ଅଜଣା

ଅଜଣା ଅଚିହ୍ନା ଜୀବନ ର ରାସ୍ତା କୁଆଡେ ଯିବାକୁ ଅଛି ଜଣାନାହିଁ, ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ରହିଅଛି କିଛି ଗୋଟେ ରିକ୍ତତା, ବାଲି ଘର, ମାଟି ଘର, ମହଲ ଉପରେ ମହଲ ଗଢିଚାଲିଛୁ କେତେ ସମୟର ବାସ ଜଣାନାହିଁ,ଗ୍ରୀଷ୍ମ, ବର୍ଷା,ଶୀତ ଋତୁ ମଧ୍ୟରେ ଜୀବନଟା ବସନ୍ତ ରୂପେ ଚାହେଁ ମୁକ୍ତତା, ଅନେକ ସ୍ୱପ୍ନ ଆସେ ଆଖି ବୁଜି ଥିଲାବେଳେ ସତ ହେବ କି ନାଁ ଜଣାନାହିଁ,ଭଙ୍ଗା ଗଢ଼ା କିଛି, କିଛି ପୂର୍ଣ୍ଣ କିଛି ଅଧା ଜୀବନର…

Read More

ମୁକ୍ତି ପଥ

କେଉଁ ମୁକ୍ତି ପଥ ବଖାଣିବା ଆମେସେ ପଥେ ଅଛି ସଙ୍କଟଅକରମେ ଚିତ୍ତ ନୁହଇ ସାଧିତକରମ ହେଉଛି ସତ। କରମ ରେ ନର ହୁଏ ଅଗ୍ରସରମୁକ୍ତି ଖୁଜେ ଥର ଥର।ଦୁଃଖ ଭୋଗି ଥାଇ ସେଇ ମୁକ୍ତି ପାଇଁଦୁଃଖ ହୁଏ ସୁଖ ତର। ଦୁଃଖ ଦୁଃଖ ବୋଲି କଷ୍ଟ ନ କରିଲେକାହୁ ମିଳିବେ ଶ୍ରୀକୃଷ୍ଣ।ଶ୍ରୀକୃଷ୍ଣ ରତନ ସ୍ୱର୍ଗଠୁ ମହାନତା ବିନୁ ମୁକ୍ତି ଶ୍ରୀ ହିନ। ପ୍ରତି ଟି ପଥରେ ତନୁର ରଥରେଭ୍ରମଣ ନର ଯେ କରେ।କନ୍ଦର ଭିତରେ ଛନ୍ଦି ହୋନ୍ତି…

Read More

ଅମର ପ୍ରେମ

  ଆଚ୍ଛାଦିତ କରି ତୁମ ପ୍ରତାରଣାକୁ ପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁ ଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁ ଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁ ପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁ  ପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁ ଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁ  ଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁ  ନା, ଆଉ ସମ୍ଭବ ନୁହେଁ ଅମିମାଂସିତ…

Read More

ଶିରାଳ ହାତ

ସେଇ ଶିରାଳ ହାତର ଛତ୍ରଛାୟା ତଳେ ଶ୍ରୀମନ୍ତର ବାଲ୍ୟ ଜୀବନ ନିରାପଦରେ ଅତିବାହିତ ହୋଇ ଯାଇଥିଲା । ସବୁବେଳେ ଅକ୍ଲାନ୍ତ ପରିଶ୍ରମ କଲେ ବି ସେ ହାତ ଦୁଇଟି କେବେ ଥକି ଯାଉ ନଥିଲା । କେବେ କେମିତି ସେ ବିଶ୍ରାମ ନେଉ ନଥିଲା ତା’ ନୁହେଁ, ତଥାପି ସେ କଙ୍କାଳସାର  ମଣିଷଟିକୁ ଶୋଇବାର ମୁଁ କେବେ ଦେଖିନଥିଲି। ସକାଳୁ ମୁଁ ଉଠିଲା ବେଳକୁ ସେ ତାର ନିତ୍ୟ କର୍ମ ସାରି ପୂଜା ଘରେ ବସି ଆଖି…

Read More

ତୁମ ପାଇଁ ପ୍ରୀତି ଗୀତି

 ତୁମ ପାଇଁ  ଏକ କବିତା ଲେଖନ୍ତି  ବସିଲି କଲମ ଧରି,  ହେଲେ ଲୁଚିଗଲେ ଶବଦ ଅନ୍ଧାରେ  ମନକୁ ଅନାଥ କରି…..।।୦।।  ଭଅଁର କହିଲା କାନେ ଗାଇଗାଇ  କିପାଇଁ ବସିଛୁ ଏକା,  ନିଛାଟିଆ ଏଇ ଫୁଲ ବଗିଚାରେ  ମନେ ଭରି ଏତେ ଶଙ୍କା,  ଭାବି ପ୍ରଜାପତି ହାତମାରି ଦେଲି  କଳା ରଙ୍ଗ ଗଲା ଭରି…..।।୧।।  ଗୋଲାପ କହିଲା ପ୍ରେମ କଲେ ଲେଖା  କଣ୍ଟା ତ ଲାଗିବ ସତେ,  ଆଖି ଲୁହ ସିନା ପୋଛି ଦେବ ମନ  ରକତ ଲାଗିବ…

Read More

ନିବେଦିତ

ଏମାନଙ୍କୁ ମାରନି ରେ ଏମାନେ ପରା କ ଅଁ ଳ ଖରା ରେ ଲୋଟିବାର ବେଳ କୋଟି କୋଟି ଚନ୍ଦ୍ରହାସେ ଗଢ଼ା ଏ ମାନଙ୍କ ସୀମିତ ଭୂଗୋଳ ବରଫ ନିଦ ରେ ଭିଜା କୁଆଁରୀ ହରିଣୀ, ଆଉ  କୁଆଁ କୁଆଁ ରାବୁଥିବା ବଣ ବୁଦା ଲଟା ଗହଳରେ  ଶକୁନ୍ତଳା ଶିଶୁ ଟାର ସାଥେ ପରା  ଏ ମାନଙ୍କ ଖେଳ। ଏ ମାନଙ୍କୁ ମାରନି ରେ କୋମଳ ର କୋମଳତମ ଏମାନେ ଏମାନଙ୍କୁ ମାରନି  ରେ ଏହାଙ୍କ ତ…

Read More

ପ୍ରତୀକ୍ଷା

ଜହ୍ନ ଠୁ ମାଗିବି ଜ୍ୟୋସ୍ନା ସଜେଇବି ରୂପ ତମ ପାଇଁ ସୂର୍ଯ୍ୟ ଠୁ ମାଗିବି କିରଣ ତମ ମଥାର ଟିକିଲି ପାଇଁ ରାତିକୁ ମାଗିବି ସପନ  ତମ ନିଦ ରେ ହଜିବାପାଇଁ ତାରା କୁ ମାଗିବି ଚମକ ଟିକେ ତମ ମନ ଆକାଶେ ଉଇଁବା ପାଇଁ ପବନ କୁ କହି ମଳୟ ଆଣିବି ସବୁ ଦିନ ହେବ ଋତୁରାଜ ବିଜୁଳି ସlଜିବ ପାଉଁଜି ତୁମରି ମେଘ ହେବ କେଶ ଗୁଚ୍ଛ ସମୟ କୁ କହିବି ଅଟକି ଯିବ…

Read More

जिंदगी

  जिंदा हो तो जिंदगी दिखना चाहिए, मुर्दा क्या ख़ाक जियेंगे, अमीर हो या फिर गरीब, क्या फर्क पड़ता है, दिल मे प्यार और खुशियों की सौगात होनी चाहिए। प्यार है तो प्यार दिखना चाहिए, बेशुमार दौलत लिए, पल पल के सताए हुए, क्या खाक जियेंगे, जिंदा हो तो जिंदगी दिखना चाहिए।। प्रदीप

Read More

ଚା କପ ଆଉ ଚିଠି

   ପଢୁଛି ତୁମରି ହାତଲେଖା ଚିଠି  ପ୍ରେମ ମହମହ ଭରା,  ସକାଳୁ ସକାଳୁ ଚା ସ୍ବାଦେ ଭରିଲା  ଉଷୁମ ପ୍ରିତୀ ର ଧାରା…..।।୦।।  ଚିଠି ଖଣ୍ଡେ ସିନା ଫଗୁଣ ପୁଲକ  ଅକ୍ଷର ଧାଡିରେ ଗୁନ୍ଥା,  ଶେଫାଳୀ ର ବାସ ମହକେ ପୁରିଲା  ମନ ତଳ ସବୁ ବ୍ୟଥା,  ଖୋଲା କଥା ତୁମ ହୃଦୟକୁ ଛୁଏଁ   ପିରତି ଫଲଗୁ ଝରା…….।।୧।।  କଅଁଳ ମନର କଅଁଳ ଭାଷାରେ  ଭାବଭରା ଚଉତିଶା,  ଜୀବନ ଯମୁନା ସୁଖ ଦୁଃଖ ଫେଣ୍ଟା  ସକାଳ…

Read More