ଆଖି ଇସାରା

 ଆଖିର ଇସାରା  ଗହନସେ କଥା  ବୁଝିବି ଅବୁଝା ରହେ,  ବୁଝିବା ପାଇଁକି ଶାଠ ପାଠ ଲୋଡା  ମରମ ବଖାଣ କହେ…..।।୦।।  ନୀଳ ସାଗରରୁ ଘନ ନୀଳ ସିଏ  ଗଭୀରତା ନାହିଁ ଜଣା,  ଆକାଶ ଛାଉଣୀ ଛୋଟ ପଡିଯାଏ  ପରିସୀମା ଆନମନା,  ଆଖି ଇସାରା ରେ ଜୀବନ ଭରଇ  ମରି ହଜିଥିଲା ଦେହେ…..।।୧।।  ଝରିଗଲେ କେବେ ଲୁହ ଦୁଇ ଧାର  ଗପ ଉପନ୍ୟାସ ହୁଏ,  କାହା ପାଇଁ ଅବା ପ୍ରେମର କବିତା  ପରାଣ ଦହନ ସିଏ ,  ସେ…

Read More

ଅଲେଖା ପୃଷ୍ଠା

ଯନ୍ତ୍ରଣା ଏକ ଜୀବନ ଖାତାର ଅଲେଖା ଶବ୍ଦ ଟିଏ ସେ ଶବ୍ଦକୁ ଯିଏ ନିତି ପଢେ ସେ ଜୀବନ ଯନ୍ତ୍ରଣା କୁ  ସୌନ୍ଦର୍ଯ୍ୟ ର ରୂପ ଦିଏ। ସେଇ ଯନ୍ତ୍ରଣା ସୌନ୍ଦର୍ଯ୍ୟ ଆଇନା ରେ ଦେଖେ  ଭିନ୍ନ ତା’ ରୂପ ଛାଇ ଜୀଇଁ ବାକୁ ହେବ   ସେଇ ଛାଇ ତଳେ   ଆଖିରୁ ଲୁହ ଶୁଖେଇ। ମିଛ ହସ ଧାରେ  ସତକୁ ଆଦରି ନେଇ ନୀରବ ଓଠରେ , ଭାଷା କୁ ହଜେଇ ହାତ ଲେଖୁଥିବ  ଅଲେଖା କାଗଜେ …

Read More

ଶକ୍ତି ସ୍ଵରୁପିଣୀ ମା

 ମା ବୋଲି ତୋତେ ଡାକି ଦେଲେ ଥରେ                   ଦୂରେଇ ଯାଏ ବିପଦ ଶକ୍ତି ସ୍ୱରୁପିଣୀ  ଅଭୟ ଦାୟିନୀ                       ତୁହିମା ଦୁର୍ଗତି ନାଶିନୀ ରକ୍ଷ କାହିଁ କେତେଦୂର ଚାଲି ମୁଁ ଆସୁଚି                           ଭକ୍ତି…

Read More

ବର୍ଣ୍ଣାଢ୍ୟ ଶରତ

ଆସନ୍ତେ ଶରତ କାଳ ଆକାଶ ଦିଶେ ନିର୍ମଳ, ଗଗନ ପାଣ୍ଡୁର ବର୍ଣ୍ଣ ଶୋଭା ପ୍ରକାଶେ, ଗଭୀର ଗର୍ଜନ କାରୀ ବାରିଦ ପଟଳ ଲୁଚି, ଖଣ୍ଡ ଖଣ୍ଡ ମେଘମାଳ ନୀଳ ଆକାଶେ, ଶାନ୍ତ କୋମଳ ନିଳୋତ୍ପଳ, ପ୍ରକାଶଇ ଦିବ୍ୟ ଶୋଭା ହୋଇ ନିର୍ମଳ  (1) କେତକୀ ଟଗର ମଲ୍ଲୀ ରଜନୀ ଗନ୍ଧା ନିଆଁଳି, ଧଳା ପଟରେ ସଜ୍ଜିତା ଧରଣୀ ମାତ, କୁଟଜ ଅର୍ଜୁନ ବୃକ୍ଷ ଗନ୍ଧହୀନ ବହେ ବାତ ଅତିବେଗର ଗତି ହେଲାଣି ବିରତ, ପ୍ରଖରତା ଶୁନ୍ୟ ସମୀର,…

Read More

ମନ୍ଦାରମାଲି

କେତେ ସରାଗେ ମାଁ ଗୋ ଦଉଡ଼ି ଆସିଛେଁ, ସଜେଇ କରି ପୂଜାଥାଲି…. ଲାଲ୍ ରଙ୍ଗର୍ ଫୁଲେ ଫେର୍ ଗୁଁଥି ମୁଇଁ ଆନିଛେଁ, ଭାବର୍ ମନ୍ଦାରମାଲି l ଧୂପ୍’କାଠି ସାଁଗେ ନଡ଼ିଆ ସିନ୍ଦୂର୍ ଆନିଛେଁ ମାଁ ଗୋ ଧରି, ଲାଲ୍ ସିନ୍ଦୂର-ମନ୍ଦାର ମଖେଇଦେଲେ ମାଁ ହେଇଯିବୁ ତୁଇ ବାରି l କଁହଁରି ଯିବୁ ତୁଇ ମହକି ଯିବୁ ଗୋ ଧୂପଦୀପ ଦେମି ଜାଲି, ଆର୍ ଘଣ୍ଟ ଶଙ୍ଖ ବଜାର୍ ତାଲେ ଗୋ ତତେ ପିନ୍ଧାମି ମନ୍ଦାରମାଲି  ।। ଦିପ୍ତି…

Read More

ବୈକୁଣ୍ଠ

ବୈକୁଣ୍ଠ ସମାନ ଆହାଃ ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର, ଗୁରୁ ଗୁରୁଜନେ ଭକ୍ତି ଶ୍ରଦ୍ଧା ର ସମ୍ମାନ ଥାଏ ଯହିଁ ଗୃହେ ତାହା ଦେବ ମନ୍ଦିର  ସମ, ପିତା ପୁତ୍ର ସ୍ନେହ ଥାଏ ଅତୁଟ ନିବିଡ଼ ଭାଇ ଭାଇ ର ବନ୍ଧନ ଶ୍ରୀ ରାମ  ଭରତ,, ମାତୃ ଭଗ୍ନୀ ଶ୍ରଦ୍ଧା ଥାଏ  ନିବିଡ଼ ଅବାଧେ ଜିଣି ହୁଏ ଜଗତ କୁ ଆସୁ ଝଡ଼ ଯେତେ, ପରିବାର ବନ୍ଧନ ର ଅମୃତ ଆସ୍ଵାଦନ…

Read More

ସମ୍ପର୍କ

 ସମ୍ପର୍କର ଖିଅରେ ବନ୍ଧା ଏ ମଣିଷ ଜୀବନ ମା ଆ ବାପା ଭାଇଭଉଣୀ ସଖା ପରିଜନଙ୍କ ସ୍ନେହରେ ପଡିଛି ବନ୍ଧନ!ଏଇ ସମ୍ପର୍କ ଯେ ଦିନେ ଛିନ୍ନ ହୁଏ କେଇ ଟଙ୍କା ଓ ବିଳାସମୟ ଜୀଵର ମୋହରେ ! ଏଇ କେଇ ମୁହୂର୍ତ୍ତର କ୍ଷଣିକ ସୁଖ ପାଇଁ ମଣିଷ ଭୁଲିଯାଏ ନିଜ ରକ୍ତର ସମ୍ପର୍କ ଆପଣାର କରିବସେ ଟଙ୍କା ବିଳାସ ବ୍ୟସନର ସେଇ କେଇ ମୁହୂର୍ତ୍ତର ସୁଖ ସନ୍ତକ ! ଏଇ ସୁଖ ସନ୍ତକ ସେଇ ଦିନ ଯାଏ…

Read More