ଅଜବ୍ ଦୁନିଁଆ
ଯାହାକେ ଦେଖ୍ ବ ହର୍ ବର୍ ତର୍ ବର୍ କାହାରିର୍ ନ ନାଇଁନ ସମିଆ କାମ ନାଇଁ କି ଫୁର୍ ସତ୍ ନାଇଁ ଇ ଟା ତ ଆଜିର୍ ଦୁନିଁଆ । ଧରମ୍ କେ ନେଇ ଝଗ୍ ଡା ଲାଗସନ୍ ହିନ୍ଦୁ ଆଉ ମୁସଲମାନ୍ ହେମାନ୍ କୁ ଯଦି ପଚ୍ ରାବ ଘାଏ ନାଇଁ ପଢିଥାନ୍ କେହି “ଗୀତା” କି “କୁରାନ୍” । ଚପଲ୍ ପଢ଼େଁଇ ରକମ୍ କେ ରକମ୍ ବିକା ହେସି ଏ.ସି. ମଲ୍ ଭିତ୍…