ମୁନୁଷ୍

  *ଫଟୋ ସୌଜନ୍ୟ ଗୁଗୁଲ  ପାଏନ୍ ଫୁଟ୍ କା ମୁନୁଷ୍ ଜୀବନ୍ ଠିକ୍ ନା ନାଇ କେତେବେଲେ ଯିବା ଉଡି  ହିଁସା, ହଁକାର ନାଇ ରଖ୍ ଭାଇ  କାହାରିର୍ କଥାନେ ପଡି । ନିଜର୍ କାମ୍ କମାନି ଥି  ଧ୍ୟାନ୍ ଦେ ନାଇଁ ହ କାହାରିର୍ ସାଙ୍ଗେ କଁଟି କାମ୍ କରିଚାଲ୍ ଫଲଲ୍ ପାଏବୁ  ନିଶ୍ ଚେ ନାଇଁ ହ ଜହ ସାନିଘାଟି । କାହାର୍ ଛିଡଲା କାହାର୍ ପୁଡଲା କାହାର୍ ହେଲା କାହାର୍ ନାଇ ହେଲା…

Read More

ରଫ୍ ଖାତା

*ଫଟୋ ସୌଜନ୍ୟ ଗୁଗୁଲ                    ସବୁଥିରୁ ବେଶୀ ଭଲ୍ ପାଏଁସି ମୁଇଁ ତୋତେ       ତୁଇ ଥିଲେ କାହାକେ ଡର୍ ନାଇଁନ ମୋତେ।       ଛୋଟ୍ ବଡ୍ ତେଢା ବଙ୍କା ରକମ୍ ରକମ୍ ଅକ୍ଷର୍       ଯେନ୍ତା ସେନ୍ତା ହେଲେ ଭିଲ୍ ମୋର୍ ଅତି ନିଜର୍।      ସାହିତ୍ୟ ଇଂଲିସ୍ ଖାତାନେ ରହେସି ବଡା ଡର୍…

Read More

ବନ୍ଧୁ ବୋଇଲେ ତୁମେ

 ୍ ନିଆଁ ଝାଞ୍ଜିରେ ସିଝି ଥିବା ଶରୀର ପ୍ରକ୍ଷାଳନ ପରେ  ବନ୍ଧୁ ପଚାରନ୍ତି କେମିତି ଅଛ? ସବୁଯୋଗାଡ଼ ହେଲା ତ ! କେତେ ଟିଣ ଘିଅ ଢ଼ଲା ହେଲା ? ଶୁଦ୍ଧ ନା ଭେଜାଲ, ସବୁରି ଉତ୍ତର ହେଲା ଶବଟି ଜଳୁଥିବା ଯାଏ ମୁଁ କଥା ହେଉ ଥିଲି । ଏନ୍ତୁଡି ଶାଳର ଆଦ୍ୟ ଅସ୍ତିତ୍ବ ଜାହିର କରୁଥିବା  ଶୁଣିଥିଲି ଜଳିବା ଭିତରେ  ବାୟୁରେ ଘର ଖଣ୍ଡେ କରିବାର ଦୁର୍ବାର  ଅଭିସ୍ପା ଖଣ୍ଡିତ ହେଉଥିଲା ଛିଟିକି ପଡ଼ୁଥିବା…

Read More

ଦି ଦିନର ଏ କାହାଣୀ

ଦିନେ ମୁଁ  ଥିଲି ତୁମର ଦିନେ ତୁମେ ଥିଲ ମୋର ଦି ଦିନର ଏ କାହାଣୀ ସରିଯାଇଛି ତ ଭଲହେଲା ତୁମକୁ ମୁକ୍ତି ମିଳିଲା ମୋତେ ବି!  କେତେ ଶୀଘ୍ର ସମୟଟା ସରିଗଲା ! ଏବେ ଖାଲି  ଆତ୍ମକାହାଣୀର କଥା ଅନାବନା ଗୀତର ଲହରୀ ଯେଉଁ ଆଡୁ ଭାସିଆସୁଥିବ ସିଆଡକୁ ନିରେଖିବା କଥା ତୁମେ  ତ ପ୍ରତ୍ଯକ୍ଷ ରେ ନାହଁ ଯେ କାଂଦିପକେଇଲେ ଆଉଁସିଦେବ ଆଖିପତାକୁ ତୁମେ ତ ପ୍ରତ୍ଯକ୍ଷ ରେ ନାହଁ  ଯେ ହାତରେ ତୋଳିଧରିଵ…

Read More

ଆତ୍ମାର ମୃତ୍ୟୁ

ପ୍ରଭଞ୍ଜନ ନାମକ ପ୍ରାଣୀଟିକୁ ରହି ରହିକି ସେଇ ପୁରୁଣା ରଡ଼ି ବାରମ୍ବାର ଶୁଭୁଥିଲା l —କୋଉଥିରେ ତ ବାହାରୁନି l ଦିସ୍ତା ଦିସ୍ତା କାଗଜ ସାରି କାହିଁକି ଲେଖୁଛ ସେଗୁଡାକ ? ମୋତେ ଟିକେ ଘର କାମରେ ସାହାଯ୍ୟ କଲେ କଣ ହାତ ଘୋରି ହେଇଯିବ ? ନଅ ଘଣ୍ଟାର କିରାଣୀ ଚାକିରୀ ସକାଳୁ ଉଠୁ ଉଠୁ ଦୌଡ଼ି ଯାଇ ପରିବା ଆଣ କ୍ଷୀର ଆଣ ଅଟା ଆଣ ଢ଼ିଙ୍କି ବଗ ସବୁ ଆଣି ଘରେ କୁଢ଼େଇ…

Read More

ଅଜବ୍ ଦୁନିଁଆ

ଯାହାକେ ଦେଖ୍ ବ ହର୍ ବର୍ ତର୍ ବର୍ କାହାରିର୍ ନ ନାଇଁନ ସମିଆ କାମ ନାଇଁ କି ଫୁର୍ ସତ୍ ନାଇଁ ଇ ଟା ତ ଆଜିର୍ ଦୁନିଁଆ । ଧରମ୍ କେ ନେଇ ଝଗ୍ ଡା ଲାଗସନ୍  ହିନ୍ଦୁ ଆଉ ମୁସଲମାନ୍ ହେମାନ୍ କୁ  ଯଦି ପଚ୍ ରାବ ଘାଏ ନାଇଁ ପଢିଥାନ୍ କେହି  “ଗୀତା” କି “କୁରାନ୍”  । ଚପଲ୍ ପଢ଼େଁଇ ରକମ୍ କେ ରକମ୍ ବିକା ହେସି ଏ.ସି. ମଲ୍ ଭିତ୍…

Read More

ବାପା

ଆଜି କ’ଣ ଜାଣିଛ ? ଆଜି ପିତୃ ଦିବସ ବାପା ! ଆଜି ତୁମର ଦିବସ । କିନ୍ତୁ କ’ଣ କରିବି ବାପା ! ତୁମର ଦିବସ ଯେ ? ତୁମକୁ ଟିକିଏ ଶୁଭେଚ୍ଛା ବି ତ  ଜଣେଇ ପାରିଲି ନି । କେବଳ ଦିନସାରା ୱ୍ଆଟ୍ସ୍ ଆପ୍  ଏବଂ ଫେସ୍‌ବୁକ୍ ହିଁ ଦେଖୁଥିଲି । ସେଠି ସମସ୍ତଙ୍କ ଷ୍ଟେଟସ୍‌ ଏବଂ ପୋଷ୍ଟରେ କେଵଳ ଥିଲେ ବାପା। ତାଙ୍କରି ବାପା ଏବଂ ସେମାନେ, ସମସ୍ତ ସାଙ୍ଗ-ସାଥୀ ,…

Read More

ବୃଦ୍ଧାଶ୍ରମ କାହିଁକି

  ଚଳନ୍ତି ଠାକୁର ଅଟନ୍ତି ପିତା ମାତା ତାଙ୍କରି ସ୍ନେହ ଶରଧା ଆବେଗରେ  ଆମେ ହୋଇଥାଉ ଜଗତ ଜିତା  ପିତା ମାତାଙ୍କର ବାର୍ଦ୍ଧକ୍ୟର ସଖାଜେ ଅଟଇ ସନ୍ତାନ  ଶିକ୍ଷିତ ଆଧୁନିକ ସନ୍ତାନ ଏସବୁ ଭୁଲିଯାଇଛି ପରା  ଯୋଉ ପିତା ମାତା  ସନ୍ତାନ ର ଦୁଃଖ କଷ୍ଟ କୁ କରିନ୍ତି ନିଜର ସନ୍ତାନ ଖୁଶି ପାଇଁ ସହିଛନ୍ତି କେତେ ଜେ ପିଡା ଯେତେବେଳେ ବୟସ ଅପରାହ୍ନରେ ବାର୍ଦ୍ଧକ୍ୟ ତାଡନାରେ ହରେଇ ବସନ୍ତି ନିଜର ବଳ ବପୁ  ସେତେବେଳେ ସେଈ…

Read More

ଧୂମକେତୁ

ସବୁ କିଛି ଯଦି ହୁଅନ୍ତା ସମ୍ଭବ  ପୋଡ଼ି ଦିଅନ୍ତି ମୋ ସ୍ବପ୍ନ ମାନଙ୍କୁ  ନିଗୁଡୁ ଥିବା ଧୂମର ଆସ୍ତରଣେ ଫୁଣି ଅନ୍ୟ ରୂପ ଦିଅନ୍ତି ମୁଁ ତାକୁ  ଛମ୍ ଛମ୍ ଛମ୍ ଛମ୍ ଏ ଶବ୍ଦ କାହାର  ନିମନ୍ତ୍ରଣ କରେ ବାରମ୍ବାର,  ହେଲିଣି ଅଥୟ କେଉଁଠୁ ଆଣିବି ସେ ଟୋପାଏ ଲୁହ କରିସାରିଛି କେବେଠୁ ପଥର ଯେ, ମୋ ଶରୀରକୁ  କଳାରୁ କାଳି, କଳାରୁ କଳଙ୍କ  ଲେଖି ସାରିଛି ସବୁଥିରେ ଅମାପ ହୃଦୟକୁ ତଥାପି ନିସ୍ତାର ପାଉନି, …

Read More