ନୂଆଁଖାଇ ତିହାର୍ ଆଏ ଏନତା

ନୂଆଁଖାଇ ତିହାର୍ ଆଏ ଏନତା ଭାବେ ଯୁଡିଦେସି କରି ଏକତା ନୂଆଁଖାଇ ତିହାର୍ ଆଏ ଏନତା।  ଆମର୍ ପରବ୍ ଆମର୍ ଗରବ୍  ଯିଏ ଥାଉ ପଛେ ଯେତେ ଦୂରେ ନୂଆଁଖାଇ ଲାଗିଁ ହାଜର ହେସନ୍  ସଭେ  ନିଜର୍ ନିଜର ଘରେ।  ଗୁରଦୁ ଗହଗହ ହେସି ଚଷାର୍ ମନଟା ନୂଆଁଖାଇ ତିହାର୍ ଆଏ ଏନତା  ମାନମା ଆସ ଠାନକେ ସବି ଆମର୍ ତିହାର୍ ନୂଆଁଖାଇ  ସବୁ ହିଂସା ଅଂହକାର କେ  ମନ ଭିତରୁ ଦୁରେଇ  ନୂଆଁଖାଇ କେ ଖାଲି …

Read More

ଧନି ଗରିବ୍

ଧନି କାଏଁ ଜାନବା ଗରିବର୍ ଦୁଃଖ୍  ଧନି ନାଇଁ ଚାହେଁ ଦେବାରକେ  ଗରିବ୍ କେ ନିଜର୍ ଭାଗର୍ ସୁଖ୍ ।  ଇନ କିହେ ନୁହେ ଜାନିଥ କାହାର୍  କଳିଯୁଗେ ଏନତା ଚଲୁଛେ ସଂସାର।  ସୁଖ୍ ବଲବାର୍  ଜିନିଷ ଟା କାଣାଁ  ଜନମ୍ ଯାହାର୍ ଗରିବ ଘରେ  ଟଂକା ତିନଶ ଲାଗିଁ ଖଟସି ଗୁଟାଦିନ କୁଟୁମ୍ ପୁଶବାର୍ କେ  ଖରାତରାରେ ଯେତେ ଚାହେଁ ଲେ ବି ଗରିବର ମୁହେଁ  ନାଇଁ ଝଲସେ ହଂସି  କୁଟୁମ୍ ର ଅଭାବ୍ ପୁରନ୍…

Read More

ନୂଆଁଖାଇର୍ ତିନଟା ଚିଠି

                    ଚିଠି ନମ୍ବର ଏକ୍ ନୂଆଁଖାଇର୍ ଜୁହାର କରୁଛେ ଛିନବୁ ଦାଦା ମୋର  ଇଥର ଆମେ ଆଉର ନାଇଁ ଯାଉଁ ନ ଗାଆଁର୍ ଘର। ତୁମେ ଜାଣିଛ ସହରେ ମୁଇଁ ବନେଇଛେଁ ଗୁଟେ ଘର୍ ଘର ଛାଡ଼ି କରି ଗଲେ ସଫା କରିଦେବା ସବୁ ଚୋର୍ ଇ ବଛର୍ ନୁ ଆମେ ସଭେ ଇନୁ ନୂଆଁ ଦେମୁ ଖାଇ ତୁମେ ସଭେ ଭି ଇ…

Read More

ଜୀବନ

ବିଶ୍ବାସ ଓ ଅବିଶ୍ବାସ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ ମଣିଷର କର୍ମ ଉପରେ ସବୁକିଛି ନିର୍ଭର କରେ ବିଶ୍ବାସ ହାସଲ କରିବା କଷ୍ଟକର କାର୍ଯ୍ୟ  ସାମାନ୍ୟତମ ଭୁଲ୍ ମଣିଷକୁ  ଅବିଶ୍ବାସର ଗଭୀରତା ମଧ୍ୟକୁ ଠେଲି ଦିଏ ଜୀବନର ପ୍ରତି କ୍ଷଣ ମଣିଷ ଏମିତି  ବିଶ୍ବାସ ଓ ଅବିଶ୍ବାସର ଦୁଇଟି ପଥରେ ଅଗ୍ରସର  ନିଶ୍ଚିତ କରିବାକୁ ହେବ ଆମେ କେଉଁ ପଥରେ ପରିଚାଳିତ ହେବା  ଈଶ୍ୱର ବିଶ୍ବାସର ପ୍ରତୀକ  ଆଉ ଅବିଶ୍ବାସ ଠିକ୍ ଭାଙ୍ଗିଥିବା ସେଇ ସ୍ବପ୍ନ ପରି…

Read More

ଝିଅ ଟିଏ ମୁଁ

ଝିଅଟିଏ ମୁଁ ଭାବିଲା ବେଳକୁ ଯେ         ଦ୍ବନ୍ଦ ମନେ ଭରିଯାଏ , ବସି ନୀରବତାରେ   ଭାବେ ଅନ୍ତରରେ         ଝିଅକୁ ଗଢିଲା କିଏ ?  ।।     ପରେ ଜ୍ଞାତ ହୋଇ ମନେ ଖୁସି ହେଲି          ଭଗବାନଙ୍କର ଏହା ଦାନ , ସବୁ ଜାଣି ମଧ୍ୟ   ଶିଶୁ  କନ୍ୟାଙ୍କର             ହତ୍ୟା କରେ ମୂର୍ଖ ଜନ ।।   …

Read More

ଠିକଣା

ଜୀବନ ଏଠି ଚାରି ଦିନର  ତଥାପି ମଣିଷ ପାଲଟିଛି ଅଜଣା  ତୁମେ ଆଜି ଯେଉଁ ଠିକଣା ଖୋଜୁଛ  କାଲି ଥିବ କି ନଥିବ କାହାକୁ ଜଣା  କେବଳ ସ୍ମୃତି ଚିହ୍ନ ଥିବ  ପୁଣି କିଏ ବାହୁନି ହେଉଥିବ ଏଠି ସେଠି ସବୁଠି ସମୟ ବହୁଥିବ ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ  ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା  କିଏ ଏଠି ରାଜା କିଏ ମହାରାଜା  କିଏ ମହାଜନ, କିଏ ସେବକ ଜୀବନ ଏଠି ଅଭିନ୍ନ ତଥାପି…

Read More