ଠିକଣା

ଜୀବନ ଏଠି ଚାରି ଦିନର  ତଥାପି ମଣିଷ ପାଲଟିଛି ଅଜଣା  ତୁମେ ଆଜି ଯେଉଁ ଠିକଣା ଖୋଜୁଛ  କାଲି ଥିବ କି ନଥିବ କାହାକୁ ଜଣା  କେବଳ ସ୍ମୃତି ଚିହ୍ନ ଥିବ  ପୁଣି କିଏ ବାହୁନି ହେଉଥିବ ଏଠି ସେଠି ସବୁଠି ସମୟ ବହୁଥିବ ଦିଗନ୍ତ ପର୍ଯ୍ୟନ୍ତ ପଥ ଲମ୍ବି ଥିବ  ହେଲେ ନିରୁଦିଷ୍ଟ ଥିବ ସେଇ ଅଗଣା  କିଏ ଏଠି ରାଜା କିଏ ମହାରାଜା  କିଏ ମହାଜନ, କିଏ ସେବକ ଜୀବନ ଏଠି ଅଭିନ୍ନ ତଥାପି…

Read More