ପ୍ରୀତି

ପ୍ରୀତି ଏକ ପ୍ରସ୍ଫୁଟିତ ଶୁଭ୍ର ଶତଦଳ ପ୍ରୀତି ଏକ ତପସ୍ୟାର କୋଟି ପୁଣ୍ୟ ଫଳ ।। ପ୍ରୀତି ଏକ ସ୍ରୋତସ୍ଵିନୀ ଅମୃତର ଧାରା  ପ୍ରସ୍ତର ଦେହରେ ପ୍ରାଣ ସଞ୍ଚାରଇ ପରା ।। ପ୍ରୀତି ଏକ ହୃଦୟର ଦିବ୍ୟ ଅନୁଭବ ଜୀବନ ସତ୍ତାର ସେହି ପୁଲକିତ ଭାବ ।।  ପ୍ରିତୀ ଅଛି ବୋଲି ମର୍ତ୍ତ୍ୟ ହୁଏ ସ୍ୱର୍ଗପୁର  ପ୍ରୀତି ବିନା ଏ ଜୀବନ ଶୂନ୍ୟ ପାରାବାର ।। ଜୀବନ କଳଶ ଭରା ପ୍ରୀତି ପୀୟୁଷରେ ଉଠ ବନ୍ଧୁ, ଦେଖ…

Read More

ରାଧା ବିନା କୃଷ୍ଣ ଅଧା

  ଏ ସାରା ଜଗତେ     ଯେତେକ ଜନ           ସବୁଠାରୁ  ଶ୍ରେଷ୍ଠ ସେହି , ସ୍ନେହ , ପ୍ରେମ ,ଦୟା , କ୍ଷମାର ସାଗର          ରାଧାକୃଷ୍ଣ   ଜଣା ଯାଇ    ।।  ରାଧାକୃଷ୍ଣ  ଦୁହେଁ   ପ୍ରେମର ପ୍ରତୀକ          ରହିଛନ୍ତି   ଯୁଗେ ଯୁଗେ ରାଧା ବିନା କୃଷ୍ଣ    କୃଷ୍ଣ  ବିନା ରାଧା          ସୃଷ୍ଟି   ନୁହଇ  ସମ୍ଭବ …

Read More

ପ୍ରୟାଣ ପ୍ରହର

ମୋ ଭାରୁ’ଏ ଭାଗ୍ୟର  ସବୁତକ ଭାଜ୍ୟ  ଏବେ ! ପଳାତକ ତଥାସ୍ତୁ ? ମହଣ ମହଣ  ମୂର୍ଦ୍ଧନ୍ୟ ମନଃସ୍ତତ୍ୱ’ ଏବେ ! ଗମ୍ବୁଜରେ ବନ୍ଦୀ  ବାରୁଦ ଲେସା ଶବ୍ଦ ସବୁ   କ୍ଷତାକ୍ତ କ୍ଷେପଣାସ୍ତ୍ର , ଶବ୍ଦଭେଦୀ ବାଣ ଆଜି  ଶବ୍ଦଶୁନ୍ୟ ତୁଣୀର, ସବୁତକ ଆହ୍ବାନ ଆଜି ଅପହୃତ ଅଙ୍ଗିକାର , ଅଭିଷିକ୍ତ ଆୟୁଷ ମାନେ, ଏବେ ଯୁଦ୍ଧ ଫେରନ୍ତା ପରସ୍ତେ ପରସ୍ତେ, ପରାସ୍ତ ପୂର୍ଣ୍ଣାହୁତି। କାହାକୁ ନେଇ ଲେଖିବି ! ଜୀବନ ଚକ୍ରର  ଅସରନ୍ତି ଆସ୍ତରଣ ?…

Read More

ବନୀତା

ସାମାନ୍ୟ ଦୂରରେ ଥିବା  ନିଅନ୍ ଖୁଣ୍ଟକୁ ଧରି ଘୂରିଘୂରି ବର୍ଷାରେ ଭିଜୁଥିଲା ସେ।ଆକାଶକୁ ଅନାଇ ଦେଉଥିଲା ଥରକୁ ଥର।ସତେ ଯେମିତି ମାପୁଥିଲା ବର୍ଷାର ଉଷ୍ମତା ଅଥବା ତା ଗତିର ତିବ୍ରତା। ରାତି ଗଭୀର ହେଉଥିଲା। ସେ ନିର୍ମୋହୀ କିନ୍ତୁ  ନିର୍ଭରରେ ବର୍ଷା ଆଗରେ ନିଜକୁ ଉନ୍ମୁକ୍ତ କରି  ଦେଇଥିଲା ! ଝରକା ଦେଇ ଦେଖୁଥିଲି ମୁଁ । ବିନ୍ଦୁବିନ୍ଦୁ ବର୍ଷାର ହିମ ଶୀତଳତା ରେ ଥରଥର ହୋଇ ଥରି ଉଠୁଥିଲା ତା କ୍ଷୀଣ ତନୁବହ୍ଲରୀ । ନିଅନ…

Read More

ଆସ ଝଁପେଇ ହେମା

ଆସ ଆସ ମୋର୍   ଭାଏ ବହନି ହୋ         ନିସ୍‌ମା ଭାଷାର୍ ଧାର୍ ଭିନ୍ ଭିନ୍ ଦିଗେ  କଲମ୍ ଚଲେଇ         ଘିଁଚ୍‌ମା ପଥରେଁ ଗାର୍। ଭାଷା ସାହିତ୍ୟର୍   ଉଲ୍‌ଗୁଲାନ୍‌ଥି     ଆସ ହୋ ହେମା ଝଁପେଇ ହୋ’ ହେଇକରି   କର୍‌ମା କବାର୍ ଯେ        ପୁର୍‌ଥି ଦେମା କଁପେଇ । ଅକ୍ଷର୍ ଜଗାମା   କଲମର୍ ଗାରେଁ        ଜଜ୍‌ବଜ୍ ହେବା…

Read More

ନୂଆଁଖାଇ ତିହାର୍ ଆଏ ଏନତା

ନୂଆଁଖାଇ ତିହାର୍ ଆଏ ଏନତା ଭାବେ ଯୁଡିଦେସି କରି ଏକତା ନୂଆଁଖାଇ ତିହାର୍ ଆଏ ଏନତା।  ଆମର୍ ପରବ୍ ଆମର୍ ଗରବ୍  ଯିଏ ଥାଉ ପଛେ ଯେତେ ଦୂରେ ନୂଆଁଖାଇ ଲାଗିଁ ହାଜର ହେସନ୍  ସଭେ  ନିଜର୍ ନିଜର ଘରେ।  ଗୁରଦୁ ଗହଗହ ହେସି ଚଷାର୍ ମନଟା ନୂଆଁଖାଇ ତିହାର୍ ଆଏ ଏନତା  ମାନମା ଆସ ଠାନକେ ସବି ଆମର୍ ତିହାର୍ ନୂଆଁଖାଇ  ସବୁ ହିଂସା ଅଂହକାର କେ  ମନ ଭିତରୁ ଦୁରେଇ  ନୂଆଁଖାଇ କେ ଖାଲି …

Read More

ଧନି ଗରିବ୍

ଧନି କାଏଁ ଜାନବା ଗରିବର୍ ଦୁଃଖ୍  ଧନି ନାଇଁ ଚାହେଁ ଦେବାରକେ  ଗରିବ୍ କେ ନିଜର୍ ଭାଗର୍ ସୁଖ୍ ।  ଇନ କିହେ ନୁହେ ଜାନିଥ କାହାର୍  କଳିଯୁଗେ ଏନତା ଚଲୁଛେ ସଂସାର।  ସୁଖ୍ ବଲବାର୍  ଜିନିଷ ଟା କାଣାଁ  ଜନମ୍ ଯାହାର୍ ଗରିବ ଘରେ  ଟଂକା ତିନଶ ଲାଗିଁ ଖଟସି ଗୁଟାଦିନ କୁଟୁମ୍ ପୁଶବାର୍ କେ  ଖରାତରାରେ ଯେତେ ଚାହେଁ ଲେ ବି ଗରିବର ମୁହେଁ  ନାଇଁ ଝଲସେ ହଂସି  କୁଟୁମ୍ ର ଅଭାବ୍ ପୁରନ୍…

Read More

ନୂଆଁଖାଇର୍ ତିନଟା ଚିଠି

                    ଚିଠି ନମ୍ବର ଏକ୍ ନୂଆଁଖାଇର୍ ଜୁହାର କରୁଛେ ଛିନବୁ ଦାଦା ମୋର  ଇଥର ଆମେ ଆଉର ନାଇଁ ଯାଉଁ ନ ଗାଆଁର୍ ଘର। ତୁମେ ଜାଣିଛ ସହରେ ମୁଇଁ ବନେଇଛେଁ ଗୁଟେ ଘର୍ ଘର ଛାଡ଼ି କରି ଗଲେ ସଫା କରିଦେବା ସବୁ ଚୋର୍ ଇ ବଛର୍ ନୁ ଆମେ ସଭେ ଇନୁ ନୂଆଁ ଦେମୁ ଖାଇ ତୁମେ ସଭେ ଭି ଇ…

Read More

ଜୀବନ

ବିଶ୍ବାସ ଓ ଅବିଶ୍ବାସ ଜୀବନର ଦୁଇଟି ଅଭିନ୍ନ ଅଙ୍ଗ ମଣିଷର କର୍ମ ଉପରେ ସବୁକିଛି ନିର୍ଭର କରେ ବିଶ୍ବାସ ହାସଲ କରିବା କଷ୍ଟକର କାର୍ଯ୍ୟ  ସାମାନ୍ୟତମ ଭୁଲ୍ ମଣିଷକୁ  ଅବିଶ୍ବାସର ଗଭୀରତା ମଧ୍ୟକୁ ଠେଲି ଦିଏ ଜୀବନର ପ୍ରତି କ୍ଷଣ ମଣିଷ ଏମିତି  ବିଶ୍ବାସ ଓ ଅବିଶ୍ବାସର ଦୁଇଟି ପଥରେ ଅଗ୍ରସର  ନିଶ୍ଚିତ କରିବାକୁ ହେବ ଆମେ କେଉଁ ପଥରେ ପରିଚାଳିତ ହେବା  ଈଶ୍ୱର ବିଶ୍ବାସର ପ୍ରତୀକ  ଆଉ ଅବିଶ୍ବାସ ଠିକ୍ ଭାଙ୍ଗିଥିବା ସେଇ ସ୍ବପ୍ନ ପରି…

Read More

ଝିଅ ଟିଏ ମୁଁ

ଝିଅଟିଏ ମୁଁ ଭାବିଲା ବେଳକୁ ଯେ         ଦ୍ବନ୍ଦ ମନେ ଭରିଯାଏ , ବସି ନୀରବତାରେ   ଭାବେ ଅନ୍ତରରେ         ଝିଅକୁ ଗଢିଲା କିଏ ?  ।।     ପରେ ଜ୍ଞାତ ହୋଇ ମନେ ଖୁସି ହେଲି          ଭଗବାନଙ୍କର ଏହା ଦାନ , ସବୁ ଜାଣି ମଧ୍ୟ   ଶିଶୁ  କନ୍ୟାଙ୍କର             ହତ୍ୟା କରେ ମୂର୍ଖ ଜନ ।।   …

Read More