महीना: नवम्बर 2023
ଭ୍ରମ
ଅନାବନା ସେ ଗୁଡ଼ାଏ ରାତିହଜି ଯାଇଛିଭ୍ରମର ଭଉଁରୀ ମଧ୍ୟରେଏକ ଦୀର୍ଘ ନିଶ୍ଵାସ ବ୍ୟତିତମୋ ପାଖରେ ଆଉ କିଛି ନାହିଁ । ଗୋଧୂଳି ବେଳାର ପ୍ରଲେପରେନିଜକୁ ପ୍ରସ୍ତୁତି କରୁଛିଆଉଥରେ ହଜିବାକୁମହ ମହ ମାଟି ବାସ୍ନାରେଆଉ ଏକ ସନ୍ଦିହାନ କ୍ଷଣର ଅପେକ୍ଷାରାତିର ନୀରବତା ରେ ସ୍ମୃତିକୁସାଉଁଟିବା ପାଇଁ । ଅମୋଡା ପଥର ଅନୁସନ୍ଧାନଯେଉଁଠି ଥିବ ଏକସୁନ୍ଦର ହୃଦୟର ଅବସ୍ଥାନପାଉଁଜି ଗୀତ ଗାଉଥିବଓଠ ଥିବ ସମ୍ପୂର୍ଣ୍ଣ ନୀରବଶବ୍ଦ ନୁହେଁ ସ୍ପନ୍ଦନ ଓଦା ହେଉଥିବପ୍ରୀତିର ଶିଙ୍ଗାର ଲଗାଇ । ମିଛି ମିଛିକା ଥିବ…
ଅନ୍ତସ୍ବର
ମୁଠାଏ ପାଉଁଶ ମଧ୍ୟ ରୁ ଖୋଜି ପାଇଚ କିକେବେ ସ୍ବପ୍ନ ର ରଙ୍ଗୀନ୍ ମୁହୂର୍ତ୍ତସହର ସାରା ଶୋଇଗଲା ପରେ ପଚାରିଛ କିଷ୍ଟ୍ରିଟ ଲାଇଟ୍ କୁ ତାର ମୂଲ୍ୟଦିଗହରା ଏଠି ସମୟଯିଏ ଯାଉଚି ଯାହା ବାଟ ରେପଛକୁ ଫେରିବାକୁ ତ ନାହିଁକାହାରି ସତ୍ ସାହସତଥାପି ପ୍ରତୀକ୍ଷା ନୂଆ ସ୍ବପ୍ନ ପାଇଁସେ ଆଣି ଆସିବ ଆଗାମୀ ଦିନ ରେଛାତି ଭିତରେ କୁହୁଳୁଥିବାକେଉଁ ନିଭୃତ କୋଣ ରେ ଶୋଇଚୁପ୍ ଚୁପ୍ କଥା ଶୁଣୁଥିବାମୋ ପ୍ରିୟା ର ଅନ୍ତସ୍ୱର ସ୍ୱର୍ଣ୍ଣ ପ୍ରଭା ମହାପାତ୍ରସୁବର୍ଣ୍ଣପୁର
ତୁମେ
ଆଚ୍ଛାଦିତ କରି ତୁମ ପ୍ରତାରଣାକୁପୋଛିଛି ମୁଁ ମୋ ଲୁହେ ସବୁ କଳଙ୍କକୁଶୁଭ୍ର ଜୋଛନାକୁ ଦେଇ ତୁମ ନାମ ତାକୁଆଙ୍କିଛି ଏକ ସରଳ ରେଖାରେ ପ୍ରେମ କାହାଣୀକୁପଢ଼ି କି ପିରିବ ତୁମେ ଆଉ ମୋ ହୃଦୟକୁପୋଛି କି ପାରିବ ତୁମେ ଆଉ ସେ ସ୍ମୃତି ସବୁକୁଫେରାଇ ନିଅ ସେ ସମସ୍ତ ପଦ ଚିହ୍ନକୁଲମ୍ବିଥିଲା ଯାହା ତୁମ ହୃଦୟରୁ ମୋ ହୃଦୟକୁନା, ଆଉ ସମ୍ଭବ ନୁହେଁ ଅମିମାଂସିତ ପ୍ରଶ୍ନ ଆଗରେଅତଏବ୍ ର ଆଉ ଏକ ପ୍ରଶ୍ନବାଚୀ ଆଙ୍କିବାକୁ ।। ତଫିଜୁଲ…
ପ୍ରଥମ ଚିଠି
ନୀରବ ଆକାଶ ରେ ଦ୍ଵିତୀୟା ଜହ୍ନ ର ରାଜୁତି, ନୀଳ କଇଁ ଲାଜେଇ ଫିକ୍ କରି ହସି ଯେପରି ଆଖି ରେ ଇଶାରା ପଠାଉଛି ଆଉ ଶୀତଳ ସମୀରଣ ଯେମିତି କି ବlର୍ତ୍ତବହ ସାଜି ମେଘ ପାଲିଙ୍କି ରେ ଘୁରି ଘୁରି ଯାଉଛି ଚନ୍ଦ୍ରମା ତଟ ଦେଶ କୁ ସ୍ବପ୍ନ ର ନଅର ତୋଳିବା ପାଇଁ। ଉର୍ମି ଉର୍ମି ଡାକି ତାକୁ ପ୍ରକୃତିସ୍ଥ କଲା ସୋମେଶ। ଆରେ କେଉଁଠି ହଜିଯାଇଛ ଶୁଣେ। କାନି ପଣତ ରେ ତାର…
ପ୍ରଭାତ ଚିନ୍ତନ
ପ୍ରାର୍ଥନାରେ ଅଛି ଅଦ୍ଭୁତ ଶକ୍ତିମନେ ଭରି ଦିଏ ଅସୀମ ଭକ୍ତିପ୍ରାର୍ଥନା ବଢାଏ ଆତ୍ମବିଶ୍ବାସଅନ୍ଧାର ପଥେ ଆଲୋକର ଆଶପ୍ରାର୍ଥନାମୟ ହେଉ ଏ ଜୀବନଏତିକି ଗୁହାରୀ ଚକାନୟନ 🙏 ପ୍ରଣତି ମହାପାତ୍ର