ମନ୍ଦାରମାଲି
କେତେ ସରାଗେ ମାଁ ଗୋ ଦଉଡ଼ି ଆସିଛେଁ, ସଜେଇ କରି ପୂଜାଥାଲି…. ଲାଲ୍ ରଙ୍ଗର୍ ଫୁଲେ ଫେର୍ ଗୁଁଥି ମୁଇଁ ଆନିଛେଁ, ଭାବର୍ ମନ୍ଦାରମାଲି l ଧୂପ୍’କାଠି ସାଁଗେ ନଡ଼ିଆ ସିନ୍ଦୂର୍ ଆନିଛେଁ ମାଁ ଗୋ ଧରି, ଲାଲ୍ ସିନ୍ଦୂର-ମନ୍ଦାର ମଖେଇଦେଲେ ମାଁ ହେଇଯିବୁ ତୁଇ ବାରି l କଁହଁରି ଯିବୁ ତୁଇ ମହକି ଯିବୁ ଗୋ ଧୂପଦୀପ ଦେମି ଜାଲି, ଆର୍ ଘଣ୍ଟ ଶଙ୍ଖ ବଜାର୍ ତାଲେ ଗୋ ତତେ ପିନ୍ଧାମି ମନ୍ଦାରମାଲି ।। ଦିପ୍ତି…