ଭାଙ୍ଗି ପଡ଼ିଛୁ କି ତୁ

ଜୀବନର ଚଳାପଥେ ଝୁଣ୍ଟି ପଡ଼ି- ଲହୁଲୁହାଣ ହୋଇ  ଭାଙ୍ଗି ପଡ଼ିଛୁ କି ତୁ..? ଜୀବନ ଯୁଦ୍ଧରେ ସଂଗ୍ରାମ କରି- କ୍ଷତାକ୍ତ ହୋଇ ଥକି ପଡ଼ିଛୁ କି ତୁ..? ନା…ତତେ ଉଠିବାକୁ ହେବ; ଯୁଝିବାକୁ ହେବ- ଏ କଣ୍ଟକିତ ରାସ୍ତାରେ କ୍ଷତାକ୍ତ ହୋଇ ମଧ୍ୟ ପାଦ ବଢ଼ାଇ ଆଗେଇବାକୁ ହେବ..! ଉଚ୍ଚ ଲକ୍ଷ୍ୟପ୍ରାପ୍ତିର ପ୍ରତ୍ୟାଶାରେ ଶକ୍ତ ଚାପୁଡ଼ା ଖାଇ ମଉଳି ଯାଉଛୁ କି ତୁ….? ଅଜଣା ରାସ୍ତାରେ ଏକାକୀ ବୁଲି ବୁଲି ବାଟବଣା ହେବାର ଭୟ କରୁଛୁ କି…

Read More

ମୁଁ ଓ ତୁମେ

ମୋ ଜୀବନ ନାଟକେ ମୁଁ ଅଭିନେତା , ମୁଁ ଦର୍ଶକ  ନିର୍ଦ୍ଦେଶକ ଅଟେ ମୁହିଁ  ଚିତ୍ରପଟ ବଦଳେ ଚରିତ୍ର ବଦଳେ ବାରମ୍ବାର  କିନ୍ତୁ ମୁଁ ବଦଳି ପାରେନାହିଁ  କେବେ ଲୁହ ସର ସର କେବେ ହସର ବେପାର  କେବେ ଦେଉଛି ମଣିଷତ୍ବର ଦ୍ୱାହି  ସର୍ବଦା ଯାଗ୍ରତ ରହିଛି  ନୀରବେ କଥା କହୁଛି  ହେଲେ ଜଗତ ବୁଝି ପାରେନାହିଁ ଧାଉଁ ଥାଏ ଲମ୍ବା ପଟୁଆରରେ ଚାଲୁଥାଏ ତୀକ୍ଷ୍ଣ ଧାରରେ  ଶରୀର ରକ୍ତ ଜୁଡୁ ବୁଡୁ ଏଇଥି ପାଇଁ  ପ୍ରହେଳିକା…

Read More

ବିସ୍ଥାପନ୍

  ଗଅଁତିଆର୍ ବାକସ୍ ଥି ସମକର୍ ନିଘା ଭାଜୁର୍ କୁଟୁର୍ କେତେ କଥା ଚାଲିଛେ ହେତାର୍ ଭିତରେ କାଣା ଅଛେ ବଲି  ଗଅଁତିଆ ଆଏଁଖ ମୁଜବାର୍ ଆଘୋନୁ  ସଭେ ଭାବୁଛନ୍ ଗୁମର୍ ଯାଉ ଖୁଲି । ଖଟ୍‌ ତଲେ ଯତନ୍ କରି  ରହିଛେ ହେ ବାକସ୍ ବିସ୍ଥାପନ ବେଲୁ କେଭେ କିଏ ନାଇଁ ଦେଖି ତାର ପାଖକେ ନାଇଁ ଯାଇ କେନ୍‌ କାଲୁ ପୋ ଝି ବହ ଭିଲ୍ ନିଘା ରଖିଛନ୍ ହେ ବନ୍ଦ ବାକସ୍ ଦିନେ…

Read More

जा आजाद करती हूं तुझे

जा आजाद करती हूं तुझे आज हर बंधन से अपने मोहब्बत से वो हर एक झूठे वादों से जो तूने किया था कभी मुझसे अपने हाथों में मेरा हाथ लेके । जा आजाद करती हूं तुझे में  अपनी जिंदगी से अपने हर एक ख्वाबों से अपने हर सपनों से  जो तुमने दिखाए थे कभी मुझे…

Read More

ପରିଚୟ

            କଲିକତା ସହର ରାସ୍ତା କଡ଼ରେ ଗୋଟେ ଛୋଟ ଆର୍ଟସପ୍ (ପଟ୍ଟଚିତ୍ର ଦୋକାନ) । ଦୋକାନର କାନ୍ଥରେ ଟଙ୍ଗା ହେଇଛି ବିଭିନ୍ନ ପ୍ରକାରର ଚିତ୍ର ସବୁ। ବଡ଼ ବଡ଼ ନେତା, ସ୍ଵାଧୀନତା ସଂଗ୍ରାମୀ , ଅଭିନେତା-ଅଭିନେତ୍ରୀ , ଦେବା-ଦେବୀ, ବଣ-ଜଙ୍ଗଲ , ଝରଣା ଆଦି ଅନେକଗୁଡ଼ିଏ ଚିତ୍ର ସବୁ ଏଠି  କାନ୍‌ଭାସରେ ଅଙ୍କା ହୁଏ। ଗରାଖ ଆସି ନିଜ ମନ ପସନ୍ଦର ଚିତ୍ରକୁ କିଣି ନେଇ ଯାଆନ୍ତି , କେହି…

Read More

ମା

 ମା’ ହାତ ରନ୍ଧା ସୁଆଦ ଭାରି ତା’ କଥାବାର୍ତ୍ତା ଅମୃତ ପରି । ମୋ’ ଓଦାହାତ ଶିଙ୍ଘାଣି ଝାଳ ମା’ ପୋଛି ଦିଏ ପଣତେ ତା’ର । ଆ’ ଧନମଣୀ ଡାକିଲେ ସିଏ ମୁଁ ଧାଇଁଗଲେ କୋଳକୁ ନିଏ । ସେ’ କାଖେ ଧରି ଦେଖାଏ ଶଶୀ ମୋ’ ଗାଲ ଚୁମି ଦିଅଇ ହସି । ଧୋ’ ନାନାବାୟା ଗୀତଟି ଗାଏ ତା’ କାନି ଢାଙ୍କି ଶୁଆଇ ଦିଏ ।। ମମତା ଡନସନା ନିଲାଥର, ବରଗଡ଼

Read More

ଦୁଃଖର୍ ରାଏଜ୍

ଦୁଃଖର୍ ରାଇଜେ ମୋର୍ ସୁଖର୍ ନଗରୀ ସୁଖ୍ ଛଡା ସବୁ ଜାଉଛେ ଉଛୁରୀ  ହଁସି ଟା ମୋର୍ ଆଶା – କରୁଛେ ନିରାଶା  ଅନ୍ଧାକାରର୍ ତ ମୁଇଁ ନାଗରୀ । ଫୁଲ୍ ଲେଖେନ୍ କାହିଁ ପାର୍’ବୁ କହଁରି  ଯେତେ ପ୍ରେମ୍ ହେଲେ ବି ସୁଖା ଚାଉଁରୀ  ବେଦି ଟା ଖାଲି – ନାଇଁ ହଉଛେ ତ ଭୁଲି ଏକ୍’ଲା ବାଜି କାଣା କର୍’ବା ମୁହୁରି । ବେଦନାର୍ ଲହରୀ ମାରୁଛେ ଭଅଁରୀ କରମର୍ ଢେଉରେ ନାଇଁ ପାରୁଛେଁ…

Read More