महीना: सितम्बर 2023
ଟିକେ ହସିକି ତ ଦେଖ
କେତେଥର କହିବି ହସିଲେ ତମ ମୁହଁ କୁ ଭଲ ମାନେ ବୋଲି !! ଲକ୍ଷେ ହୀରାଫୁଲ ସତେକି ଏକା ସଂଗେ ତଳକୁ ଖଡ଼ିପଡ଼େ ବୋଲି !! କେତେ କହିବି.. ସକାଳ ର ଅରୁଣିମାରେ ଶୀତଳ ପବନ ର ସ୍ପର୍ଶ ରେ ଖୋଲା ଆକାଶ ତଳେ ପକ୍ଷୀର ସଂଗୀତ ରେ ନଦୀର ଛଳ ଛଳ ପାଣି ଆଉ ଶ୍ରାବଣ ବର୍ଷା ରେ ହଜିଗଲେ କେତେ ଭଲ ଲାଗିବ ବୋଲି !! ସବୁବେଳେ କଣ ଜରୁରୀ ! ସୁର୍ୟୋଦୟ ବେଳେ…
*”प्रथम पूज्य आराध्य गजानन”*
वक्रतुण्ड, हेरम्ब आपका,नित प्रति करते हम आराधन। ‘श्रीगणेश’प्रभु तुमसे होता,प्रथम पूज्य आराध्य गजानन।। भद्रकारिणी आय चतुर्थी , मोद मिले जब आप पधारे। मोद संग मोदक मिलते हैं , संकटनाशक संकट टारे।। भक्तों की आशा पूरी हो,कोविड भागे करता क्रंदन। श्रीगणेश प्रभु तुमसे होता,प्रथम पूज्य आराध्य गजानन १। कान बडे़, हम सबकी सुनते,आँखें…
ହଁ ଆଶ୍ ତ ଅଛେ
ଆଶ୍ ଅଛେ ବଲି ତ ସଂସାର ଚାଲୁଛେ ଚାରହି କୁତି ବିଶ୍ବାସ କେ ନୁରି ହେଉଛେ ନିଶାସ୍ ମିଲବା ମିଲବା ଦିନେ କେନସି ଠାନେ ସେଭିଲ୍ ଅନ୍ ନିଶାସ୍ ହେଇକରି ତୁମକୁ ଖୁଜୁଛେ ଦେଖୁଁ ମୁନୁଷ ଆର୍ କାଣା ରଙ୍ଗ ସଜଉଛେ ଶରାବନ୍ ତ ଝଙ୍କେର୍ ଭୁଲଲାନ ହେ ଯେନ୍ ସପନ୍ ବୁଝିଥିଲେ ସେମାନେ ଗଜା ମରଡିର୍ ଶିକାର୍ ହେଲାନ ଦୋଷ କାହାକେ ଦେମା ଦୁଃଖିର୍ ଦୁଃଖ୍ ଇହେଦେ ହୁରୁଦ୍ ଖୁଜୁଛେ କେତେଯେ ସକାଲ ପାହିକରି ରାଏତ୍…
ନୁଆ ଖାଇ ତିହାର୍
ଦୁଃଖୁ ମୁଡେ ହାତ୍ ଦେଇ କରି ଆରୁ ଦୁଃଖୀ ଗାଲେ ହାତ ଦେଇ କିରି ବଇଛେ।ତିନ୍ ଦିନ୍ ହେଲାନ ଘରେ ଚୁଲ୍ହି ନାଇଁ ଜଲବାର୍।ଘରେ କାଣା ଅଛେ ଯେ ଚୁଲ୍ହି ଜାଲ୍ ବା। ଛୁଆ ଯୁଡାକ ଖାଇବାର୍ ଲାଗି ମାଗୁଛନ୍।ନାଇଁ ଦେଲେ କିରାଇ କିରି ଘର୍ ଦୁଆର୍ ଫଟାଇ ଦେଉଛନ୍। ତାକର୍ କନ୍ଦା ନାଇଁ ସମ୍ ଲାଇ ମାଖୁନୁର୍ ମାଁ ପଖାଲ୍…
ନୂଆଁଖାଇ ତିହାର
ଅଛରା ଅଛରା ବରଷା ପାନି ଖେତ ଖଲା ନ ଭରଲା ପାନି ଉଷତ ହେଇ ଚାଷୀ ଭାଇ ସୁନାର ଫସଲ ଆନଲା ଦାଇ ନୂଆ ଧାନ ଭୋଗ ଲଗେଇ ସମଲେଇ ମାଁ ର ଆଶିଷ ନେଇ ମାନମା ଆମେ ନୂଆଁଖାଇ ଏକଜୁଟ ହେଇ ନାଚି ଗାଇ । ପଛିମ ଉଡ଼ିଶାର ସିଂଘା ପରବ ଭାବ,ପିରତିର ବନ୍ଧନ ରାଗ , ରିଷମି ଭୁଲି କରି ଆମେ ଚିହ୍ନମା ସବକର ମନ୍ ନିଜେ ଖାଇ କରି ପରକେ ଖୁଆମା ଆମେ…
ନୂଆଁଖାଇ
ଏତେ ବଡ଼ ଇଷ୍ଟାଣ୍ଡରେ କିମିତି ପାଇମି ସେଇ ଯୋଉ ନୂଆଖାଇ ବସ୍ ଟାକୁ ଏ -ଏ ବାବୁ ଟିକେ କ’ତ ନୂଆଖାଇ ବସ୍ କେ’ଟା କିସ କହିଲୁ ଜାଣିନୁ…ହା ନାତିଆ ଟା ଫି ସନ ଆସି ନେଇଯାଏ ଓହୋ କି ଜାକଜମକ ସେ ନୂଆଖାଇ ମନ ପୁରିଯିବ, ଆଖି ଝଲସିଯିବ ଏତେ ସୁନ୍ଦରିଆ ଭେଟଘାଟ ଦେଖି କାଇଁ ଏସନ କିଛି ଖୁଜଖବର ନାଇଁ କିମିତି ଅଛି ନାତିଆଟା ଯେ ଭାବିକି ଅନ୍ତ ଘାଣ୍ଟିଚକଟି ହଉଚି ଟିକେ ଦେଖି…
ନୂଆଁଖାଇ
କଲାହାଁଣିର୍ ବହ ମୁଇଁ ଭବାନୀପାଟନା ମୋର୍ ଘର ଛତର୍ ଢାପି ରଖିଥା ମାଁ କରୁଛେଁ ଜୁହାର। ତୁଇ ଗୋ ମାଁ ଇଷ୍ଟଦେବୀ କଲାହାଁଣିର୍ ଶିରୀ ତୋର୍ ପାହା ତଲେ ଗୋ ମାଁ କରୁଛେଁ ଗୁହାରି। ବଛର୍ ଟାକର୍ ତିହାର୍ ଇଟା ଆମର୍ ବଡ୍’ଖା ପରବ୍ ମିଶି ଘୁଲି ରହେମା ସଭେ ସାନ୍ ହେଉ କି ବଡ୍ କର୍’ମା ସବକର୍ ଆଦର୍। ପରବ୍ ଭିତ୍’ରେ ରଜା ଆଏ ବଲି କହେସୁଁ ଶିଘା ତିହାର୍ ଜିଁ ଜାଗିଥିଲେ ଫେର୍ ଭେଟ୍ …