Year: 2023
ଅଦ୍ଭୁତ କବିତା
ନା ବାବୁ ! ମୋତେ ବୁଝିବା ଆବଶ୍ୟକ ନାହିଁ ମୋ ସୃଷ୍ଟିକର୍ତ୍ତା କୁ ବି ଅଜଣା ମୁଁ କିଏ? ମୋ ବାପା ମା ନାଁ ଗାଁ… ନା ଛେଉଣ୍ଡ ..ନା ଜାରଜ ! ମୋତେ ବି ଅଜଣା । ମୋ ସୃଷ୍ଟି କେବେ ହୋଇନି ! ବ୍ରହ୍ମ ମୁହୁର୍ତ୍ତରେ ନବାରୁଣ ତପନଙ୍କ ଉପସ୍ଥିତି ରେ ପ୍ରଦୋଷ ଲାଲିମାରେ ଖଗଙ୍କ କାକଳିରେ… ବନାନୀ କେଦାର ଙ୍କ ସ୍ପର୍ଶ ଲଭି ! ମୁଁ ମାଟିରୁ ବିଛିନ୍ନ ଆକାଶ ସହ ମୋର…
ସ୍ମୃତି ସନ୍ତରଣ
ସ୍ମୃତିର ଦିଗବଳୟରେ ଝଲସି ଉଠେ ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ ତା ‘ ସାଇତା ଗୁମାନ । ପୁରୁଣା କାଠ ଆଲମିରା ଫାଙ୍କ ଦେଇ ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ ମୋ ନିଦ ଭାଙ୍ଗେ ଅନେକ ଥର । ଜାଣିଛ ? ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ ଲୁଚାଇ ରଖିଛି ତୁମ କବିତା ସଙ୍କଳନ, ଗୋଲାପୀ ଚିଠି ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ…
ବୁଢା
ଚାଳ ଛପର ଘର ଆଗରେ ବସିଛି ବୁଢାଟିଏ ପାଖରେ ତାର ବଙ୍କୁଳି ବାଡ଼ି ଏକା ସାହାରା ସିଏ ବୟସ ତାର ହେବ ସତୁରି ପଚାରିଲେ ସେ କୁହେ କାନକୁ ଆଉ ଶୁଭୁନି ଜମା ଶକତି ନାହିଁ ଦେହେ ଚାଷମା ଗୋଟି ପିନ୍ଧିଛି ବୋଲି ଦିଶଇ ଟିକେ ଟିକେ ପାକୁଆ ପାଟି ମଝି ମଝିରେ ଖଇନି ଟିକେ ଜାକେ ଠିକଣା ବେଳେ ବୋହୁ ଆଣିଛି ପାଇଛି ଭଲ ଜ୍ୱାଇଁ ଘୁରି ବୁଲନ୍ତି ଚାରି ପାଖରେ ନାତି ନାତୁଣୀ ଦୁଇ…
ମୋ କଳା ଗୋସାଇଁ
ହାତ ପତେଇ ତୋ ଦୁଆରେ କାଳିଆ ପୁଣ୍ୟ ମାଗୁଅଛି ମୁହିଁ କୃପାନିଧି ହୋଇ କୃପଣତା କାହିଁ ବସିଛି ତୋ ଦୟା ଚାହିଁ , ନୟନୁ ଲୋତକ ଯାଉଅଛି ବୋହି ଦୁଃଖ ମୋର ସରୁ ନାହିଁ ଦୟାରେ ଊଣା କି ପାଇଁ……………..
ଟିକେ ହସିକି ତ ଦେଖ
କେତେଥର କହିବି ହସିଲେ ତମ ମୁହଁ କୁ ଭଲ ମାନେ ବୋଲି !! ଲକ୍ଷେ ହୀରାଫୁଲ ସତେକି ଏକା ସଂଗେ ତଳକୁ ଖଡ଼ିପଡ଼େ ବୋଲି !! କେତେ କହିବି.. ସକାଳ ର ଅରୁଣିମାରେ ଶୀତଳ ପବନ ର ସ୍ପର୍ଶ ରେ ଖୋଲା ଆକାଶ ତଳେ ପକ୍ଷୀର ସଂଗୀତ ରେ ନଦୀର ଛଳ ଛଳ ପାଣି ଆଉ ଶ୍ରାବଣ ବର୍ଷା ରେ ହଜିଗଲେ କେତେ ଭଲ ଲାଗିବ ବୋଲି !! ସବୁବେଳେ କଣ ଜରୁରୀ ! ସୁର୍ୟୋଦୟ ବେଳେ…
*”प्रथम पूज्य आराध्य गजानन”*
वक्रतुण्ड, हेरम्ब आपका,नित प्रति करते हम आराधन। ‘श्रीगणेश’प्रभु तुमसे होता,प्रथम पूज्य आराध्य गजानन।। भद्रकारिणी आय चतुर्थी , मोद मिले जब आप पधारे। मोद संग मोदक मिलते हैं , संकटनाशक संकट टारे।। भक्तों की आशा पूरी हो,कोविड भागे करता क्रंदन। श्रीगणेश प्रभु तुमसे होता,प्रथम पूज्य आराध्य गजानन १। कान बडे़, हम सबकी सुनते,आँखें…
ହଁ ଆଶ୍ ତ ଅଛେ
ଆଶ୍ ଅଛେ ବଲି ତ ସଂସାର ଚାଲୁଛେ ଚାରହି କୁତି ବିଶ୍ବାସ କେ ନୁରି ହେଉଛେ ନିଶାସ୍ ମିଲବା ମିଲବା ଦିନେ କେନସି ଠାନେ ସେଭିଲ୍ ଅନ୍ ନିଶାସ୍ ହେଇକରି ତୁମକୁ ଖୁଜୁଛେ ଦେଖୁଁ ମୁନୁଷ ଆର୍ କାଣା ରଙ୍ଗ ସଜଉଛେ ଶରାବନ୍ ତ ଝଙ୍କେର୍ ଭୁଲଲାନ ହେ ଯେନ୍ ସପନ୍ ବୁଝିଥିଲେ ସେମାନେ ଗଜା ମରଡିର୍ ଶିକାର୍ ହେଲାନ ଦୋଷ କାହାକେ ଦେମା ଦୁଃଖିର୍ ଦୁଃଖ୍ ଇହେଦେ ହୁରୁଦ୍ ଖୁଜୁଛେ କେତେଯେ ସକାଲ ପାହିକରି ରାଏତ୍…