साल: 2023
ନାରୀ
ନାରୀ ଅଟେ ସର୍ବଂସହl ନାରୀ ନାରାୟଣୀ,ସ୍ରଷ୍ଟା ଙ୍କ ଅନନ୍ୟ ସୃଷ୍ଟି ଶକ୍ତି ସ୍ୱରୁପିଣି ।ନାରୀ ସୃଷ୍ଟି ନାରୀ ସ୍ଥିତି ନାରୀ ଜନ୍ମଦlତ୍ରି,ସତୀତ୍ୱ ର ପରିଚୟ ସୀତା ଓ ସାବିତ୍ରୀ।ପୁରୁଷ ର ସମକକ୍ଷ ଆଧୁନିକ ଯୁଗେ,ପୁରୁଷ ଠୁ ଦୁଇପlଦ ନାରୀ ଚାଲେ ଆଗେ।ସ୍ରଷ୍ଟା ଙ୍କ ସୃଷ୍ଟି ରେ ଅନନ୍ୟ ସୃଷ୍ଟି ଅଟେ ନାରୀ,ପୁରୁଷ ପ୍ରଧାନ ସମାଜେ ଉପେକ୍ଷିତl ନାରୀ।ବଦଳିଲା ଯୁଗ ଏବେ ନାହିଁ ସେ ସମୟ,ଘର କୋଣ ନାହିଁ ଆଉ ନାରୀ ପରିଚୟ।ସାହିତ୍ୟ କଳା ବିଜ୍ଞାନ ସମସ୍ତ କ୍ଷେତ୍ର…
ତୁଠ ପଥର
କାମିନୀ ଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ lବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ…
ଆ କଥା ହବା
ଆ କଥା ହବା ତୋ’ର ମୋ’ରଏମିତି ଏଇ ନିରୋଳାରେ ଟିକେ ଅନ୍ତରଙ୍ଗ ହବାତୁ ପରଖିବୁ ମୋତେ ଆଉ ମୁଁ ତୋତେତୁ ଜାଣିବୁ ମୋତେ ଆଉ ମୁଁ ବି ତୋତେତୁ ଚିହ୍ନିବୁ… ମୁଁ ଚିହ୍ନିବିଦୁହେଁ ହବା ଚିହ୍ନାଚିହ୍ନିଆଉ ନଭୁଲିବାକୁ ଉଭୟ ଉଭୟଙ୍କୁ,ସଂସାର ଭିତରେ, ସଂପର୍କର ଅଳନ୍ଦିରେ,ସହରୀ ଧୁଳି, ଧୁଆଁ ରେ ବେଶ୍ ଖାପଛଡ଼ାରେବିତିଗଲା ତିନି ପା’ …ନା ତୁ ଅନୁଭବ କଲୁ ନା ମୁଁ…ତୁ ବୁଝୁ କି ନବୁଝୁଏଠି ଏଇ ନିରୋଳା ବେଳାଭୂମିରେଏଇ ଅସ୍ତ ସୂର୍ଯ୍ୟର ହାଲକା କିରଣରେମୁଁ…
ଜୀବନକୁ ଡରିବୁନି ଧନ
ସଂଘର୍ଷରେ ହାରିଗଲେ ବି ଦୁଃଖ କରିବୁନି ଧନପତ୍ରଝଡ଼ା ପରେ ହିଁକଅଁଳି ଥାଏ ନୂଆ ପତ୍ରପଢା ବହିରେ ଖୋଜିବୁନିସଂଘର୍ଷରୁ ମୁକୁଳିବାର ମନ୍ତ୍ରକିଛି କଥା ଜୀବନ ଆପେ ଶିଖେଇ ଦିଏକିଛି ଶିଖେଇ ଦିଏ ସମ୍ପର୍କସମ୍ପର୍କକୁ ସାଇତିବୁ ତସ୍ୱାର୍ଥପର ଦୁନିଆରେ ଧର୍ଯ୍ୟ ସାଇତି ଶିଖ୍ନିଜକୁ କଷ୍ଟ ଦେଇ ସ୍ନେହ ବାଣ୍ଟିବା ଶିଖ୍ଏ ସମ୍ପର୍କ ବି ଏମିତି ରେ ଧନଯାହା ପାଇଁ ତୁ ବ୍ୟାକୁଳ ହୋଇ ଜୀବନ ସାରିଦେବୁତା ପାଇଁ ତୁ ହୋଇପାରୁ ଅପରିଚିତଯାହାକୁ ତୁ ସମ୍ମାନ ଦେଇ ପୂଜା କରୁଥିବୁସେ ହିଁ…
ସାଥି
“ତୁମରି ପ୍ରେମର ଇନ୍ଦ୍ରଧନୁ ରଙ୍ଗେଯେବେଠୁଁ ଯାଇଛି ମଜିଦୁନିଆଟା ମୋର ହେଲା ରଙ୍ଗମୟତୁମରି ପ୍ରେମରେ ଭିଜି ll ସବୁଆଡେ ଦିଶେ ନାଲି ନେଳୀ ଫୁଲବସନ୍ତ ବଉଳ ବାସନାଚିଯାଏ ମନ କୋଇଲିର ସୁରେଶୁଣେ ଯେବେ ତୁମ ଭାଷ ll ଚଗଲି ମନଟା ମାନୁନାହିଁ ମୋରସମାଜ ବନ୍ଧନ ଧାରାପ୍ରେମ ଇନ୍ଦ୍ରଧନୁ ସପତ ରଙ୍ଗକୁଲେପିଛି ମୋ’ ଦେହ ସାରା ll ନାଲି ରଙ୍ଗ ସାଥି ସୁନ୍ଦର ଲାଗଇରଙ୍ଗେଇଛି ସିନ୍ଥି ମୋରଗୋଲାପୀରୁ ଟିକେ ଓଠେ ଲଗେଇଛିକଳା ମୋ’ କଜଳଗାର ll ପ୍ରୀତି ପାରାବାରେ ତୁମଙ୍କୁ…
ତଥାପି
ସତେ କ’ଣଶବ୍ଦ ଶୂନ୍ୟ ପୃଥିବୀ …!!!ଭାବ ଶୂନ୍ୟ ହୃଦୟ ….!!!ଅସମାପ୍ତ ପ୍ରୀତିର ଆଲେଖ୍ୟ….??? ସତେ କ’ଣସ୍ବପ୍ନ ସବୁ ନିରୁଦ୍ଧିଷ୍ଟ…ଆଶା ମାନେ ଜଳଛବି ..ସମ୍ପର୍କ ବି ସ୍ୱାର୍ଥ ଯଜ୍ଞେ ସ୍ୱାହା ….??? “ହଁ” ଆଉ “ନା ” ମଝିରେତଥାପି ,..ତଥାପି ନିଜସ୍ଵ ସୃଷ୍ଟିଲୁହ ଆଉ ସ୍ୱେଦ ,ସମ ଗୁଣେ ମହୀୟାନଜୀଇଁବାର ଆଧାରରେ…. ତଥାପି ତ….ଖଦ୍ୟୋତର ଆଲୋକରେ ଉଦ୍ଭାସିତଜୀବନର ପ୍ରତିଛବି…!!! ପ୍ରଣତି ମହାପାତ୍ର (ରୁବି)ସମ୍ବଲପୁର
ଅବଳା
ମନଭରି ଭାବି ଦିଅ ତୁମେ ଅବଳା ବୋଲିମନଭରି କହି ଦିଅ ତୁ ନାରୀ ଟିଏ ବୋଲି…ନାରୀ ଟିଏ ତ ଚିରକାଳ ଅବଳାସେ ସବୁଦିନ ଜଳୁଥାଏମଶାଣିର ଜୁଇ ଭଳିଜନ୍ମ ରୁ ମରଣ ଯାଏଁ…କେବେ ଜଠର ରେ ତଶିଶୁ କନ୍ୟା ଟିଏ ହୋଇ ତ କେବେକାମନା ର ଅଗ୍ନି ରେକିଶୋରୀ ଟିଏ ହୋଇ,କେବେ ବିବାହ ବେଦୀ ର ହୋମ ନିଆଁ ରେତ କେବେ ଯଉତୁକ ଜୁଇ ରେ,,ସଂସାର ଯଜ୍ଞରେ ନାରୀ ଟିଏ ତନିରନ୍ତର ଜଳୁଥାଏକେବେ ନିଆଁ ରେକେବେ ଧୂଆଁ ରେକେବେ…
मैं सत्य हूं मैं सत्य हूं,
मैं सत्य हूं मैं सत्य हूं,मैं समय का उद्घोष हूं,अज्ञानता की कौख में ज्ञान का हूंकार हूं।कमजोरीओ कि वीडियो को अपनी हुनर से काट दो,अपने अंदर के हर एक बुराई को साहस से छांट दो,कौन रोकेगा तुम्हें आसमान में उड़ने से,कर दो परे जीवन सारे गमों को, उनका प्रवाह तो निरंतर चलेगा,मैं वक्त से पहले…