ବୀର ଭୂମି ବୀର ମାଟି

ବୀର ଭୂମି ଏଇ ଏହି ବୀର ମାଟିତାର କୋଳେ ଜନମ ଭାରତୀୟ ହୋଇମାଟିରୁ ଜାତ ଆମେ ମାଆଠୁ ଜନମନାଆ ଦେଇଛି ଆମକୁ ଭାରତୀୟ। ସ୍ୱର୍ଣ୍ଣ ଯାହାର କ୍ଷେତରେ ଫଳଇତାକୁ ଦେଖି ଚାଷୀମନ ହସି ଉଠଇପରିପୂର୍ଣ୍ଣ ଏ ମାଟି ପୁଣ୍ୟ ତୀର୍ଥରେଜୀବଜନ୍ତୁର କେତେ ବାସ ତା ଗର୍ଭରେ। ମୁକୁଟ ଯାହାର ଅଟଇ ହିମାଳୟଶରୀର ଯାହାର ସବୁଜ ବଳୟକଳା ସଂସ୍କୃତି ଯାର ଅଟଇ ଅପାରବୀର ଭୂମି ନାମେ ସବୁଠି ପ୍ରଚାର। ଗଙ୍ଗା ଯମୁନା ଯେ କେତେ ନଈମା ଦେହେ ସର୍ବେ…

Read More

ସଖା ତ୍ୱମେବ

କୁନ୍ତୀନନ୍ଦନ ଙ୍କ ଆଜୀବନ ସହଚରୀ ଦୃପଦନନ୍ଦିନୀ ଦ୍ରୌପଦୀ । ଜୀବନ ର ସାୟଂକାଳ ରେ ଅନ୍ତିମ ଅଧ୍ୟାୟ ଲେଖିବାକୁ ସେମାନଙ୍କ ସହ ସକଳ ରାଜ ଐଶ୍ଚର୍ଯ୍ୟ ତ୍ୟାଗପୁର୍ବକ ସାଧାରଣ ଯାତ୍ରୀ ଭଳି ତୀର୍ଥଯାତ୍ରା ରେ ବାହାରିଥିଲେ । ସମସ୍ତ ତୀର୍ଥାଟନ ପରେ ମହାପ୍ରସ୍ଥାନ ଲାଗି ବିପଦସଂକୁଳ ହିମାଳୟ ଆରୋହଣ ଆରମ୍ଭ କରିଥିଲେ ।ପାଞ୍ଚାଳୀ ଭାବିଥିଲେ ପଞ୍ଚପତିଙ୍କ ସାହଚର୍ଯ୍ୟ ରେ ମୃତ୍ୟୁପଥ ସରଳ ସାବଲୀଳ ରହିବ । କିନ୍ତୁ ପିଚ୍ଛିଳ ପାର୍ବତୀୟ କ୍ଷେତ୍ରର ପ୍ରଥମ ସୋପାନ ରେ ଅନଭ୍ୟସ୍ତ…

Read More

परम सत्ता

उसकी बस्ती में एक छोटा सा घर है मेरा,मुझे महलों का क्या करना ।जिसने पिया हो अमृत का प्यालाउसको मधुशाला का क्या करना ।मैं इश्क हूं जो कभी मरता नहींइश पल पल मरती दुनिया से मुझे क्या लेना।मिट्टी का शरीर एक दिन मिट्टी में मिल जाना है,दिन तारीख महीने साल हमसे सब छीन जाना है,अपने…

Read More