ନାରୀ’ ଆଉ ‘ପ୍ରେମ

ନାରୀ ଆଉ ପୁରୁଷ….ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସତ…କିନ୍ତୁ …ଜୀବନରେ.. ସ୍ୱାମୀ ସ୍ତ୍ରୀ ର ଭୂମିକା ରେ ଅଭିନୟ କଲା ବେଳେ.. ନାରୀ ର ମାନ ଅଭିମାନ ଭାରି ପଡ଼ିଯାଏ..,, ନାରୀ ସ୍ନେହମୟୀ..,, ପ୍ରେମ ନିର୍ଝରିଣୀ.. ,,ସହନଶୀଳା..,, ହେଲେ.. ନାରୀ ‘ମାନ ମୟୀ’  ସମ୍ମାନ ପ୍ରିୟା…,, ଦୁନିଆଁ ଆଖିରେ .. ନିଜର ମାନ ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ.. ସେ ପୁରୁଷ ର ହାତ ଧରେ…,, ସେ ଦୁର୍ବଳା ନୁହେଁ ,,କିନ୍ତୁ ‘ଲତା’ ଟିଏ…

Read More

ଅଙ୍ଗୁଳିମାଳ

ମୁଁ ଅଙ୍ଗୁଳିମାଳ… ଶହେସାତ ମୃତ୍ୟୁକୁ ଗଳାରେ ଲମ୍ବାଇ ଅନ୍ଧକାରେ ଖୋଜୁଛି ସ୍ୱର୍ଣାଭ ସକାଳ। ଅନ୍ୟର ଇଚ୍ଛାକୁ ହତ୍ୟାକରି ସ୍ୱଇଚ୍ଛାକୁ କରିଛି ଗଳାହାର ମାତ୍ର ଅଙ୍ଗୁଳିମାଳ ଲାଗେ ଏବେ,  ସତେ ସହସ୍ରଭାର ବିଷୟ କଙ୍କାଳ। ଇଚ୍ଛା ମୋର ରକ୍ତାଭ ପଳାଶ  ପୁଣି ରୌଦ୍ରଠାରୁ ଉଷ୍ମ ରକ୍ତମୁଖା ମୁଁ ନିଜ କାଳ ଖୋଜିବୁଲେ ନୂତନ ଅଗୁଂଳି ହତ୍ୟାକରି ମୁଣ୍ଡ ମାଳମାଳ। କାହାର ଏ କୁହୁକ ପରଶ ବନଭୂମି ଲଭୁଛି ଉଶ୍ୱାସ  ଓଠରେ ଧାରେ ଦିବ୍ୟ ମଲ୍ଲୀହସ ସତେ ଶତ ଦେବଙ୍କ…

Read More

ମନର ହାଟ

 ଗ୍ରୀଷ୍ମର ସୁନେଲି ରଙ୍ଗ ରୂପକୁ ହୃଦୟ ବାଢ଼ି ଦେଳି, ନିଦାଘ ଗ୍ରୀଷ୍ମ ମୋ ମନ ଭାବନା କୁ ଝାଞ୍ଜି ଖରା ଦିଏ ଜାଳି ।। ପଲାସ ରୂପେ ଆକର୍ଷିତ ହେଲି ହାରିଗଲା ମନ ସେଇଠି, ପ୍ରେମର ମହକ ଖୋଜିବୁଲେ ମନ ବାସ ହିନ ଯେଉଁଠି ।। ମଳୟ ଶାନ୍ତ ଶୀତଳ ସ୍ପର୍ଶରେ ମନ ଗଲା ସତେ ଉଡ଼ି, କ୍ଷଣିକ ସୁଖରେ ଦଗା ଦେଇଗଲା ଝାଉଁ ବଣେ ଦେଲା ଛାଡି ।। ଗଙ୍ଗ ଶିଉଳିର ମହକରେ ସତେ ରାତି…

Read More

ମୁକ୍ତା

ଆନ୍ତରିକ ଭକ୍ତି ନାହିଁ ଯଦି ଖୋଜିଲେ ପାଇବା କେଉଁଠୁ ? ଅବଶ୍ୟ ଇଚ୍ଛା ଓ ଇଚ୍ଛା ମଧ୍ୟରେ ରହିଛି ପାର୍ଥକ୍ୟ ବୋଲି ତୃଷ୍ନା,କାମନା,ବୁଦ୍ଧି,ଶାସ୍ତ୍ର ଓ ମୂର୍ତ୍ତିକୁ ନେଇ ଚାଲିଛି ସଂଘର୍ଷ, ଛାଟିପିଟି ହେଲେବି ମନରେ ବିଶ୍ୱାସ ଜମୁନି “ବାୟୁ ଏକ ପ୍ରଶ୍ୱାସ ମାତ୍ର”। ଅଭିବ୍ୟକ୍ତିର କାର୍ଯ୍ୟ କ’ଣ  ପଚାରିଲେ କହିବାକି? ମାଂସପେଶୀର ଶକ୍ତି ଆମ କାର୍ଯ୍ୟ । ମସ୍ତିଷ୍କର ଉଚ୍ଚ ବିଚାରରେ ଶ୍ରବଣ କରିବା ଓ ହୃଦୟ ମସ୍ତିଷ୍କ ଜିଣି ଶରୀରର ଶିରା ପ୍ରଶିରା ଓ ପ୍ରତିଟି…

Read More

ବସୁନ୍ଧରା

ବସୁନ୍ଧରା!!!  ତୁ ଆମର ମା ପରା ତ୍ଯାଗ, ତିତିକ୍ଷା , ସ୍ନେହ, ପ୍ରେମର ଗାଗରୀଟିଏ ଠିକ୍ ମୋ ମା’ ପରି ତୋର କୋଳର କୋମଳ ସ୍ପର୍ଶ ହରି ନିଏ କ୍ଳାନ୍ତି , ଭ୍ରାନ୍ତି, ଅଶାନ୍ତି! ହେଲେ ତୁ କାନ୍ଦୁଛୁ କାହିଁକି ମା’ ବସୁନ୍ଧରା?  ତୋ ପୁଅ ମରିଗଲା?  ନା ଜୀବାଣୁ, ଭୂତାଣୁ କୋରି ଖାଇଗଲେ ତୋ କଲିଜା?  ନା ରେ ଧନ ନା, ମରିନି ମୋ ପୁଅ  ମରିଗଲା ତା ମରମ ତଳର ମମତା ମା’ ଦେଇ…

Read More

ଜୀବନ ସଙ୍ଗୀତ

ସା– ସାନ୍ତ ଶାନ୍ତି ସତ୍ୟ ଶିଦ୍ଧ ଅଟେ ମୂଳ ମନ୍ତ୍ର      ମେକ୍ଷ ପ୍ରାପ୍ତି ପାଇଁ ରେ– ରେ ଆତ୍ମନ୍ ରାଗ ଦ୍ୱେଷ ନୁହଁଇ ପ୍ରକାଶ        ଜୀବନକୁ ଆଲୋକିତ କରିବା ପାଇଁ ଗା– ଗାଥା ମୁଁ କହୁଛି ତା ମହିମାଁର      ଅନନ୍ତ ଅପାର ସର୍ବ ଶକ୍ତିମାନ ସେହି ମା– ମା ରୂପେ ହୁଅଇ ସେ ପ୍ରକଟ      ବାୟା ମନ ବୁଝି ପାରେନାହିଁ ପା– ପାଦପଦ୍ମେ ତାର…

Read More

ଶାରଦୀୟ ଦୁର୍ଗାପୂଜା ଅନୁଚିନ୍ତା

ମାଁ ତୁମେ ଆସୁଅଛ  ନୀଳ ନଭେ ଆରୋହିଶ, ଭାସମାନ ଶୁଭ୍ର ବାରିଦ ବିମାନେ, ଗଳାରେ ଲମ୍ବାଇ ତବ,  ଶୁଭ୍ର ବଳାହକ ପଂକ୍ତିର ଗଜରା ହାର, ସ୍ରୋତସ୍ବିନୀ କୂଳେ ସ୍ଥିତ ସଦ୍ୟ ବିକଶିତ, କାଶତଣ୍ଡୀ କରେ ତବ ଚାମର ବ୍ୟଜନ।୧। ତବ ଶୁଭ ଆଗମନୀ ବାର୍ତ୍ତା, ପ୍ରଚାର କରୁଛି ଏ ଭୁବନେ,  ନବ ବିକଚ ଝରା ଶେଫାଳି ର ଭୁରୁ ଭୁରୁ ଗନ୍ଧ, ସଜାଇ ହେଲାଣି ନିଜେ ଶୁଭ୍ରତନ୍ବୀ ଶରଦ ସୁନ୍ଦରୀ,  କରି ପରିଧାନ ଶସ୍ୟ ସବୁଜିମା ପଟ୍ଟ…

Read More

ପ୍ଲେଜାରିଜମ୍: ଡିଜିଟାଲ୍ ଯୁଗ ଓ କପିକରା ସାହିତ୍ୟ

           ତିନି ବର୍ଷ ତଳେ ଗୋଟିଏ କୋରିଆନ୍ ଭିଡିଓ ଦେଖିଥିଲି। ଉକ୍ତ ଭିଡିଓରେ ଜଣେ ସୁନ୍ଦରୀ ତରୁଣୀ ଧଳା ଜିନ୍ସ ଏବଂ କ୍ରପ-ଟପ୍ ପିନ୍ଧି ସହରର ରାସ୍ତାରେ ଚାଲିକି ଯାଉଥିବା ସମୟରେ ଅନେକ ଲୋକ ତାଙ୍କୁ ବୁଲି ବୁଲି ଚାହିଁ ହସୁଥିଲେ, ନିଜ ଭିତରେ ଚୁପଚୁପ କଥା ହେଉଥିଲେ। କିଛି ସମୟ ଝିଅଟି କିଛି ନବୁଝି ପାରି ଚାରି ପାଖର ଲୋକଙ୍କୁ ଚାହିଁ ସେମିତି ଚାଲୁଥିବା ସମୟରେ ହଠାତ୍ ଜଣେ ଯୁବକ,…

Read More