କଳଙ୍କିତ ଇତିହାସ

ମୁଁ ନିଷ୍ପତ୍ତି ନେଲିମୋ ରଫ୍ ଖାତା ର ଗୋଟିଏ ପୃଷ୍ଠାରେଆଙ୍କି ଦେବି ତୋଅକୃତଜ୍ଞ ଚେହେରା, କାହିଁକି ଜାଣୁ ! ତୋ ଛବିମୋ ଡ୍ରଇଂ ରୁମ୍ କିବେଡ୍ ରୁମ୍ କାନ୍ଥରେ ଝୁଲିଲେସାରା ଦିନ ସାରା ରାତିମୋତେ ଅଶୁଭ ଅଶୁଭ ଲାଗିବ !! ମୋ ସ୍ୱପ୍ନ ର ପରିଧି ଭିତରେତୁ ଗୋଟିଏ ନୀରବ ଝଡ଼ଯେଉଁ ଝଡ଼ ର ବିକଟାଳ ସ୍ୱରରେକ୍ଷତାକ୍ତ ହୋଇପଡ଼େ ଜୀବନର ଉଛ୍ଵାସ ତୋତେ କିଏ ନା କିଏକେବେ ନା କେବେଫୋପାଡ଼ି ଦେବ ରଦ୍ଦି ମହଲକୁ ତୁ ଯେଉଁଠି…

Read More

କବିତା ସହ ମୋ ସମ୍ପର୍କ

କଲମ ନିଃସୃତ ଧାଡ଼ିକୁ ମୋରଏ ଦୁନିଆ କହଇ କବିତା,ହେଲେ ନୁହେଁ ମୁଁ କବିସେ କବିତା ଧାଡ଼ିର…ମୁଁ ତ ଦୀପ, ସିଏ ଘୃତ ସଳିତା lଜାଣେନା କାହିଁକି ଲେଖେ କିଛି ମୁଁନିରୋଳାରେ ବସି ଏକା,ଏମିତି ଲାଗଇ ସିଏ ଏକା ମୋରଜୀବନର ସତ ସଖା lଭୁଲିଯାଏ ସବୁ, ଭୋକ ଶୋଷ ମୁଁ ଯେଧରିଲେ କଲମ ମୁନ,ନ ଲେଖେ ଯେବେ ଏମିତି ଲାଗଇଜଳ ବିନା ଯେହ୍ନେ ମୀନ l ଦିପ୍ତି ସେଠ୍ସୁବର୍ଣ୍ଣପୁର

Read More

ବୁଢ଼ା ବାଳକ

କିଛି ବି ଚିରାଚରିତ ନୁହେଁ ଏଠିଘଡିକେ ଘୋଡ଼ା ଛୁଟୁଥିବାଏ ପୃଥିବୀରେ ଯେମିତି ନିରବତାକୁ ନିଶୁଣି କରିଥିବାସେ ବୁଢାଲୋକର ଜନ୍ମ,ଅଶିବର୍ଷ ବୟସରେ ଜନ୍ମନେଲାଶୂନ୍ୟତାର ଗର୍ଭରୁପାଚିଲା ନିଶ ଦାଢୀ ଓ ବାଳ ସହିତ,ମାଟିତଳ ଅନ୍ଧାରକୁ ଜୋତା କରି ପିନ୍ଧିଲାଆକାଶକୁ ଟୋପିକରି ପିନ୍ଧିଲା ମୁଣ୍ଡରେମଲାବେଳକୁ ଅବୋଧ ଶିଶୁପରିହସି ହସି ଗଡୁଥିଲା ମାଟିରେ ମୁଁ ପ୍ରାୟତଃ ତା ସହପ୍ରାତଭ୍ରମଣରେ ଯାଉଥିଲିସୂର୍ଯୋଦୟ ଦେଖିବାକୁ,କେବଳ ଦୁଇଟି ଆଖିଛଡାଅନ୍ୟକିଛି ହେବାପାଇଁରୋକ୍ ଠୋକ୍ ମନା କରିଥିଲା,ଏପରିକି ପ୍ରଶ୍ନ ପଚାରିବାଓ ଉତ୍ତର ଖୋଜିବା ପାଇଁମନା କରିଦେଇଥିଲା ଶବ୍ଦକୁ ଦୃଶ୍ୟର ଭିଡରେ…

Read More

ତୁମେ କଣ ଆସିଥିଲ କି କାଲି

ତମେ ଯେବେ କହିଥାଅଆସିବ ବୋଲିନିଶ୍ଚେ ଆସିଥାଅ . ସ୍ମୃତିର ଦୁଆର ଖୋଲିକାଲି ରାତିସାରା ମୁଁ ଥିଲିତୁମ ପ୍ରତୀକ୍ଷା ରେ. ଜହ୍ନ ବି କାଲି କହିଥିବ—କିଏ ଜଣେ ଚାହିଁ ରହିଛିନୀଳ ଶାଢୀରେସଂଜ ଅଗଣାରେନଈ ସେପାରି ଗାଁରେ.. ଘୁମେଇଁ ପଡିଲିଆବେଗର ଢଳଢଳ ପଦ୍ମପତ୍ର ପରେ.ପରିଚିତ ସୁଗନ୍ଧ ଭିତରେ.ତୁମ ସହ ମଧୁର ସ୍ୱପ୍ନରେ.. ଉଠି ଦେଖୁଚି…ଛାଡି ଯାଇଚଏରୁଣ୍ଡି ବନ୍ଧରେ ପାଦଚେୟାର ଉପରେ ଚଷମାଖଣ୍ଡେ ଚଉତା ଚିଠିଆଉ..ମୋ ଆଞ୍ଜୁଳାରେ ଗୋଟେ ହୃଦୟ. ପଢି ଦେଖିଲିତମେ ଲେଖିଥିଲଏ ସବୁ ଏଇଠି ଥାଉମୁଁ ସେଠି ଝୁରି…

Read More

राष्ट्र भाषा

सबसे प्यारी, सबसे न्यारीहिंदी है राष्ट्र भाषा हमारी ।।कश्मीर से लेकर कन्याकुमारीहिंदी भाषा है संस्कृति हमारी ।।हमें है हर भाषाएं प्यारीपर हिंदी है जान हमारी ।।आसान होती संवाद हमारीजब कथा हिंदी पर कहते हैं।।गर्व है हमको राष्ट्र भाषा हमारीयह है जन-जन की दुलारी ।।लगे आसान वेद पुरान उपनिषदजब हिंदी भाषा में सुनते हैं हम।।कोई संसय…

Read More

କବି ମାନସ ଓ ରହସ୍ୟ ଚେତନା

କବି ମାତ୍ରେ ଦାର୍ଶନିକ । ମୁଁ କ୍ଷୟଶୀଳ ଶରୀର ଅସାରତକୁ ଅତିକ୍ରମ କରି ପରମାତ୍ମାଙ୍କର ଅଂଶ ବିଶେଷ ରୂପେ ଉପଲବ୍ଧି ହେଲେ ସେହି ସ୍ୱୟଂଭୂ ଉପଲବ୍ଧିରୁ ଦର୍ଶନ ଜନ୍ମେ । ବାଂଙ୍ମୟ ଦର୍ଶନ କାବ୍ୟିକ ଅଭିବ୍ୟକ୍ତିରେ କବିତାର ସୃଷ୍ଟି । ପଞ୍ଚ ଇନ୍ଦ୍ରିୟ ଅତିରିକ୍ତ ଷଡ଼ ଇନ୍ଦ୍ରୀୟର ଅଧିକାରୀ କବି କଳ୍ପନା ଦ୍ଵାରା ପ୍ରବେଶ କରେ ଏକ ଅଲୌକିକ ଜଗତରେ ତହିଁରୁ ଜନ୍ମ ନିଏ କବିତା । କବି ମାତ୍ରେ ତେଣୁ ଦାର୍ଶନିକ । କାବ୍ୟ ସାହିତ୍ୟ…

Read More

କିଣି ପଢିବା

ଦିନେ ଦୁଇଦିନ ତଳେ ଗୋଟେ ବୁକଷ୍ଟଲ ରେ ଠିଆହୋଇ କିଛି ବହି ଦେଖୁଥିଲି।ଜଣେ ଭଦ୍ରଲୋକ ଆସି ଏକ ପେପର୍ ମାଗି ପଢିବା ସହ ‘ଦେଖ ମୋର କବିତା ବାହାରିଛି’ କହି ବହିଦୋକାନୀ ପିଲାଟିକୁ ଦେଖାଇଲେ ।ଭଦ୍ରଲୋକ ଜଣେ କବି ଜାଣି ଖୁସି ଲାଗିଲା। ତାପରେ ସେ କିଛି ଅନ୍ୟାନ୍ଯ ପତ୍ରିକା ଦେଖି ସେଥିରୁ ରୁ ନିଜର ଆଉ ଏକ କବିତା ପାଇ ଗଦ୍‌ଗଦ୍ ହୋଇ ଲେଖାଟିଏ କିପରି ଜନ୍ମିତ ପିଲା ଠାରୁ ଅଧିକ ତା ଉପରେ ଏକ…

Read More

ଜଗନ୍ନାଥ ଖଣ୍ଡିଆ ହାତ

ତୁମ ଇଚ୍ଛାରେ ଚାଲଇ ଜଗତଜଗନ୍ନାଥ ଖଣ୍ଡିଆ ହାତତୁମ ଆଦେଶେ ଅରୁଣ ଉଦୟଆତଯାତ ଯାମିନୀକାନ୍ତ ତୁମରି ଛୁଆଁ ରେ କଢି ହୁଏ ଫୁଲଆମ୍ବ ଡାଳେ ଧରେ ବଉଳକେବେ ଧିର ଖର ବହଇ ସମୀରବସନ୍ତେ ରାବଇ କୋକିଳତୁମ ଆଜ୍ଞାରେ ପାଦପେ କଅଁଳେପତ୍ରଜଗନ୍ନାଥ ଖଣ୍ଡିଆ ହାତ ଋତୁ ପରେ ଋତୁ ବଦଲଇ ଋତୁସଞ୍ଜ ଯାଇ ଆସେ ସକାଳନୀଳ ଦରିଆରେ ଉଠଇ ଜୁଆରଧୂଆଁ ପୁଣିହୁଏ ଅନଳମିଛ ଦୁନିଆରେ ଏକା ତୁମେ ହିଁ ସତଜଗନ୍ନାଥ ଖଣ୍ଡିଆ ହାତ ଇଙ୍ଗିତେ ଯାହାର ଝରଇ ନିର୍ଝରଜଳ ବରଷାଏ…

Read More

ଆଶା

ମନ ବାନ୍ଧିଥିଲା ସୁନ୍ଦର ବସାଟେଉଡ଼ିଗଲା ସୁନା ଚଢ଼େଇ,ଇଛା ନାହିଁ ଆଉ ବାନ୍ଧିବାକୁ ଆଶାଭରସା ପାରୁନି ସଜେଇ । ଦିନ ପରେ ରାତି ରାତି ପରେ ଦିନସପନେ ହେଉନି ଦେଖା,ଏହି ବୋଧେ ଅଟେ ବିଧାତା ଙ୍କ ଇଛାଲିଖିତ ଭାଗ୍ୟ ଏ ରେଖା। ତୁମ ବ୍ୟସ୍ତତା ବହୁଳ ଜୀବନରେସାଜିବିନି କେବେ ବାଧା,ଭାବିଥିଲା ମନ ହୃଦୟ ଦେବତାହେଲା ପୂଜା ଟି ମୋ’ ଅଧା। ତୁମ ମନ୍ଦିର ଯଦି ପ୍ରକୃତ ତପିତପ ଅଟେ ମୋର ଯୋଗ୍ୟ,ଶେଷ ଇଛା ମୋହର ପୂରଣ ହେବଜଦି ଥିବା…

Read More

ସମ୍ପୂର୍ଣ୍ଣ ପାରିବାରିକ

ଆଜିକାଲି ମୁଁ ସବୁବେଳେମାତାଲ୍ ସାଜିଛିଘଟଣା ସବୁ ଏବେଭୁଲିଯିବା କୁ ଚାହୁଁଛିସୁରାକୁ ମୁଁ ଆପଣାରସାଥୀ କରି ନେଇଛିବୋତଲ ସବୁ ଖାଲିକରିବାରେ ଲାଗିଛି।ମୋ ଶ୍ରୀମତୀ କୁ ଏବେଚାଲିବ ଚାଲିଛିକେଶ,ଓଠ, ମୁହଁ,ଦେହ ସାରାପାଲିତ ଚାଲିଛିତା ନାରୀତ୍ୱକୁ ମୋ ପାଖରେବନ୍ଧା ରଖିଛିମୋ ପୁରୁଷତ୍ୱକୁ ଧାର ନେଇଦେଖାଇ ହେଉଛି।ମୋ ସାନ ଝିଅ କଲେଜରେପାଦ ପକାଇଛିଜିନ୍ ଗେଞ୍ଜି ପିନ୍ଧିବବ୍ କଟ୍ କେଶ ରଖିଛିସ୍ୱାଧୀନତା ର ସ୍ଳୋଗାନଦେବା ଆରମ୍ଭ କରିଛିଅଗଷ୍ଟ ପନ୍ଦର ରନିଶା ତାକୁ ଘାରିଛି।ବଡ଼ ପୁଅ ମୋରଶିକ୍ଷିତ ବେକାର ରହିଛିରାଜନୀତି ସମୁଦ୍ର ବାଲିରେଶାମୁକା ଖୋଜୁଛିଧୂଆଁ ର…

Read More