ନୂଆଁଖାଇର୍‌ ଅନୁଚିଂତା

ଅରନ୍‌ ଆଏ ଜୀବ୍‌ ଜଗତର୍‌ ସବୁନୁ ମୂଲ୍‌ ଆଧାର୍‌ ସେ ଅରନର୍‌ ବଲେ ଅଏସୋ ଚଲୁଛେ ସାରା ସଁସାର୍‌। ଅରନର୍‌ ଗୁନ୍‌ ଯେତେ ଗାଏଲେ କହେଲେ ସରେ ନାଇଁ ସେଥିର୍‌ ଲାଗି ତ ସଁସାର୍‌ ସାରା ଗୁନ୍‌ ଗାଉଛେ ଭାଇ। ସେ ଗୁନ୍‌କେ ଗାଏବାର୍‌ ଲାଗି ମାନୁଛୁଁ ହୋ ନୂଆଁଖାଇ ଉସତ୍‌ ମନେ ଗହକି ହେଇ ଯେତେ ଅଛୁଁ ଭାଇଦାଇ। ଧର୍‌ତି ମାଆର୍‌ ହିଆକେ ଚିରି ଧାନ୍‌ ଖେଡ଼୍‌ଟେ ପକାସି ଦିହିଁକେ ଦହି ମେଘ୍‌ ବାଦଲ୍‌ ପାଏନ୍‌…

Read More

ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି

                                                                      ମୁଁ ସେ ପୂଣ୍ୟ ଭୂମି ରୁ ଆସିଛି, ମୁ ସେ ପୂଣ୍ୟ ଭୂମି ରୁ ଆସିଛି ଯାହା ଦେହରେ ଗଙ୍ଗା ବହୁଛି ଯାର ହାତରେ ତ୍ରିରଙ୍ଗା ଉଡୁଛି…

Read More

ପିଲାଦିନ

ତମେ ଆଜି ଅଦୃଶ୍ୟ  ମନ କାନ ଭାସର ଚିତ୍ରପଟ୍ଟରୁ ଖୋଜୁଛି ଧୂଳିମାଟି କାଦୁଅର ଭିତରେ ମନ ପ୍ରଜାପତୀ ଚିତ୍ରିତ ଓଢଣାରେ ଛାଡିଆସି ଥିବା ମୋ ପିଲା ଦିନ ଅଳସୁଆ ଆକାଶରୁ ଅଦିନିଆ ବତାସ ନିଶବଦରେ ହତାଶ ଫୋପାଡେ ମନର ମରୁରେ ଝରିଯାଏ ସନଜୀବନୀ ସୁଧା ମନେପଡେ ପିଲା ଦିନ ଅଭୁଲା ସ୍ମୃତିର  ସମସ୍ତଙ୍କୁପଚାରେ  ସ୍ଵପ୍ନ , ଫୁଲ , ଭୂମି ଓ ଭୂମାକୁ ପାହାଡ, ଝରଣାକୁ ଜାଣିହୁଏନି କେଉ ଠିକଣାରେ ଥିଲା ପିଲା ଦିନର ନମୁନା ନିଜକୁ…

Read More

ମାୟାରେ ବାୟା

ରୋଜି ମୋ ପାଖ ଟେବୁଲରେ ବସି କାମ କରେ l ସିଏ ହିଁ ମୋର ଫେସବୁକରେ ଆକାଉଣ୍ଟଟିଏ ଖୋଲି ଦେଇ କହିଲା —ଭାଗ୍ୟଶ୍ରୀ ଏଇଟା ହେଉଛି ମାୟାର ଦୁନିଆ l ତୁ କୁଆଡେ ଯିବା ଦରକାର ନାହିଁ l ଘର କୋଣରେ ବସି ସ୍ୱର୍ଗ ସୁଖର ଅନୁଭବ ପ୍ରତ୍ୟକ୍ଷ ରୂପେ ପାଇ ପାରିବୁ l ତୁ ଭୁଲିଯିବୁ ତୋର ସବୁ ଅସୁବିଧା ସୁବିଧା  l ଜୀବନକୁ ନେଇ ତୋର ସବୁ ଅଭିଯୋଗ କୁଆଡେ ଉଭେଇ ଯିବ ଦେଖିବୁ…

Read More

ଭୋକ

ଦେଖ ତ ଲୋକମାନେ କେନତେହି ଖାଲି ଭୋକ୍ ଭୋକ୍ ହେଉଛନ୍  ଆରେ କେତେ ଖାଏଲେ ପେଟ୍ ପୁରବା ଚରି ତ ଗଲନ ସବୁ,  ଆର୍ କାଣା ଅଛେ ଯେ ଭୋକ୍ ମେଟାବ ଗାଁର୍ ଆମ ବୁରେଇ ଝାର୍ ଜଙ୍ଗଲ, ବନ୍ଧ, ବନ୍ଧଲି ଗୋଚର ଜମି, ଭାଗବତ ଟୁଙ୍ଗି  ମଶାନପଦା, ନାଗବାଚା କୁଠି କେନକେ ଗଲା କେଜାନି ନୁରୁଥ, ଇହାଦେ  ହେ ଯେନ ଖେଲପଡିଆ ଥିଲା ସେଟା ଭିଲ୍ ପରେ ହଜି ଯାଇଛେ ଗାଁର ମାଏନ୍ ମାଏନତା ସବୁ…

Read More

କବିତାର୍ ଲାଗି କବିତା ଟେ

ତୁଇତ ପୁନି ରାତିର୍, ଜନ୍ ଉକୀଆ     ତରାର୍ ଭିଲେ ରହେସୁ, କାଗଜ୍ ଉପ୍ରେ କଲମ୍ ଗାରେ       କେତେ କଥା କହେସୁ।(୧)  ତୋର୍ ତ ମନ୍ ପବିତର୍,ଜୀବନ୍ ଗଙ୍ଗା,          ପାନୀର୍ ଧାରେ ବୁହିସୁ  ତୁଇତ କବିର୍ ମନର୍ ସୁଖର୍ ହଣାଁ     ଦୁଖ୍ ଥିଲେ ବି ସାଙ୍ଗେ ରହେସୁ (୨)  ତୁଇତ ବାର ମାସର୍  ତେର ପରବ୍     ବଛର୍ କେ ବଛର୍ ଆଏସୁ ତୁଇତ…

Read More

तुझे अविराम चलना होगा

धारा के उलट प्रवाह में चलना होगा कष्टों कि पीड़ा को हंस के सहना होगा होगा दूर पर तुझे, क्षितिज तक पहुंचना होगा कस कमर तुझे अविराम चलना होगा तानों के कटु तीक्ष्ण घातक तीरों का पग पग घायल करती कुटिल चालों का करना है प्रतिकार तुझे शंखनाद करना होगा कस कमर तुझे अविराम चलना…

Read More

ଇଟା

ମୁଇଁ ସିନେ ପେଟର୍ ଭୋକ୍ ସହି ନି ପାର୍ଲି ଯେ ତୋର୍ ସହର୍ କେ ଆସଲି, ଇଟା ବୁହି କେଁ ଜାନିଥିଲି ଇନୁ ଇଟା ବୁହିଲେ ପଏସା ନାଇଁ ମିଲେ ପଏସା ଦରକାର୍ ହେଲେ ବୁହିବାର୍ କେ ପଡସି ତୋର ମଦ୍’ଗନ୍ଧିଆ ଦିହିକେ ଛାତିର୍ ଉପରେ, ତୋର୍ ବିଷ ଚରା ଦାଁତ୍ ଖୁଁପାକେ ବେଞ୍ଜାଟି ଲେଖେନ୍ ରଚାବାର୍ ହେସି ବେକ୍ ତଳେ, ଜଙ୍ଘ ଉପରେ ନାହି ବୁଡକି ନୁ ମୋର୍ ଲାଗି ତୁଇ ବି ଗୁଟେ ଇଟା…

Read More

ଅଷାଡ

ନୂଆ ନୂଆ ପହେଲା କଲେଜର ଜେନ୍ ଖୁସି ସେଟା  କେହିନି ପାର୍କ ଆରୁ ବୁଲିଯିବାରର ନୂଆ ଜାଗା ମାଙ୍କେ ଯାଇ କିନା ମଜା କରିଲେ ଭି  ନାଇ ମିଲେ । ନୂଆ ନୂଆ ସାଙ୍ଗ ମାନଙ୍କର ସାଙ୍ଗେ ଖୁଲମଖୁଲା ମଜା ନା ଇସକୁଳ ଲେଖେ ମାଷ୍ଟର ଜୁଗି ରହିବେ ନା ମା ବୁଆର କେନଶି ରୋକଟୋକ । କଲେଜରେ ଆଉ ଗୁଟେ କାମରୁ ନିସ୍ତାର ମିଲ୍ଳଶି ଯେ ପୁରା ୫-୧୦ କେଜୀୟା ସ୍କୁଲ ବେଗ ବୁହି ନେବା…

Read More

ନୂଆଁଖାଇ

 ନୂଆଁଖାଇ ପରବ ପାଲନ କରବାରଟା  ଆଧ୍ୟାତ୍ମିକ ,ପାରମ୍ପାରିକ ,ସାମାଜିକ  ଭାବଧାରାର ଗୁଟେ ସମନ୍ନିତ ପରିପ୍ରକାଶ ଆଏ ।କେନ ପୁରାତନ ସମିଆନୂ ଚଲି ଆସୁଥିବା ଆମ୍ହର ପରମ୍ପରା କହୁଛେ ଘରର ବାଏର ବଗିଚା କି ଖେତ ଖଲାନେ ଫଲଟେ ଫଲଲେ ଫୁଲଟେ ଫୁଟଲେ ପହେଲା ତାକେ ମାତୃଶକ୍ତି ନ ଅରପନ୍ କରାହେସି , ନାଇଁହେଲେ ମୁନୁଷ ର ମନ ଟା ନାଇଁବୁଝେ  । ନୂଆଁଖାଇ କୃଷିଭିତ୍ତିକ ପରବ ହେଇଥିବାର ଲାଗି ଚାଷଜମି ନେ ଚାଷୀ  ଲଗନଅନସାରେ ତାର ଖେତେ…

Read More