ସତ୍‌ କଥା ଆଜ୍ଞା

ଶରାବନର୍‌ ପାଏନ୍‌ ଉହୁଲି ଯାଏସି ହେଇଥିଲେଁ ଶୁଖା ଭଠା  ଅଛ୍‌ରେ ପାଏନ୍‌ ଭି କାଫି ଆଏ ବୁଆ ଥିବା ଯଦି ବଂଧ୍‌ କଁଟା । କେତେ ଅଁଟାବୁ ଯେ ଅଁଟା ॥ ଶିଖ୍‌ବାକେ ମନ୍‌ ଛିନ୍‌ବାକେ ଖୁରି  ମେଲା ରଖିଥିଲେଁ ସିନେ ହରେକ୍‌ ନିମ୍‌ଷେଁ ଜ୍ଞାନ୍‌ ଥିପୁଥିସି ଈ ବିଶ୍ବର୍‌ କନେଁ କନେଁ । ଶିଖ୍‌ବାକେ ଥିଲେଁ ମନେ॥ ମୁଇଁ ନ ଜାନିଛେଁ ବଲୁଥିସି ଯେଏ ନାଇଁ ଶିଖିପାରେ କିଛି ମହା ବିଜ୍ଞାନୀ ହେଇକରି କିଏ ବଲ୍‌ସି…

Read More

ନିଃସ୍ଵାର୍ଥପର ମଣିଷ

ନିଃସ୍ଵାର୍ଥପର ମଣିଷ ଟେ ସିଏ କରେ ସଂଘର୍ଷ ଝଡକୁ ସାମ୍ନା, କା ସହିତ ତୁଳନା କରି ହେବ ନି ସେଇ ପରା ଖାଣ୍ଟି ସୁନା। ନିଃସ୍ଵାର୍ଥପର ମଣିଷ ଟେ ସିଏ ଖୁସିକୁ କରେ ବିଚରଣ, ଦୁନିଆ ଲୋକେ ଉଲ୍ଲାସେ ଥିଲେ ଝଲସୁ୍ ଥାଏ ତା ମନ। ନିଃସ୍ଵାର୍ଥପର ମଣିଷ ଟେ ସିଏ ବେଦନାକୁ ଚାପି ରଖେ, ନିଜର ଯନ୍ତ୍ରଣାକୁ ସେ ଭୁଲି ଅନ୍ୟର ଯାଇ ଦେଖେ। ନିଃସ୍ଵାର୍ଥପର ମଣିଷ ଟେ ସିଏ ସଭିଙ୍କୁ କରେ ସମ୍ମାନ, ଅନ୍ୟ…

Read More

मंजिल

तेरा मुझे सिर्फ चाहना मुझे गवारा नहीं मेरा नाम है मंजिल मुझे पाने के लिए मेहनत कर तेरा मुझ पर हक होना चाहिए पाने की तेरा मुझे सिर्फ चाहना मुझे गवारा नहीं तू बिना कोशिश किए मुझे पाने की तमन्ना रखता है  तू किस बेबुनियाद की आस लगाए बैठा है तुझे लगा मुझे पाना इतना…

Read More

ନାରୀ’ ଆଉ ‘ପ୍ରେମ

ନାରୀ ଆଉ ପୁରୁଷ….ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସତ…କିନ୍ତୁ …ଜୀବନରେ.. ସ୍ୱାମୀ ସ୍ତ୍ରୀ ର ଭୂମିକା ରେ ଅଭିନୟ କଲା ବେଳେ.. ନାରୀ ର ମାନ ଅଭିମାନ ଭାରି ପଡ଼ିଯାଏ..,, ନାରୀ ସ୍ନେହମୟୀ..,, ପ୍ରେମ ନିର୍ଝରିଣୀ.. ,,ସହନଶୀଳା..,, ହେଲେ.. ନାରୀ ‘ମାନ ମୟୀ’  ସମ୍ମାନ ପ୍ରିୟା…,, ଦୁନିଆଁ ଆଖିରେ .. ନିଜର ମାନ ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ.. ସେ ପୁରୁଷ ର ହାତ ଧରେ…,, ସେ ଦୁର୍ବଳା ନୁହେଁ ,,କିନ୍ତୁ ‘ଲତା’ ଟିଏ…

Read More

ଅଙ୍ଗୁଳିମାଳ

ମୁଁ ଅଙ୍ଗୁଳିମାଳ… ଶହେସାତ ମୃତ୍ୟୁକୁ ଗଳାରେ ଲମ୍ବାଇ ଅନ୍ଧକାରେ ଖୋଜୁଛି ସ୍ୱର୍ଣାଭ ସକାଳ। ଅନ୍ୟର ଇଚ୍ଛାକୁ ହତ୍ୟାକରି ସ୍ୱଇଚ୍ଛାକୁ କରିଛି ଗଳାହାର ମାତ୍ର ଅଙ୍ଗୁଳିମାଳ ଲାଗେ ଏବେ,  ସତେ ସହସ୍ରଭାର ବିଷୟ କଙ୍କାଳ। ଇଚ୍ଛା ମୋର ରକ୍ତାଭ ପଳାଶ  ପୁଣି ରୌଦ୍ରଠାରୁ ଉଷ୍ମ ରକ୍ତମୁଖା ମୁଁ ନିଜ କାଳ ଖୋଜିବୁଲେ ନୂତନ ଅଗୁଂଳି ହତ୍ୟାକରି ମୁଣ୍ଡ ମାଳମାଳ। କାହାର ଏ କୁହୁକ ପରଶ ବନଭୂମି ଲଭୁଛି ଉଶ୍ୱାସ  ଓଠରେ ଧାରେ ଦିବ୍ୟ ମଲ୍ଲୀହସ ସତେ ଶତ ଦେବଙ୍କ…

Read More

ମନର ହାଟ

 ଗ୍ରୀଷ୍ମର ସୁନେଲି ରଙ୍ଗ ରୂପକୁ ହୃଦୟ ବାଢ଼ି ଦେଳି, ନିଦାଘ ଗ୍ରୀଷ୍ମ ମୋ ମନ ଭାବନା କୁ ଝାଞ୍ଜି ଖରା ଦିଏ ଜାଳି ।। ପଲାସ ରୂପେ ଆକର୍ଷିତ ହେଲି ହାରିଗଲା ମନ ସେଇଠି, ପ୍ରେମର ମହକ ଖୋଜିବୁଲେ ମନ ବାସ ହିନ ଯେଉଁଠି ।। ମଳୟ ଶାନ୍ତ ଶୀତଳ ସ୍ପର୍ଶରେ ମନ ଗଲା ସତେ ଉଡ଼ି, କ୍ଷଣିକ ସୁଖରେ ଦଗା ଦେଇଗଲା ଝାଉଁ ବଣେ ଦେଲା ଛାଡି ।। ଗଙ୍ଗ ଶିଉଳିର ମହକରେ ସତେ ରାତି…

Read More

ମୁକ୍ତା

ଆନ୍ତରିକ ଭକ୍ତି ନାହିଁ ଯଦି ଖୋଜିଲେ ପାଇବା କେଉଁଠୁ ? ଅବଶ୍ୟ ଇଚ୍ଛା ଓ ଇଚ୍ଛା ମଧ୍ୟରେ ରହିଛି ପାର୍ଥକ୍ୟ ବୋଲି ତୃଷ୍ନା,କାମନା,ବୁଦ୍ଧି,ଶାସ୍ତ୍ର ଓ ମୂର୍ତ୍ତିକୁ ନେଇ ଚାଲିଛି ସଂଘର୍ଷ, ଛାଟିପିଟି ହେଲେବି ମନରେ ବିଶ୍ୱାସ ଜମୁନି “ବାୟୁ ଏକ ପ୍ରଶ୍ୱାସ ମାତ୍ର”। ଅଭିବ୍ୟକ୍ତିର କାର୍ଯ୍ୟ କ’ଣ  ପଚାରିଲେ କହିବାକି? ମାଂସପେଶୀର ଶକ୍ତି ଆମ କାର୍ଯ୍ୟ । ମସ୍ତିଷ୍କର ଉଚ୍ଚ ବିଚାରରେ ଶ୍ରବଣ କରିବା ଓ ହୃଦୟ ମସ୍ତିଷ୍କ ଜିଣି ଶରୀରର ଶିରା ପ୍ରଶିରା ଓ ପ୍ରତିଟି…

Read More