ନୁଆ ଖାଇ ତିହାର୍

                      ଦୁଃଖୁ ମୁଡେ ହାତ୍ ଦେଇ କରି ଆରୁ ଦୁଃଖୀ ଗାଲେ ହାତ ଦେଇ କିରି ବଇଛେ।ତିନ୍ ଦିନ୍ ହେଲାନ ଘରେ ଚୁଲ୍ହି ନାଇଁ ଜଲବାର୍।ଘରେ କାଣା ଅଛେ ଯେ ଚୁଲ୍ହି ଜାଲ୍ ବା। ଛୁଆ ଯୁଡାକ ଖାଇବାର୍ ଲାଗି ମାଗୁଛନ୍।ନାଇଁ ଦେଲେ କିରାଇ କିରି ଘର୍ ଦୁଆର୍ ଫଟାଇ ଦେଉଛନ୍। ତାକର୍ କନ୍ଦା ନାଇଁ ସମ୍ ଲାଇ ମାଖୁନୁର୍ ମାଁ ପଖାଲ୍…

Read More

ନୂଆଁଖାଇ ତିହାର

ଅଛରା ଅଛରା ବରଷା ପାନି ଖେତ ଖଲା ନ ଭରଲା ପାନି ଉଷତ ହେଇ ଚାଷୀ ଭାଇ ସୁନାର ଫସଲ ଆନଲା ଦାଇ ନୂଆ ଧାନ ଭୋଗ ଲଗେଇ ସମଲେଇ ମାଁ ର ଆଶିଷ ନେଇ ମାନମା ଆମେ ନୂଆଁଖାଇ ଏକଜୁଟ ହେଇ ନାଚି ଗାଇ । ପଛିମ ଉଡ଼ିଶାର ସିଂଘା ପରବ ଭାବ,ପିରତିର ବନ୍ଧନ ରାଗ , ରିଷମି ଭୁଲି କରି ଆମେ ଚିହ୍ନମା ସବକର ମନ୍ ନିଜେ ଖାଇ କରି ପରକେ ଖୁଆମା ଆମେ…

Read More

ନୂଆଁଖାଇ

ଏତେ ବଡ଼ ଇଷ୍ଟାଣ୍ଡରେ କିମିତି ପାଇମି ସେଇ ଯୋଉ ନୂଆଖାଇ ବସ୍ ଟାକୁ ଏ -ଏ ବାବୁ ଟିକେ କ’ତ ନୂଆଖାଇ ବସ୍ କେ’ଟା କିସ କହିଲୁ ଜାଣିନୁ…ହା ନାତିଆ ଟା ଫି ସନ ଆସି ନେଇଯାଏ ଓହୋ କି ଜାକଜମକ ସେ ନୂଆଖାଇ ମନ ପୁରିଯିବ, ଆଖି ଝଲସିଯିବ ଏତେ ସୁନ୍ଦରିଆ ଭେଟଘାଟ ଦେଖି କାଇଁ ଏସନ କିଛି ଖୁଜଖବର ନାଇଁ କିମିତି ଅଛି ନାତିଆଟା ଯେ ଭାବିକି ଅନ୍ତ ଘାଣ୍ଟିଚକଟି ହଉଚି ଟିକେ ଦେଖି…

Read More

ନୂଆଁଖାଇ

କଲାହାଁଣିର୍ ବହ ମୁଇଁ  ଭବାନୀପାଟନା ମୋର୍ ଘର ଛତର୍ ଢାପି ରଖିଥା ମାଁ  କରୁଛେଁ ଜୁହାର।  ତୁଇ ଗୋ ମାଁ ଇଷ୍ଟଦେବୀ  କଲାହାଁଣିର୍ ଶିରୀ  ତୋର୍ ପାହା ତଲେ ଗୋ  ମାଁ କରୁଛେଁ ଗୁହାରି। ବଛର୍ ଟାକର୍ ତିହାର୍ ଇଟା ଆମର୍ ବଡ୍’ଖା ପରବ୍  ମିଶି ଘୁଲି ରହେମା ସଭେ  ସାନ୍ ହେଉ କି ବଡ୍  କର୍’ମା ସବକର୍ ଆଦର୍। ପରବ୍ ଭିତ୍’ରେ ରଜା ଆଏ ବଲି କହେସୁଁ ଶିଘା ତିହାର୍  ଜିଁ ଜାଗିଥିଲେ ଫେର୍ ଭେଟ୍ …

Read More

ନୂଆଁଖାଇର୍‌ ଅନୁଚିଂତା

ଅରନ୍‌ ଆଏ ଜୀବ୍‌ ଜଗତର୍‌ ସବୁନୁ ମୂଲ୍‌ ଆଧାର୍‌ ସେ ଅରନର୍‌ ବଲେ ଅଏସୋ ଚଲୁଛେ ସାରା ସଁସାର୍‌। ଅରନର୍‌ ଗୁନ୍‌ ଯେତେ ଗାଏଲେ କହେଲେ ସରେ ନାଇଁ ସେଥିର୍‌ ଲାଗି ତ ସଁସାର୍‌ ସାରା ଗୁନ୍‌ ଗାଉଛେ ଭାଇ। ସେ ଗୁନ୍‌କେ ଗାଏବାର୍‌ ଲାଗି ମାନୁଛୁଁ ହୋ ନୂଆଁଖାଇ ଉସତ୍‌ ମନେ ଗହକି ହେଇ ଯେତେ ଅଛୁଁ ଭାଇଦାଇ। ଧର୍‌ତି ମାଆର୍‌ ହିଆକେ ଚିରି ଧାନ୍‌ ଖେଡ଼୍‌ଟେ ପକାସି ଦିହିଁକେ ଦହି ମେଘ୍‌ ବାଦଲ୍‌ ପାଏନ୍‌…

Read More

ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି

                                                                      ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି…

Read More

ପିଲାଦିନ

ତମେ ଆଜି ଅଦୃଶ୍ୟ  ମନ କାନ ଭାସର ଚିତ୍ରପଟ୍ଟରୁ ଖୋଜୁଛି ଧୂଳିମାଟି କାଦୁଅର ଭିତରେ ମନ ପ୍ରଜାପତୀ ଚିତ୍ରିତ ଓଢଣାରେ ଛାଡିଆସି ଥିବା ମୋ ପିଲା ଦିନ ଅଳସୁଆ ଆକାଶରୁ ଅଦିନିଆ ବତାସ ନିଶବଦରେ ହତାଶ ଫୋପାଡେ ମନର ମରୁରେ ଝରିଯାଏ ସନଜୀବନୀ ସୁଧା ମନେପଡେ ପିଲା ଦିନ ଅଭୁଲା ସ୍ମୃତିର  ସମସ୍ତଙ୍କୁପଚାରେ  ସ୍ଵପ୍ନ , ଫୁଲ , ଭୂମି ଓ ଭୂମାକୁ ପାହାଡ, ଝରଣାକୁ ଜାଣିହୁଏନି କେଉ ଠିକଣାରେ ଥିଲା ପିଲା ଦିନର ନମୁନା ନିଜକୁ…

Read More

ମାୟାରେ ବାୟା

ରୋଜି ମୋ ପାଖ ଟେବୁଲରେ ବସି କାମ କରେ l ସିଏ ହିଁ ମୋର ଫେସବୁକରେ ଆକାଉଣ୍ଟଟିଏ ଖୋଲି ଦେଇ କହିଲା —ଭାଗ୍ୟଶ୍ରୀ ଏଇଟା ହେଉଛି ମାୟାର ଦୁନିଆ l ତୁ କୁଆଡେ ଯିବା ଦରକାର ନାହିଁ l ଘର କୋଣରେ ବସି ସ୍ୱର୍ଗ ସୁଖର ଅନୁଭବ ପ୍ରତ୍ୟକ୍ଷ ରୂପେ ପାଇ ପାରିବୁ l ତୁ ଭୁଲିଯିବୁ ତୋର ସବୁ ଅସୁବିଧା ସୁବିଧା  l ଜୀବନକୁ ନେଇ ତୋର ସବୁ ଅଭିଯୋଗ କୁଆଡେ ଉଭେଇ ଯିବ ଦେଖିବୁ…

Read More

ଭୋକ

ଦେଖ ତ ଲୋକମାନେ କେନତେହି ଖାଲି ଭୋକ୍ ଭୋକ୍ ହେଉଛନ୍  ଆରେ କେତେ ଖାଏଲେ ପେଟ୍ ପୁରବା ଚରି ତ ଗଲନ ସବୁ,  ଆର୍ କାଣା ଅଛେ ଯେ ଭୋକ୍ ମେଟାବ ଗାଁର୍ ଆମ ବୁରେଇ ଝାର୍ ଜଙ୍ଗଲ, ବନ୍ଧ, ବନ୍ଧଲି ଗୋଚର ଜମି, ଭାଗବତ ଟୁଙ୍ଗି  ମଶାନପଦା, ନାଗବାଚା କୁଠି କେନକେ ଗଲା କେଜାନି ନୁରୁଥ, ଇହାଦେ  ହେ ଯେନ ଖେଲପଡିଆ ଥିଲା ସେଟା ଭିଲ୍ ପରେ ହଜି ଯାଇଛେ ଗାଁର ମାଏନ୍ ମାଏନତା ସବୁ…

Read More