ପାଶାନ୍ କଲ ମତେ

ଥିଲି ପଖନ୍ ଚିକନ୍ ଚାକନ୍,  ଖଦ୍ ଡା କଲ ମତେ,  କିଏ ବାଟ୍ ଲ ପିଠି ବେସର୍ କିଏ ଯଁତ୍ଲ ପେଟେ।।  କିଏ ବନାଲ ଚନ୍ଦନ୍ ପେରି ମୋର୍ ଦିହେଁ ଚନ୍ଦନ ଘୁରି,  ନାଁ ଟେ ଦେଲ ରୁବେନ୍ ବଲି,  ପିସି ମୁଗ୍ ବିରି।।  ରେତି ଦଉଛ ଜିରା ସୁର୍ ଷୋ ସିଲ୍ ସିଲ୍ପା କରି,  ଯଁତା ବଲି ଦଲି ଦଉଛ ମୁଗ୍ ,କାନ୍ଦୁଲ୍ ,ବିରି।।  ପିସି ଦଉଛ ରୁବେନ୍ କରି ଅଦା ଲେସୁନ୍ କେତେ,  କାଏଁ…

Read More

ମୃତ୍ୟୁ ର ଜନ୍ମ

 ମୁଁ ବୋଧେ କିଛି କହୁଥିଲି କିଛି ତ କହୁଥିଲି  ହଁ ଆପଣ କିଛି କହି ପାରିବେ  ମୁଁ କ’ଣ କହୁଥିଲି କ’ଣ କହିଲେ  ମୁଁ ଜମାରୁ କିଛି କହିନି  ଓ ହୋ ବୁଝିଲି, ବୁଝିଲି ଏମିତି ମୋ ସହିତ ଅନେକ ଥର ହୁଏ  କଥା କ’ଣ କି ….., ହେ ଭଗବାନ୍  ଦେଖିଲ ମୁଁ ଯେଉଁ କଥା କହିବା ପାଇଁ ଆସିଥିଲି ହଁ ମୃତ୍ୟୁ ର ଜନ୍ମ ଉପାଖ୍ୟାନ । ସେ କେମିତି ଆସିବ ? ମୃତ୍ୟୁ…

Read More

ଦଗା

ନିଝିରି ପଡୁଛେ ଦିହଁର୍ ଝାଲ ଦିନ୍ ଦୁଇ ପହର୍ ସାରା ଇ ବତରେ ବଢଲେ ଖରା ପୁର୍ ଥୀ ତର୍ ଲିବା ପୁରା  ବେଲ୍ ଥାଉଥାଉ ଇତାର୍ ଉପରେ ବନେ କରି ଟିକେ ଭାବ୍ ବନ୍ୟା ବାତ୍ୟା ଖରାର୍ ଦାଉନୁ କେନ୍ତା ପାଏମା ଥାବ୍ ହେତେଇ ଚେତେଇ କହୁଛି ପ୍ରକୃତି ମାନ୍ ପ୍ରକୃତିର ଦଗା ଖରା ଯାଇ ବର୍ଷା ଆଏଲେ ବାବୁ ଗଛ୍ ଗୁଟେ ଗୁଟେ ଜଗା ।। ରାଧାକାନ୍ତ ସୁନା ଲରମ୍ଭା ମାର୍କେଟ୍ ପଡା ବରଗଡ, …

Read More

ନିଜ ପର

   ସକାଳୁ ଖାଲି ଚିଡ଼ ଚିଡ଼ ଲାଗୁଛି l କୋଉ କାମରେ ମନ ଲାଗୁନାହିଁ ତାଙ୍କର l ଏମିତିରେ ବି କାମ କଣ ଅଛିକି ? କାମବାଲୀଟିଏ ସକାଳେ ସନ୍ଧ୍ୟାରେ ଆସି ରୋଷେଇ ପତ୍ର କରିଦେଇ ଯାଏ l ହାତରେ ଖାଇବା ଆଣି ଯାହା ଖାଇବା କଥା l ବେଳେ ବେଳେ ଏମିତି କାହିଁକି ଲାଗେ କେଜାଣି l ଗୋଟିଏ ଅସୁରକ୍ଷିତ ଭାବନା ମାଡ଼ି ବସେ ସରିତାଙ୍କୁ l ଚଉଷଠି ବର୍ଷ ହେଲାଣି ଆସିକି l ଯଦି…

Read More

ସମୟ

କେହି ଜଣେ ଆଙ୍କିଦେଲା ଧାରେ କଜଳ ଲଗେଇଦେଲା ସିନ୍ଦୂର ପିନ୍ଧାଇଦେଲା ଶାଢ଼ୀ ଡାକି ଦେଲା ‘ଦେଵୀ ‘। ଯାଚିଲି  ଅମର ବର ଐଶ୍ୱର୍ଯ୍ୟ ଆହୁରି ଅନେକ କିଛି..  କେହି ମାଗିଲେ ନାହିଁ ନେଲେ ନାହିଁ  କିଛି ନା କିଛି । କେହି ଡରିଲେ ନାହିଁ ଖରାକୁ ବର୍ଷାକୁ ବିଜୁଳିକୁ ଶୀତକୁ । ଫେରି ଦେଖିଲି ସେଦିନର ଛେଉଣ୍ଡ ଛୁଆ ବନି ଯାଇଛି ବାପା ଜୋର୍ କରି କେହି ଜଣେ ଭିଡ଼ି ଧରିଛି ଭାଙ୍ଗି ଯାଇଥିବା ହୃଦୟ ସମୟ…

Read More

ପିତୃଦିବସ

ବାପା ! ଆଜି କ’ଣ ଜାଣିଛ ? ଆଜି ପିତୃ ଦିବସ ବାପା ! ଆଜି ତୁମର ଦିବସ । କିନ୍ତୁ କ’ଣ କରିବି ବାପା ! ତୁମର ଦିବସ ଯେ ? ତୁମକୁ ଟିକିଏ ଶୁଭେଚ୍ଛା ବି ତ  ଜଣେଇ ପାରିଲି ନି । କେବଳ ଦିନସାରା ୱ୍ଆଟ୍ସ୍ ଆପ୍  ଏବଂ ଫେସ୍‌ବୁକ୍ ହିଁ ଦେଖୁଥିଲି । ସେଠି ସମସ୍ତଙ୍କ ଷ୍ଟେଟସ୍‌ ଏବଂ ପୋଷ୍ଟରେ କେଵଳ ଥିଲେ ବାପା। ତାଙ୍କରି ବାପା ଏବଂ ସେମାନେ, ସମସ୍ତ…

Read More

मैं बडी हो गई

हॉ मां  में बडी हो गई हॉ मां मै बडी हो गई , तेरी नन्हि सि जान् अपने पैर् पर् खडि  हो गई हॉ मां में बडी हो गई।   ।।१।। तु बोलती थी सारे गम् दुर होजाए मेरे से  (२) पर् देख् मां  तेरी  जाने से खुसि भि चलि गई देख् मां  में बडी हो…

Read More

ଖଜା

ବଢେ ଆଧିକର୍,    ଦରବ୍ ଗୁଟ୍’କ,         ନାଆଁ ଟାକ ତାର୍ ଖଜା, ରଜା ନୁ ପର୍’ଜା ,    ସବ୍’କର୍ ମନେ,         ତାହାର୍ ଦର୍’ଜା ଉଁଚା । ଶାଶ୍ ଘର୍ ଖଟି,  ଗଲେ ସୁନା ନାକି        ସଁଗେ ତ ଯାଏସି ଧରି , ଅଏର୍’ସା ,ମୁଗିଆ,  ଦାଁତ୍’ରି ଖଜା ,        ଚଂଘ୍’ରା ଭୁଗ୍’ଲି ଭରି  ।    …

Read More