ଆଉ ଥରେ ଆସ ଜନମ ହୋଇ
ହେ ଜାତୀୟ ପିତା ଗାନ୍ଧୀ ମହାତ୍ମା , ଭାରତ ବର୍ଷେ ଥାଉ ତୁମ ଆତ୍ମା || ତୁମ୍ଭ କଷ୍ଟରେ ଭାରତ ସନ୍ତାନ ସ୍ୱାଧୀନ, ତୁମ୍ଭ ଆଶିଷ ପାଇ ଆମେ ଧନ୍ୟ || ଧନ୍ୟ ଧନ୍ୟ ହେ ମହାତ୍ମା ଦେବତା, ତୁମେ ହେଲ ପରା ଭାରତ ପିତା || ଗୋରା ସାହେବ ଙ୍କୁ କରି ଲଢେଇ, ଦେଶର ସମ୍ମାନ ଦେଲ ବଢେଇ || ଭାରତବାସିଙ୍କୁ କଲ ସ୍ୱାଧୀନ, ତୁମ୍ଭେ କାରିଗଲ ଶାନ୍ତି ସ୍ଥାପନ || ହିଂସା ଅହଂକାର କରି…