ନିଆଁ ଲଗା ପାନ୍

ମିଠା ,ସାଧା, ବିଡିଆ, କଡାପାନ୍ ଥିଲୁଁ ଚାର୍ ଭାଇଜାହିଁ ପରବ ତାହିଁ ଗରବ୍ସେନେ ରହେଲୁଁ ଜାଇ। ଧନୀ ଗରୀବ୍ ବଡ୍ ସାନ୍,ଆମେ,ନାଇଁ ରଖୁଁ ଭେଦ୍ ଭାବ୍ଆମ୍କେ ପାଖେ ପାଏଲେ ଭଗାରୀଭାଏକେ କର୍ ସି ମାଫ୍। ବଙ୍ଗଲା ପତ୍ରେ ବିଡିଆ ପାନ୍ମିଠାକେ ସଜାବ କେତେ,ସାଧା ନେ ଜରୁରୀ ସୋଂପ୍ ସୁପାରିକଡାରେ ଜର୍ଦା ଗୁଟେ। ମିଠା ପତ୍ର ର୍ ମଧୁର୍ ସୁଆଦ୍ଚୁନ୍,ଖଇର୍, ଚଟନୀ ମାରିସୁଆଦ୍ ବଢାସି ଚନ୍ଦର୍ ଭାଙ୍ଗଗୁଆ ,ସୁପାରି ,ଆର୍ ମିଠା ପାନ୍ ମୁହୁରୀ ରଙ୍ଗ ବିରଙ୍ଗି ପପିତା…

Read More

ସବୁତ କହିଛ

ମୁଁ ତ ବୁଝି ପାରୁଛିତମ ମଉନ ଭାଷାପୁଣି କାହିଁକି ଓଠକୁକଷ୍ଟ ଦେଉଛ,ଏଠି ଅନେକ ତମବିପକ୍ଷର ଲୋକ ଅଛନ୍ତି,ତାହା ମୁଁ ବି ଜାଣିଛିଆଉ ତମେ ବି ଜାଣିଛ,ପୁଣି କାହିଁ ଓଠକୁ କଷ୍ଟ ଦେଉଛ ମନର ପ୍ରତ୍ୟେକ କଥାକୁ ଶବ୍ଦରେପ୍ରକାଶ କରିବାର୍ ଜରୁରୀ ନୁହେ,ବାମ ଗୋଡର ବୁଢା ଆଂଗୁଠିରେ ମାଟିକୁ ଅତାଡି….ସବୁତ କହୁଛ ,ପୁଣି କାହିଁ ଓଠକୁ କଷ୍ଟ ଦଉଛ ଏଠାରେ ଅନେକ କିଛି ଘଟି ଯାଏଯାହା ପୂର୍ବରୁ ଯୋଜନା ନ ଥାଏ,ତମ ଗାଳରେ ପଡି ବିୟସ୍ତ କରୁଥିବାବାଲକୁ ବାମ…

Read More

ଇସ…ଟା..ଟସ

ବସ୍ତିରେ ସବୁଠୁ ସୁଖୀ ନାରୀ ର ଆଖ୍ୟା ସନିଆ ମା ସାରି କୁ ଦିଆ ଯାଇଥିଲା l କାରଣ ଅନ୍ୟ ମାନେ ସାତ ଆଠୋଟି ପିଲାର ମା ହୋଇ ନା ନା ପ୍ରକାର ଜଞ୍ଜାଳ ରେ ଘାଣ୍ଟି ହେଉଥିଲା ବେଳେ ସାରି ର ଗୋଟିଏ ବୋଲି ପୁଅ ସନିଆ ଓରଫ ସନାତନ l ପୁଣି ସାରି କୁ ତା ସ୍ୱାମୀ ଛାଡ଼ିଦେଇ କୁଆଡେ ଚାଲି ଯାଇଛି l ତେଣୁ ବସ୍ତିରେ ଅନ୍ୟ ସ୍ତ୍ରୀ ଲୋକ ମାନେ ଯେମିତି…

Read More

ଭ୍ରମ

ଅନାବନା ସେ ଗୁଡ଼ାଏ ରାତିହଜି ଯାଇଛିଭ୍ରମର ଭଉଁରୀ ମଧ୍ୟରେଏକ ଦୀର୍ଘ ନିଶ୍ଵାସ ବ୍ୟତିତମୋ ପାଖରେ ଆଉ କିଛି ନାହିଁ । ଗୋଧୂଳି ବେଳାର ପ୍ରଲେପରେନିଜକୁ ପ୍ରସ୍ତୁତି କରୁଛିଆଉଥରେ ହଜିବାକୁମହ ମହ ମାଟି ବାସ୍ନାରେଆଉ ଏକ ସନ୍ଦିହାନ କ୍ଷଣର ଅପେକ୍ଷାରାତିର ନୀରବତା ରେ ସ୍ମୃତିକୁସାଉଁଟିବା ପାଇଁ । ଅମୋଡା ପଥର ଅନୁସନ୍ଧାନଯେଉଁଠି ଥିବ ଏକସୁନ୍ଦର ହୃଦୟର ଅବସ୍ଥାନପାଉଁଜି ଗୀତ ଗାଉଥିବଓଠ ଥିବ ସମ୍ପୂର୍ଣ୍ଣ ନୀରବଶବ୍ଦ ନୁହେଁ ସ୍ପନ୍ଦନ ଓଦା ହେଉଥିବପ୍ରୀତିର ଶିଙ୍ଗାର ଲଗାଇ । ମିଛି ମିଛିକା ଥିବ…

Read More

ଅନ୍ତସ୍ବର

ମୁଠାଏ ପାଉଁଶ ମଧ୍ୟ ରୁ ଖୋଜି ପାଇଚ କିକେବେ ସ୍ବପ୍ନ ର ରଙ୍ଗୀନ୍ ମୁହୂର୍ତ୍ତସହର ସାରା ଶୋଇଗଲା ପରେ ପଚାରିଛ କିଷ୍ଟ୍ରିଟ ଲାଇଟ୍ କୁ ତାର ମୂଲ୍ୟଦିଗହରା ଏଠି ସମୟଯିଏ ଯାଉଚି ଯାହା ବାଟ ରେପଛକୁ ଫେରିବାକୁ ତ ନାହିଁକାହାରି ସତ୍ ସାହସତଥାପି ପ୍ରତୀକ୍ଷା ନୂଆ ସ୍ବପ୍ନ ପାଇଁସେ ଆଣି ଆସିବ ଆଗାମୀ ଦିନ ରେଛାତି ଭିତରେ କୁହୁଳୁଥିବାକେଉଁ ନିଭୃତ କୋଣ ରେ ଶୋଇଚୁପ୍ ଚୁପ୍ କଥା ଶୁଣୁଥିବାମୋ ପ୍ରିୟା ର ଅନ୍ତସ୍ୱର ସ୍ୱର୍ଣ୍ଣ ପ୍ରଭା ମହାପାତ୍ରସୁବର୍ଣ୍ଣପୁର

Read More

नारी

मैं हूं नारी ज्योति स्वरूप , घर आंगन को रोशन करती उस उजाले पर हक मेरा भी तो है, मैं हूं नारी ज्ञान स्वरूप, हर कर्तव्य को अच्छी सी निभाती , शिक्षा पाने के लिए बाहर कदम बढ़ाऊ उस पर हक तो मेरा भी है, मैं हूं नारी प्रेममयि , प्रेम से बांधे रखती हूं…

Read More

ତୁମେ

ଆଚ୍ଛାଦିତ କରି ତୁମ ପ୍ରତାରଣାକୁପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁନା, ଆଉ ସମ୍ଭବ ନୁହେଁ ଅମିମାଂସିତ ପ୍ରଶ୍ନ ଆଗରେଅତଏବ୍ ର ଆଉ ଏକ ପ୍ରଶ୍ନବାଚୀ ଆଙ୍କିବାକୁ ।। ତଫିଜୁଲ…

Read More