ଆସୁଛେ ନୂଆଁ ବରଷ୍

ନୂଆଁ ବରଷ… ନୂଆଁ ଦିନନୂଆଁ ନୂଆଁ ସବୁ ଲାଗସୀ ଅଏନ୍ନୂଆଁ କିତାବ, ନୁଆଁ ବନ୍ଧୁନୁଆଁ ଭୁଆଁସେନ କଥାଲଗସୀ ଅଏନ୍ ବଡା ମଧୁରକ୍ଷୀର୍ଷା ବାଗିର ସେନ୍ତାମାନିଥିଲୁଁ ନୁଆଁ ବରଷ ୨୩ କେବଡା ଧୂମଧାମଥିଫେର ପୁରନା ହେଲା ବଲିନାଏକ ଡ଼ିଆନୁ ତାକେବଡା ଦୁଃଖ ଦେଲ ବଲିକହି ବୁଲଲୁ ସମକେଫେରଉତ୍ସବ ମନେଇ ଧୂମଧାମଥିସ୍ୱାଗତ କରମୁଁ ନୂଆଁ ବରଷ ୨୪ କେହେନ୍ତାରେ ବୁଆନୂଆଁ ନୂଆଁ ସବୁ ସୁନ୍ଦରପୁରନା ହେଲେ ଗଲାଲେକିନ ଦୁଇ ଗୁଡ଼ିଆ ମୁନୁଷର୍କୁହ ପରକୁତୀକେଭେ ନାଇଁ ବଦଲିଲା । ଗୋପୀନାଥ ଷଡ଼ଙ୍ଗୀପଟ୍ଟନାୟକପଡା…

Read More

ସହର ର ଚଢ଼େଇ

କେବେ ଦେଖିଛ କି ସହର ର ଚଢ଼େଇମାନଙ୍କୁ?ସେମାନେ ଗାଁର ଚଢ଼େଇଙ୍କ ଭଳି ଗାଆନ୍ତିନିଗୁମୁରି ଗୁମୁରି କୋରସ ଗୀତ,ସେମାନେ ନାଚି ନାଚି ଧାନ ଖୁମ୍ପିବାକୁ ଯାଆନ୍ତିନି ଖେତସେମାନେ ଥଣ୍ଟ ଘସନ୍ତିନି ବୁଢା ଗଛର ଖୁରୁଦୁରା ଡାଳରେସେମାନେ ଚିହ୍ନନ୍ତିନି ଶରତ, ହେମନ୍ତ, ଶୀତ!!ଖରା, ବର୍ଷା ବସନ୍ତ……!!!” ସେମାନେ ଦେଖି ନଥାନ୍ତି ଝରଣା ମୂଳସେମାନେ ଉଦରସ୍ଥ କରନ୍ତିନିତୁଳସୀ ମୂଳେ ବିଞ୍ଛା ହୋଇଥିବା ଅରୁଆ ଚାଉଳସେମାନେ ଝୁଲନ୍ତିନି ଫୁଲ ଫୁଟା ଡାଳରେନା କିଚିରି ମିଚିରି ହୁଅନ୍ତି ଖପର ଚାଳରେ ସେମାନେ ବସନ୍ତି କଉ…

Read More

କବିପ୍ରିୟା

ତୁ ମୋର ସାନ୍ତ୍ବନା ର ଚଇତାଳି ହଳଦି ବସନ୍ତଉର୍ଦ୍ଧ୍ବ ସ୍ଥିତ ମନ ଡାଳେ ଉଡିବୁଲି ବସୁଗୀତର କୁହୁକ ତାନେ ଉଦାର ସତ୍ତାରେ ସିନାଜୀବନ୍ତ ଅଜ୍ଞାତ ବାସେ ଏ ମନକୁ ଧ୍ଵଂସୁ। ଦୁଃଖର ପାହାଡ଼ ଦେଶେ ସବୁଜ ଆକାଂକ୍ଷା ଧରିରାତି ଠାରୁ ମାଗି ହୁଏ ସ୍ଵପ୍ନଅନ୍ଧାରର ଡହକ ବୁକୁରେ ଇଚ୍ଛାର କଦମ୍ଵ ସବୁଖୋଜି ହୁଏ ଛନ୍ଦସୀ ସତ୍ତା ସ୍ଵାତୀଲଗ୍ନ । ମୋ ନୟନ ପଟଳ ମେଲେଇ ଦେଉ ସ୍ନେହ ସିକ୍ତ ମୁହଁରୁ ଅଞ୍ଜନଆଙ୍କି ଦେଉ ପୁଣି ଅଦୃଶ୍ୟ ର…

Read More

ସକାଳ

ସୁନା ଝରା ସକାଳ ରେ ମୁକ୍ତା ଝରା ପାଗ,ନାନା ପୁଷ୍ପେ ସୁସଜ୍ଜିତା ଧରଣୀ ର ବାଗ।ସବୁଜ ଶାଢ଼ୀ ପିନ୍ଧି ସୁନ୍ଦରୀ ତରୁଣୀ,ବଧୂ ଟିଏ ସାଜିଛି କି ସତେ ଏ ଧରଣୀ।ଧାନ କ୍ଷେତ ସତେ ତାର ସୁନା ଅଳଙ୍କାର,ଝର ଝର ଝରଣା ତା ଗଜରା ହାର।ସୁର୍ଜମୁଖି ଫୁଳ ତାର କାନ ର ଝୁମୁକା,ପଦ୍ମ ଫୁଲ ସତେ ଅବା ତା ମଥା ର ଟୀକା।ରୂପେଲି ନଦୀ ର ଧାର ତା ପାଦ ପାଉଁଜି,ସ୍ଵର୍ଗ ଅପସରି ଫିକା ପଡ଼ିଯିବେ ଆଜି।ସୂର୍ଯ୍ୟ ସୁନେଲି…

Read More

ମୋତେ ପାରି କର

ମୂଳ ହିନ୍ଦୀ- ଡକ୍ଟର ଗୀତାଞ୍ଜଳି ରେଣୁ ଦାଶଅନୁସୃଜନ- ଦିବାକର ନାୟକ ମୋତେ ପାରି କର, ମୋତେ ପାରି କରହେ ବନ୍ଧୁ, ମୋତେ ନେଇଯାଅ ସେହି ପାରି କିଯେଉଁ ସ୍ଥାନକୁ କୌଣସି ରଙ୍ଗୀନ ସୁଖଦ ସ୍ଵପ୍ନହୁଏ ନାହିଁ ଆତଯାତ ।ତୁମେ ହିଁ କେବଳ ନିରହଙ୍କାରୀ ସାଧ୍ବୀ ଭଳିସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ତୁମେ ହିଁ ତ ଜଣେ ଭରସା ହୋଇ ଆସିଛଜୀବନର ଦୂତ ଭଳି !ମୋହ ମାୟା ପୂର୍ଣ୍ଣ ଏହି ସଂସାରରେଜଣେ ପ୍ରିୟ ବନ୍ଧୁ କାହିଁ ତୁମ ସରି !ତୁମେ ମୋର…

Read More

ଧର୍ମ କର୍ମ

ରକ୍ତ ଅସ୍ଥି ମାଂସ ଦେହେ ଚର୍ମ ର ଢାଙ୍କୁଣି,ଧର୍ମ ସତ୍ୟ ଚିରନ୍ତନେ ମୋହ ର ଛାଉଣୀ।ଚଳନ୍ତା କଣ୍ଢେଇ ପରି ଶରୀର ସୁନ୍ଦର ,ଭିତରେ ଅସ୍ଥି ରକ୍ତ ମାଂସ ସମାହାର।ଶରୀର ସୁଖ ରେ ଅନ୍ଧ ହୁଏ ସିନା ଜୀବ,ପ୍ରଭୁ ପଦେ ଅନ୍ତ ହୁଏ ସବୁ ଦୁଃଖ।ପ୍ରଭୁ ପଦେ ରଖି ଲୟ କର ଭାବ ପ୍ରୀତି,ନ ରହିବ ଏ ସଂସାର ଦୁଃଖ ଭୟ ଭିତି।ସତ୍ୟ ଶିବ ସୁନ୍ଦର ର କର ଉପାସନା,ପ୍ରଭୁ ଭକ୍ତି କରି କର ଚିତ୍ତ ର ମାର୍ଜନା।ମିଛ…

Read More

ସର୍ବହରା

ମୋର ତ ସ୍ୱର୍ବସ୍ଵ ତୁମରକଣ ବା’ ଦେଇ ତୋଷିବିତୁମର ମନ ହୃଦୟ କୁ । ପ୍ରତ୍ୟେକ ରାତି କୁରଙ୍ଗୀନ କରିବାକୁ ଚାହେଁଇନ୍ଦ୍ରଧନୁ ଟେ ସାଜି । ମୋର ପ୍ରତ୍ୟେକ ଆଶା ଆକାଂକ୍ଷାଦଳି ଦେଇଛିତୁମ ରାସ୍ତା ରେ ଫୁଲ ଟେ ହେଇ । ତୁମ ଅତୃପ୍ତ ତୃଷ୍ଣକାନ୍ତ ହୃଦୟ କୁଶାନ୍ତ କରିବାକୁକୂଅ ଟେ ସାଜି ।। ତୁମ ପ୍ରତ୍ୟେକ ଦୁଃଖ ସୁଖେଗୁନ୍ଥି ହେଇଛିମାଲା ଟେ ପରି ।।ତଥାପି,ମନ କୁ ସଜେଇ ଦେବାକୁ ଚାହେଁପୁଣି,କଣ ବା’ ଦେଇ ଶୃଙ୍ଗାର କରିବି…

Read More