साल: 2023
मैं बडी हो गई
हॉ मां में बडी हो गई हॉ मां मै बडी हो गई , तेरी नन्हि सि जान् अपने पैर् पर् खडि हो गई हॉ मां में बडी हो गई। ।।१।। तु बोलती थी सारे गम् दुर होजाए मेरे से (२) पर् देख् मां तेरी जाने से खुसि भि चलि गई देख् मां में बडी हो…
ଆଉ ଏକ ସନ୍ଧ୍ୟା ର କାହାଣୀ
ଏ ପଟେ ଗରାଖ ଙ୍କ ଭିଡ଼ ସେ ପଟେ କଅଁଳା ଶିଶୁ ର ଭୋକିଲା ଚିତ୍କାର ଇଏ ସନ୍ଧ୍ୟା ର ଆବର୍ତ୍ତମାନ ରେ ବଦନାମ ଗଳି ରେ ଥିବା ଝୁମ୍ପୁଡ଼ି ଘରର ନିତିଦିନିଆ ଘଟଣା, ବେଳେ ବେଳେ ମନ କୁ ଖୁବ ଉଦବେଳିତ କରେ, କିନ୍ତୁ ପେଟର ଭୋକ ଯେ ଅସହ୍ୟ, ଧନବାନ ପ୍ରେମିକ ଙ୍କ କଅଁଳ କଥା ରେ ଦିନେ ଝରି ପଡିଥିଲା ଗାଉଁଲି କନ୍ୟା ବିକି ଦେଇ ବଦନାମ ଗଳି ରେ ଚାଲିଯାଇଥିଲା ଧୋକାବାଜ…
ବିରହ ମାନେ
ବିରହ ମାନେ ପଚାର ମୋହନ ବଇଁଶି କୁ କେତେ ବା ହେଉଛି ବାଧା, ରାଧା ବିରହ ରେ ବାଜୁନି କି ସଖା ଶୁଭୁନି ରାଧା ରାଧା ।। ବିରହ ମାନେ ପଚାର ରାଧା ପାଉଜି କୁ ପଡ଼ିଛି କି ମୁହଁ ମାଡ଼ି,? ଶୁଭୁନି ରୁଣୁ ଝୁଣୁ ଶବ୍ଦ ସ୍ୱର ଯାଇଛି ଅବା ଛିଡ଼ି ।। ବିରହ ବେଦନା ପଚାର ରୁକୁଣୀ ଗଭା କୁ ନାନା ପୁଷ୍ପେ ହେଇଛି ସଜା, ଚାହୁନି ବାଙ୍କ ଚାହାଣି ଟେ ଚକାଆଖି କେତେ…
ଶାନ୍ତ ଅପରାହ୍ନ ର ସ୍ମୃତି
ସେଦିନ ଥାଏ ରବିବାର।ଦି ପହର ଖିଆ ପିଆ ସାରିଲା ବେଳକୁ ଅପରାହ୍ନ ତିନିଟା ହେଲାଣି।ଛୁଟି ଦିନ ତ କୁଣିଆ ଆସିଥିଲେ ତାଙ୍କ ଚର୍ଚ୍ଚା କଲାବେଳେ ଟିକେ ଡେରି ହେଲା। ଅତିଥି ଯେ ଭଗଵାନ ଏହା ଆମ ଭାରତ ସଂସ୍କୃତି ର ବୈଶିଷ୍ଟ୍ୟ। ତାଙ୍କୁ ଛାଡ଼ିବାକୁ ପାଖ ବସ୍ ଷ୍ଟପ୍ କୁ ଗଲି ବୋଟୋଇ ଦେବାପାଇଁ ଚାଲିଚାଲି।ପାଖ ଅଞ୍ଚଳରୁ ବିଭିନ୍ନ ଉଠା ଦୋକାନୀ ନିଜ ଜିନିଷ ପତ୍ର ଘରକୁ ଯିବାକୁ ବନ୍ଧା ବନ୍ଧି କରୁଥାନ୍ତି। ଠିକ୍ ସମୟରେ ବସ…
ନିଶ୍ଚଳ ପ୍ରତିମା
ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା ତା’ ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି ହଁ ମୁଁ ତ’ମୋ ହୃଦୟ ଭିତରେ କବର ଦେଇ ରଖିଛି ମୋର ସମସ୍ତ ଇଛ୍ଛା ଆଉ ଆକାଂକ୍ଷାକୁ ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି କେବେ ତୁମର ସ୍ପର୍ଶ ଟିକେ ପାଇବି ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ ତୁମ ଉପରେ ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ …