ବାପା ଆକାଶର ତରା ହେବାଆଗରୁ

ବାପା ଆକାଶର ତରା ହେବାଆଗରୁଅନେକ କିଛି କରିଯାଆନ୍ତିହଜେଇ ଯାଆନ୍ତି ନିଜକୁଖୋଜେଇ ହବାକୁ… ବାପା ତରା ହେବା ଆଗରୁଜାଗା ଟିଏ ତିଆରି ହୁଏଆକାଶରେ ଖାସ୍ ତାଂକ ପାଇଁଲିଭା ହେଲାପରିବୋଉ କପାଳରୁ ସୀମନ୍ତରୁ ସିନ୍ଦୁର… ହଜିଯାଏ ବୋଉ ହାତ କାଚରଋଣୁଝୁଣ ଶବ୍ଦତିଆରିବାକୁ ଆକାଶେ ଶୂନ୍ୟତାରସଂଗୀତଅମ ଘର ଅଗଣାରେ… ବାପା ତରା ହେବା ଆଗରୁସ୍ୱର୍ଗ ନର୍କରେ ବିଶ୍ୱାସ କରୁନଥିବା ବାପାହଠାତ ସ୍ୱର୍ଗତଃ ହେଇ ପଡନ୍ତି,ପିଲାଙ୍କୁ ହଠାତ ଲାଗେବାପା ସ୍ୱର୍ଗ ମୋହରେ ମୂର୍ଛି ଦେଲେତାଂକ ପିଲାଙ୍କୁତୁ୍ଛା ମର୍ତ୍ତ୍ୟ ମଣ୍ଡଳରେ… ବାପା ତରା ହେବା…

Read More

ମୋ ଅବର୍ତମାନ ରେ

ମୋର୍ ଥିବା ବା ନଥିବାସେମିତି କିଛି ମାନେ ରଖେନିସମୟ ର ତାଳେ ତାଳେ ସବୁ ହଜି ଯାଏକିଛି ପବନ ରେ ମିଳେଇ ଯାଏକିଛି ସ୍ମୃତି ହୋଇ ରହିଯାଏ କାହାରି ଲୁହ ହୋଇ ବୋହିବାର ନାହିଁକାହାରି ସ୍ଵପ୍ନ ରେ ଭାଗ ବସେଇବାର ନାହଁହଁ ଝୂରିଲେ ଝୂରିବ ସେମୋ ବଗିଚା କୁ ଆସୁଥିବା ମହୁମାଛିସେ ରଙ୍ଗ ବେରଙ୍ଗର ପ୍ରଜାପତି ମୁହଁ ଶୁଖେଇଲେ ସୁଖେଇବ ସେହୀନା,ଯୁଇ ସେବତୀମନ ମାରି ବସିବ କିଛି ଦିନମୋର୍ ପ୍ରୀୟ ଏଡେନିୟମ,ଆଗଲୋନିମାଝୂରୀ ଝୁରୀ ସୁଖି ଯିବସେ ଚହକୁ…

Read More

ପ୍ରେରଣା ତୋ ପଥ

ମୁକ୍ତିର ଆହୁତରେ ଉଜ୍ଜ୍ୱଳ ତାରାକା ସାଜିଅନ୍ଧାରର ନିଖୁଣ ଅପହଞ୍ଚ ଶିଖରରେ ପହଞ୍ଚି …କେଯାଣେ ପାଦ ଅଟକି ଯାଏ ତସ୍ତବ୍ଧ ମନ ଅଧିର ହୋଇପଡେ!ଚଳଚଞ୍ଚଳ ସମୟ ସ୍ଥିର ରହିଥିବା ହୁଏତ ଆଚମ୍ବିତ କରିପାରେମାଇଲ ମାଇଲ ଦୂରରୁ ଭାସି ଆସୁଥିବା ଆଲୋକିତ ବାସ୍ନା ବୋଧହୁଏ ଟାଣିନିଏ ତା ପାଖକୁମାଟିର ଶସକ୍ତ ରକ୍ତପିଟବ୍ୟାକୁଳ କରେ ଥରେ ଫେରିଯିବାକୁ?ଲହୁଲୁହ କୁ ପୋଛି ମମତାର ପଣରେ ଲୁଚି ଯିବାକୁଚିରକାଳ ଗଗନର ଛାୟାରେ ଉତଭାସି ହେବାକୁ!ଦୀର୍ଘ ଦିନ ଧରି ଚେତନାର ନିଦ୍ରାରେ ମଳିନ ହେବାକୁ !ଥରୁଟିଏ…

Read More

ଗୁରଷର୍ ଲାଗ୍

ସର୍ଗୁ ଛିଡି, ମର୍ତ୍ତେ ପଡିମାଁ ର୍ ଗର୍ଭେ ଠାନ୍ ଟେ ଗଢିଦସ୍ ମାସ୍ ଯାକେ ରହେଲି,ଯାହା ଖାଉଥିଲା ମନ୍ ମନ୍ସା ଉଷୋ ଦରବ୍ ପିତା କସାସବୁଥିର୍ ସୁଆଦ୍ ପାଏଲି। ଝୁରି ଯେନ୍ତା ପହଁରି ବୁଲେ,ନଏଦ୍ ନଲିଆ ସାଗର୍ କୁଲେମୁଇଁ ବି ସେନ୍ତା ରହେଲି।ମାଁ ର୍ ଗର୍ଭେ ଉଲେଦୁଲେ,ସତେ ଯେନ୍ତା ପଦୁଁ ଫୁଲେଫଲ୍ ବଢୁଥିସି କଲେ କଲେମୁଇଁ ବି ସେନ୍ତା ବଢ୍ ଲି। ଦିନ୍ ବଢି ବଢେ ମାସ୍ ମାସ୍ସମିଆଁ ଆଏଲା ପାସ୍ ପାସ୍ମୋର୍ ମାଁ କେ ପଡ୍…

Read More

ଧନୁଯାତ୍ରା ସମିଆ ଆଏଲାନ

ଗହଗହ ହଁଇ ଉସତପନଟାମନକେ ଢାପିପକାଲାନବରଷକେ ଫେର୍ ଘାଏଧନୁଯାତ୍ରା ସମିଆ ଆଏଲାନଁ । କଂସର ରଡି ସୁନବାର ଲାଗିଁମନଟା ତତାପନା ହେଲାନଁବରଗଡ଼ ସହରେଁ ଫେର୍ ଘାଏଧନୁଯାତ୍ରା ସମିଆ ଆଏଲାନଁ। ସହର ଯାକର ଚାରିହି ଆଡେସଫା ସୁତୁରା ହେଇବସଲାନଁଗହଲ ଗହଲ ଲାଗଲାନ଼ଁସଥେ ତ ଧନୁଯାତ୍ରା ସମିଆ ଆଏଲାନଁ ଜୀରା ଜମୁନା ହେମି ବଲିଁସଜେଇ ହୋଇ ବସଲାନଁବରଷକେ ଥରେ ଫେର୍ ଘାଏଧନୁଯାତ୍ରା ସମିଆ ଆଏଲାନଁ। ମୀନାବଜାରେ ହାଟ କରମି ବଲିଁମୋର୍ ସିଆନି ସଜେଇ ହେଲାନବଛରକେଁ ଥରେ ଫେର୍ ଘାଏଧନୁଯାତ୍ରା ସମିଆ ଆଏଲାନଁ।…

Read More

Old is gold

ବେଳେବେଳେ କିଛି ପୁରୁଣା ସ୍ମୃତି ଓ ଅନୁଭୂତି ଅନେକ କିଛି ନୀତି ଶିକ୍ଷା ଦେଇ ଯାଏ ଯାହା ପରବର୍ତ୍ତୀ ସମୟରେ ଆମ ଜୀବନରେ କେବେ ନା କେବେ କାମରେ ଆସିଥାଏ। ଏଇ ଯେମିତି ପଚିଶ,ଛବିଶ ବର୍ଷ ତଳର କଥା। ମୁଁ ସେତେବେଳେ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇ ଅପେକ୍ଷା କରିଥିଲି ବର୍ଷ ଯାକର ଫଳକୁ, ମାନେ ମୋ ରିଜଲ୍ଟ କୁ। ଏହି ସମୟରେ ବାପା ରାଉରକେଲା ଆସିଲେ ନିଜର ଜଣେ ସହକର୍ମୀଙ୍କ ସହ ନୂଆଁ ଲେଡିଜ୍ ସାଇକଲ…

Read More

ଗୃହ ଯୁଦ୍ଧ

ଗୃହ ଯୁଦ୍ଧ ଆଜି ଉତ୍ତୁରି ଉଠୁଛିନିଜ ଭାଗବଣ୍ଟା ପାଇଁଦୁଃଖିନୀ ମା’ଟା ଗୁମୁରି କାନ୍ଦୁଛିନିଜ ସନ୍ତାନଙ୍କ ପାଇଁ । କି ଥିଲାଟି କାଲି କି ହେଲାଟି ଆଜକିଛି ଜଣା ପଡୁନାହିଁଗୋଟିଏ ଘରରେ କନ୍ଦଳ ଚାଲିଛିନିଜ ଅଧିକାରକୁ ନେଇ । କେଉଁ ତାନ୍ତ୍ରିକ ଯେ , କିମିଆ କରିଛିକି ମନ୍ତ୍ରଟି ଶୁଣାଇବଶିଭୂତ ଆଜି ସମସ୍ତ ସନ୍ତାନନିଜ ବିବେକ ହରାଇ । ଭୁଲି ଯାଉଛନ୍ତି ପୂରୁବ ଗଉରବଇତିହାସକୁ ନ ମେଲାଇମାତାଲି ସାଜିକି ଧାବନ ହେଉଛନ୍ତିଭୂଗୋଳ ଆଡ଼କୁ କାଇଁ । ଦୀର୍ଘ ଦିନର…

Read More