବୁ କେ ଛାଡ଼ି ନିଜ୍‌କେସଁଅପି ପାରଲ ବଲି ତୁମେ ବୁଦ୍ଧଆଉ ତୁମେ ଛାଡି ଯାଇଥିବାରସୁରତା…

Read More

ସକାଳ ଖରା

ଶୀତର ସକାଳେ ସୂରୁଜ ଉଇଁଲେପଡଇ କଅଁଳ ଖରାଘାସର ଉପରେ ଶିଶିର ବିନ୍ଦୁଟିଝଟକି ଉଠଇ ଧରା ।ପୁରା ଧରଣୀ ଟି ସୁନ୍ଦର ଦିଶଇଦେଖି ଲେ ଲାଗଇ ଲୋଭଗୋଲାପ ପାଖୁଡ଼ା ଝଟକି ଉଠଇଶିଶିର ରେ ଦିଶେ ଶୋଭାଯେବେ ବସେ ମୁଁ କଅଁଳି ଖରାରେମନେ ଆସେ ବହୁ ଭାବନାକେତେ ନୂଆଁ ତଥ୍ୟ ମିଳେ ମତେମୋ କଲମ ହୁଏ ଚାଳନାଲୋକେ କହିଥାନ୍ତି କଅଁଳ ଖରାଟିଦେହ କୁ ବହୁତ ହିତଶିଶୁର ଦେହରେ ବାଜିଲେଖରାଟି ହୁଏ ଅମୃତପୁରୁବ ଦିଗରେ ସୂରୁଜ ଉଇଁଲେଖୁସି ଲାଗେ ତାର ସ୍ପର୍ଶେପୁରା…

Read More

ରାବଣ

ଜ୍ଞାନୀ ମୁଁ, ବିଜ୍ଞାନୀ ବି ମୁଁଶତାବ୍ଦୀ ର ଅନ୍ତର୍ଦ୍ଧ୍ୱନି ଯୁଗାବ୍ଦ ବି ମୁଅହଙ୍କାରେ କରେ ମୁଁ ଗର୍ଜନ,ମୁଁ ତ୍ରୈଲୋକ୍ୟ ବିଜୟୀ ରାବଣ ।। ଜନ୍ମାତ ବ୍ରାହ୍ମଣ, କିନ୍ତୁ ରାକ୍ଷସ ରୂପେ ଅଭିହିତ କରେ ମତେ ରାମାୟଣ ,ପ୍ରାଗଲ୍ଭିକ ଙ୍କ ହିଲ୍ଲୋଳିତ ଲେଖନୀ ରେସୃଷ୍ଟି କରେ ଶିହରଣ ।ଏ ସନ୍ଦିହାନ ପୃଥିବୀରେ ସାଜିଛି ମୁଁ ସନ୍ଦର୍ଭ ର କାରଣ ,ମୁଁ ଦଶାନନ ରାବଣ ।।ଓଁ ହ୍ଲିଂ କ୍ଲିଂ ଚାମୁଣ୍ଡାୟ ଉଚ୍ଚାରଣ,ଯେବେ ସୃଷ୍ଟି କରେ ହୃଦୟେ କମ୍ପନପ୍ରଚ୍ଛଦପଟ ଭୟାତୁର ମନରେ…

Read More

‘रूमी’ को पढनेवाली लडकी

मुझे, तुम –किसी बेवफाई या जुदाई का किस्सा,न सुनाया करो;मैं किसी मेहबूब से नहीं,बल्की –मोहब्बत से मोहब्बत करती हूँ!मैं ‘रूमी’ को पढनेवाली लडकी हूँ,मैं तो –आसमान, मिट्टी, समन्दर, पहाड़चांदनी, दरिया, बारिश, हवा,यहां तक –पर-कटे परीन्दे में भी महब्बत कोपा लेती हूँ। मुझसे –वह दिवार या दिलों का खाक छाननाकाहाँ मुमकिन हुआ आज तक?मैं तो शदियों…

Read More

ଯୁବ ଦିବସର ସଂକଳ୍ପ

ଯୁବ ଦିବସର ପବିତ୍ର ଅବସରରେନିଅ ହେ ଶପଥ, ଯୁବଗଣ“ମାନବ ସେବା ହିଁ ମାଧବ ସେବା”ମାନବ ସେବାରେ ନିଜକୁ କର ସମର୍ପଣ । ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେହୁଅ ଅନୁପ୍ରାଣିତଜ୍ଞ୍ଜାନାଳୋକେ ତାଙ୍କ ହୋଇ ଅଗ୍ରସରଭାରତୀୟ ସଂସ୍କୃତି, ପରମ୍ପରା କୁକରାଅ ବିଶ୍ବବିଦିତ । ଶିକ୍ଷା ହଉ ବା ରାଜନୀତିପ୍ରତିରକ୍ଷା ହଉ ବା ଦେଶ ସେବାକର୍ମ ପଥେ ସଦା ରଖ ନିଷ୍ଠାକର୍ଣ୍ଣଧାର ହୁଅ ଦେଶ ବିକାଶରଦେଖାଇଦିଅ ଯୁବଶକ୍ତିର ପରାକାଷ୍ଠା । ଦୃଢକର ଅର୍ମବିଶ୍ଵାସ , ଜାଗ୍ରତକର ଅନ୍ତର୍ନିହିତ ଶକ୍ତିଆଗେଇ ଚାଲ ଲକ୍ଷ୍ୟ ପଥରେସଫଳତା…

Read More

ଇଚ୍ଛା ପତ୍ର

ଅଳ୍ପ ଅଳ୍ପ ହୋଇମିଳେଇ ଚାଲିଛି ମୁଁତୁମ ହୃଦୟ ଦେଇଚକ୍ଷୁରୁ ଅଶ୍ରୁ ଧାରେଭାବନାର ମୂଲ ଏଠି କିଏ ବୁଝିଛି ?ଆଙ୍କି ଦିଅ ମୋ ସ୍ମୃତିକୁତୁମ କାନ୍ଥ ବାଡ଼େ ଅଲିଭା ଗାରେଳିନ ହେବ ଯେବେ ମୋ ଶରୀରଅଙ୍କୁରିତ ହେବି ମାଟିରୁଫୁଲ ଗଛଟିଏ ହୋଇତାରା ହୋଇ ଚମକି ନପାରେ ଆକାଶରେବିଶ୍ବାସ ଅଛି ଏତିକିବଞ୍ଚି ରହିଥିବି ସ୍ପନ୍ଦନ ହୋଇତୁମ ହୃଦୟରେ ।। ତଫିଜୁଲ ସମ୍ବଲପୁର

Read More

ତଥାପି ସେ ସତୀ

ପାଞ୍ଚ ନୁହେଁ ପଚାଶ ପୁରୁଷହୋଇ ପାରନ୍ତି ପ୍ରେମିକ, କେତେବେଳେ ସେ କେଉଁ ପୁରୁଷକୁପସନ୍ଦ ଆସେ ‘ଫୁଲ’ ପରି‘କଇଁ’ ପରି । ଚାରି ପଟେ ଭାରି ଭିଡ଼ଯୌବନ ର ଲାଳସା ରେଉନ୍ମତ୍ତ ହୁଅନ୍ତି ପାଗଳ ଭଅଁର । ଆଞ୍ଚୁଡି଼ ଯାଏ ଦେହ ମନସମଗ୍ର କୋମଳ ଶରୀର ଉଁ’ କି ଚୁଁ’ ର ଭାଷା ଟେ ଶୁଭେନିତା’ ନରମ ଓଠରୁ କିଏ ନିଜର ହେବ କିକାହାକୁ ନିଜର କରିବଅଡୁଆ କ୍ଷିଅର ନକ୍ସା ଠଉରେଇ ପାରେନି, କେବଳ ବାରଂବାର ଦେହ କୁ…

Read More

ଶୀତ୍

ସବୁ ଋତୁର୍ ଭିତରେଭଲ ଲାଗସି ମତେ ଶୀତ୍ଭଲ୍ ଲାଗସି ମତେ ଶୀତ୍ ତାର୍ ଲାଗି ମୋର୍ କେତେ କବିତାଆରୁ କେତନି କେତେ ଗୀତ୍ଆରୁ କେତନି କେତେ ଗୀତ୍ ଖରା ଥିଲେ ବରଷା ଅଛେଆରୁ ବରଷା ଥିଲେ ଶୀତ୍ଆରୁ ବରଷା ଥିଲେ ଶୀତ୍ ଗୁଟକର୍ ବିନା ଗୁଟେ ଅଧୁରାଯେନତା ମନର୍ ବିନା ମିତ୍ଯେନତା ମନର୍ ବିନା ମିତ୍ ଶୀତର୍ ଧୁକା ବାଜିଗଲେ ଥରେଫୁଟସି କେତେ ଫୁଲଫୁଟସି କେତେ ଫୁଲ୍ ଡାଲ୍ ପତର୍ ସବୁ ଝଟକୁ ଥିସନ୍ହସୁଥିସନ୍ ମୁଲ୍ ମୁଲ୍ହସୁଥିସନ୍…

Read More

बाबुल तेरा घर

याद आए बाबुल तेरा घर वो तेरा गांव,याद आती मlई तेरी पीपल की वो छांव।याद आए झूला मेरा याद आती गुड़िया,याद आती दादी अम्मा मीठी गोली पुड़िया।याद सताए बहना तेरी मीठी मीठी बातें,याद आए गर्मी के दिन बरसातों की रातें।याद आती नानी मेरी ममता की वो मूरत,याद आए भाई मेरा भोला भाला सूरत।आयेगी जब भाबी…

Read More