ଉପକ୍ରମ:
ଭାଷା ମୁନୁଷ ଲାଗି ଗୁଟେ ଜରୁରୀ ଆବଶ୍ୟକତା ଆଏ । ଭାଷା ବିନା ମୁନୁସର ଉନ୍ନତି ସମ୍ଭବ ନୁହେଁ । ଭାଷା ବ୍ୟକ୍ତିର ଉନ୍ନତି କର୍ବାର ସଙ୍ଗେ ସଙ୍ଗେ ସଂସ୍କୃତି ଆଉ ସମାଜ ଗଠନ ରେ ବଢେଭାରି ଭାର ବୁହିନେସି । ଭାଷା ବିନା ମୁନୁଷ ମୁନୁଷ ନୁହେଁ ,ଭାଷାର ଲାଗି ହିଁ ତ ଆମେ ଅଲଗା ଜୀବ ମାନଙ୍କର ଠାନୁ ଅଲଗ ଆଉଁ। ସମାଜ ଗଠନ କର୍ବାର କେ ଭାଷା ହିଁ ତ ନାହି ପକାଇଛେ ଆଉ ଆଗକେ ଆଗକେ ବହକେଇଁ ନେଇଛେ ସମାଜ କେ । ଆମର ଜୀବନ ରେ ଭାଷାର ମହତ୍ତ୍ଵ ହିସାବ ବାହାର ଆଏ । ମୁନୁଷ ଜାଏତ କେ ଗୁଟେ ନା ଆଉ ପରିଚୟ ଦେଇଛେ ଭାଷା । ଭାଷା କେ ନେଇକି ଆମର ପହେଚାନ ଯେହେତୁ ତାକେ ନେଇକି ଆମେ ଗର୍ବ କର୍ମା ହିଁ କର୍ମା ଆଉ ଇଟା ସବୁ ଜାତିର (ଦେଶ) ଲୋକ କର୍ସନ୍। କିଏ ନିଜର ମାଁ କେ ଅସୁନ୍ଦର କହେସି କାଏଁ ଯେ କହେବା ହେଲେ । ଫେର ବି କିଛି ଅଭାଗା ଲୋକ ଜେନ ମାନେ କି ନିଜର ମାତୃଭାଷା କେ ଅଲଗା ଭାଷା ନୁ ହିନ୍ମାନ ବଲିକି ବେଭାର କବବାର କେ ସରମ କରସନ । ଆଏଜ୍ ସାରା ଦୁନିଆଁ ଥି ଭାରତ ଗୁଟେ ଏନ୍ତା ଦେଶ ଆଏ ଜେନେ କି ୧୫୦୦ ନୁ ଅଧିକା ଭାଷାର ବେଭାର ଦେଖ୍ବାର କେ ମିଲିସି । ଆଉ ଇ ବିବିଧତା କେ ନେଇକରି ଆମେ ଗର୍ବ ବି କରସୁ । ଆମର ସମ୍ବିଧାନ ବି ଆମକୁ ଆମର ନିଜର ଭାଷାର ସୁରକ୍ଷା ଆଉ ପ୍ରଚାର ପ୍ରସାର ଲାଗି ମୌଳିକ ଅଧିକାର ହିସାବେ ଦେଇଛେ (Art -୨୯) । ଭାଷା କଥା ଜେଭେ ବି ପଡ଼ସି ଆମେ ଭିନ ଭିନ୍ ଭାଷା ଭିତରେ ଥିବାର କଲି ଝଗଡ଼ା କେ ବି ଦେଖବାରରକେ ପାଏସୁ । ଭାଷା ବିବାଦ ପହେଲା ମୁଲ ହୋଇଥିଲା ଇଂରେଜ ସମିଆ ରେ ହିନ୍ଦୀ ଆଉ ଇଂରାଜୀ କେ ନେଇକରି ଯେ, କେନ ଭାଷାରେ ପିଲା ପାଠ ପଢ଼ବେ । ଆଉ କେନ ଭାଷା ନେ ପଢିଲେ ଶିକ୍ଷାର ଉଦ୍ଦେଶ୍ୟ ପୁରା ହେବାର ସଙ୍ଗେ ସଙ୍ଗେ ବ୍ୟକ୍ତି ଆଉ ସମାଜର ଲକ୍ଷ୍ୟ ପୁରା ହେବା । ଭାରତ ସ୍ଵାଧୀନ ହେଲାପରେ ଭାଷା ଭିତ୍ତିକ ରାଜ୍ୟ ଗଠନ ଆୟୋଗ ଗଠିତ ହେଲା ଆଉ ଭାଷାକେ ନେଇକରି ଭିନ ଭିନ ରାଜ୍ୟ/ପ୍ରଦେଶ ମାନେ ଗଠନ ହେଲା । ଭାଷା ସମକେ ଗୁଟେ ନୂଆଁ ପରିଚୟ ଦେଲା । ଆମେ ଓଡିଶାନେ ମିସିକରି ଓଡ଼ିଆ ବଲି ପରିଚୟ ପାଏଲୁ,ହେଲେ ସ୍ଵାଧୀନତା ପରେ ପରେ ପଶ୍ଚିମ ଓଡିଶାର ଭାଷା ସମ୍ବଲପୁରୀ ବଲି ଆମେ ଅନୁଭବ କଲୁ। ଜେନଟା କି ଓଡ଼ିଆ ଭାଷାନୁ ପୁରାପୁରୀ ଅଲଗ ନାଇଁ ହେଲେ ବି ଗୁଟେ ଅଲଗ ଭାଷା ଆଏ ।
ଇ ଭାଷା ଆମର ସମ୍ପତି ଆଏ । ଆଉ ଆମେ ଭାଏଗବାନ ଆଉଁ ଯେ ଆମର ଭାଷା ସମ୍ବଲପୁରୀ ଆଏ । ଇ ଭାଷାର ବେଭାର ଇନର ଲୁକେ କେନ ଯୁଗୁଁ ବେଭାର କରି ଆସୁଛନ ଯେ ତାର ସଠିକ ତଥ୍ୟ ଆଏଜ ତକ୍ ନୁହେଁ ଆସେ ଆମର ସାମ୍ନା କେ । ହେଲେ ବି ଭାଷାର ମଧୁର ପନ୍ ପୁରା ବିଶ୍ୱନେ ନିଜର ପହେଚାନ ବନାଇ ସାରିଛେ ନାଚ,ଗୀତ,ନାଟକ ଆଉ ଫିଲିମ୍ ମାଧ୍ୟମ ଥି । ଆଏଜ ଆମର ଭାଷା କେ ବଞ୍ଚାଇ ରଖିଛନ୍ ଇନର୍ ବାହିର ଲୁକେ , ଇନର କବି ଲେଖକ, ଗୀତକାର ଆଉ ପାଠକ ମାନେ । ଦିନେ ଇ ଭାଷା ଆମର କଥିତ ଭାଷା ଥିଲା କିନ୍ତୁ ଆଝିର ସମିଆ ନେ ସମ୍ବଲପୁରୀ କେ ଗୁଟେ ଲିଖିତ ଭାଷା ବଲି ପହେଚାନ ମିଲି ସାରିଛେ କବି ହଳଧର ନାଗ ଆଜ୍ଞାଙ୍କର ପଦ୍ମଶ୍ରୀ (୨୦୧୬) ସମ୍ମାନ ମାଧ୍ୟମରେ । ତା’ର ସଙ୍ଗେ ସଙ୍ଗେ ଜିତେନ୍ଦ୍ର ହରିପାଲ (୨୦୧୭ ), ମିତ୍ରଭାନୁ ଗୌନ୍ତିଆ(୨୦୨୦), କ୍ରିଷ୍ଣା ପଟେଲ(୨୦୨୩),ଆଉ ବିନୋଦ ପଶାୟତ (୨୦୨୪ ) ଆଗ୍ୟାଙ୍କର ପଦ୍ମଶ୍ରି ସମ୍ବଲପୁରୀ ଭାଷା କେ ଆଉ ସବୁ ପଶ୍ଚିମ ଓଡ଼ିଶା ବାସୀଙ୍କୁ ଗୁଟେ ଅଲଗା ତହିଁକ ଦେବାର କେ ଖୁରାକ ଦେଉଛେ। କବି ଲେଖକ ମାନକୁ ବଢେ ଉସ୍ନାକି ଯୁଗାଇଛେ । ଆଏଜ ସମ୍ବଲପୁରୀ ସାହିତ୍ୟ ଲାଗି ଜେନ ଉଲଗୁଲାନ୍ ମୂଲ ହୋଇଛେ ସେ ଉଲ୍ଗୁଲାନ ନେ ହର ଏକ କିସମର ଲେଖା ଆଉ ହରେକ୍ ବଏସିଆ ଲୋକ ଜୁଡି ହୋଇଛନ। ଲାଗି ପଡ଼ିଛନ ସଭେ ଭାଷା ମା’ର ସେବା ନେ । ଆଏଜ୍ ସମ୍ବଲପୁରୀ ସାହିତ୍ୟ ଆମର କେନସି ବି ପ୍ରାଦେଶିକ ସାହିତ୍ୟ ସଙ୍ଗେ ଯୋଲ୍ ଦେବାର କେ ଠିଆ ହେବାର କେ ମୁଡ ଟେକି ସାରିଛେ ଇଥିରେ କେନସି ଦୁଇମତ ନାଇଁନ ।
ଆମର ଭାଷା ନେ ଆମେ ହର ଏକ କିସମ ର ଲେଖା ପାଇ ପାରୁଛୁ । ନାଟକ, ଉପନ୍ୟାସ, କାବ୍ୟ କବିତା, କଥାନି ଭକାନି, ଉପନ୍ୟାସିକା, ପୁରାଣ ,ଭାଗବତ, ଅନୁବାଦ,ଭ୍ରମଣ କାହାଣୀ, ସାକ୍ଷାତକାର କଥା, ଇତିହାସ କଥା, ଛୁଆକର ସାହିତ୍ୟ,କୁଇଜ୍ ବହି, ଭାଷା ବ୍ୟାକରନ, ଅଭିଧାନ ବହି, ବର୍ଣ୍ଣ ଲିପି ଇନ୍ତା ସବୁ ପ୍ରକାର ଲେଖା ଆମେ ପାଇ ପାରୁଛୁ । ଧିରେ ଧିରେ ସମ୍ବଲପୁରୀ ତାର ଡ଼ାହି – ପଏଁକେରା ମେଲେଇ ବସିଛେ ଆଉ ଆଗକେ ଆକକେ ବଢ଼ି ଚାଲିଛେ ।
ସମ୍ବଲପୁରୀ ଭାଷାର ଆଏବା ଭବିଷ୍ୟତ ଉଜଲ ଦେଖା ଯାଉଛେ । ନୂଆଁ ପିଢ଼ିର ଲେଖକ ମାନଙ୍କର ନୂଆଁ ନୂଆଁ ଚିନ୍ତାଧାରା ନେ ନୂଆଁ ଯୁଗର ସାହିତ୍ୟ ବି ସୃଷ୍ଟି ହେବାର କେ ଲାଗିଛେ । ଗାଁ ମୁଡେ “ବାଟୁଆ ବାସ” ବୋଲି ଜେନ କଲାପଟା ସାହିତ୍ୟର ଆଉ ଏକପଦି ସାହିତ୍ୟର ଉଲଗୁଲାନ ମୂଲ ହୋଇଥିଲା ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ଆଜ୍ଞାଙ୍କର ଦ୍ଵାରା ଘେଁସ ନେ ସେଟା ଆଏଜ ସାରା ପଶ୍ଚିମ ଓଡ଼ିଶାନେ ସାହିତ୍ୟର ବଢେ ମାଧ୍ୟମ ଟେ ହୋଇ ପାରିଛେ । ଇ କଲାପଟା ମାଧ୍ୟମରେ ସାଧାରଣ ଲୋକ ପାଖେ ସାହିତ୍ୟ ପହଞ୍ଚି ପାରିଛେ ଆଉ ସାଧାରଣ ଲୋକ କେ ଲେଖବାରକେ କେ ଉସ୍ନାକି ଯୁଗାଇଛେ । ପହେଲା କଲାପଟା ସାହିତ୍ୟ କାନ୍ଥି କିମ୍ବା ବୋର୍ଡ ବନେଇ ଲେଖୁଥିଲେ ଫେର ସାମାଜିକ ଗଣମାଧ୍ୟମରେ ଏକପଦି କଳାପଟା ତା’ର ଠାନ ନେବାର କେ ଅଣ୍ଟା ଭିଡ଼ି ବସଲା । ବାଟୁଆ ବାସ, ଘେଂସ ତାର ସଫଲତାର କାହାନି ଗାଇ ଦେଲା ପରେ , ବାଟର ପଦେ କନସିଁହା, ଘାଏ ଦେଖତ,ଗାଇ ସିଲେଟ, ଫଲ୍ସାଫୁଲ,ପଲ୍ସାଗୋରା, ବାଟଦୁଆରି,ପଡା,ଛାଏଁ ଛଏଁରା ,ଦଶମାଇଲ,ଝାଏଁରେ ବନପାଲି,କରାଟ,ଟି -ଗଣପାଲି,ବାଟରତରା ସରଗତରା, ଖୁଦାନ ହାତୀପାଲି,ଦର୍ପନ,ମୁଲକିହଁସି,ଜୟଶ୍ରୀଗିଡା ବାଟର ଶିରି,ଦିପ୍ତିପୁର ,ବାଟର ଛଏଁରା,ଆମର ଗାଁ ପପଙ୍ଗା ଏନତା କେତନି ଟେ କଲାପଟା ଏକପଦି ସମ୍ବଲପୁରୀ ସାହିତ୍ୟ କେ ବରକସ କାରବାର ସଙ୍ଗେ ସଙ୍ଗେ ନୂଆଁ ନୂଆଁ ଅନୁଷ୍ଠାନ ମାନ ଗଢି ଉଠଲା । ସାମାଜିକ ଗଣମାଧ୍ୟମରେ ସେନ୍ତା ଘଣ୍ଟି ସାହିତ୍ୟ ଘର୍ ଚିପିଲିମା, ନିଷାନ ,ତୁଷରା ବଲାଙ୍ଗୀର, କଲମ ସାହିତ୍ୟ ପରିବାର, ସମ୍ବଲପୁର,ରୁମ୍କୁଝୁମାନ -ସୋନପୁର ,ତେସଜସ୍ଵିନୀ- ବଲାଙ୍ଗିର ଏନ୍ତା ବେହିସାବ ଫେସବୁକ କଲାପଟା ମାଧ୍ୟମନେ ସାହିତ୍ୟ ସେବା ଜାରି ରହିଛେ।
ସମ୍ବଲପୁରୀ ଭାଷାଭାଷୀ ଅଞ୍ଚଲ– ପଶ୍ଚିମ ଓଡ଼ିଶା ନେ ସମ୍ବଲପୁରୀ ଭାଷାରେ କଥା ହେଉଥିବାର ଲୋକ ସଂଖ୍ୟା ପ୍ରାୟେ ୧,୦୩,୯୫,୪୦୯ (୨୦୧୧-General Census of India) ଝନ୍ ଆଉ ତାର ସଙ୍ଗେ ଛତିଶଗଡ଼ର ରାୟଗଡ଼ ଆଉ ବସ୍ତର ଜିଲ୍ଲା ସଙ୍ଗେ ସୁନ୍ଦରଗଡ଼ କେ ଲାଗିକରି ଝାଡ଼ଖଣ୍ଡ ଅଞ୍ଚଳ ନେ ବସବାସ କରୁଥିବାର ଲୋକମାନେ ବି ସମ୍ବଲପୁରୀ ଭାଷାକେ ନିଜର ମାତୃଭାଷା ହିସାବେ ବେଭାର କର୍ସନ୍। ସବୁକେ ମିଶାଇ ୧ କୋଟି ୪୦ ଲାଖ ଲୋକ ଆଏଜ୍ ସମ୍ବଲପୁରୀ ଭାଷା କେ ନିଜର ମାତୃଭାଷା ହିସାବେ ବେଭାର କରୁଛନ । ଇ ଭାଷା କେ ବେଭାର କରୁଥିବାର ଲୋକ୍ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼,ଝାରସୁଗୁଡ଼ା, ଦେବଗଡ଼,ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, ବୌଦ , ଆଉ ଅନୁଗୋଲ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ନେ ବସବାସ କରୁଛନ ।( ୧୯.୩ ଡିଗ୍ରୀ – ୨୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଆଉ ୮୨-୨୦ ଡିଗ୍ରୀ ନୁ ୮୬ ଡିଗ୍ରୀ ପୂର୍ବ ଦ୍ରାଘିମା )
ସମ୍ବଲପୁରୀ ଗୁଟେ ଭାଷା ଉପଭାଷା ନୁହେ : ସମ୍ବଲପୁରୀ ଭାଷା କେ ନେଇ ଅନେକ ଗବେଷଣା ଚାଲିଛେ ଆଉ ଆଗକେ ବି ଚାଲବା । ଗବେଷକ ମାନକର ଅନୁସାରେ କେହି କେହି ମତ ରଖିଛନ୍ ଯେ ଇ ଭାଷା ଟା ଆମର ସୌରସେନୀ ଓ ଅର୍ଦ୍ଧ ମାଗଧୀ ପ୍ରାକୃତ ଭାଷା ନୁ ଜନମ ନେଇଛେ ବୋଲି ମତ ଦେସନ ।
କିଛି ଗବେଷକ ସମ୍ବଲପୁରୀ କେ ଓଡ଼ିଆ ଭାଷାର ଉପଭାଷା ଆଏ ବଲିକି ଗ୍ରହଣ କରିଛନ୍ କିନ୍ତୁ ଇ ମନ୍ତବ୍ୟ କେ ଆଉ କିଛି ଗବେଷକ ଭୁଲ ବୋଲି ପ୍ରମାଣିତ କରି ସାରିଛନ। ଇ ଉଧେ ଭାଷାବିତ୍ ଡ.ବଂଶୀଧର ମହାନ୍ତିଙ୍କର ମତାମତ କେ ଉଦ୍ଧାର କରି ବିଚାର କେ ନିଆଯାଉ । ସେ କହିଛ ନ ଯେ, ” ଭାଷାତତ୍ତ୍ୱବିତ୍ ମାନଙ୍କର ମତ ଯେ ହିନ୍ଦୀର ୧୭, ବଙ୍ଗଳାର ୪, ବିହାରର ୩ ,ଆସାମର ଯେପରି ୨ଟି ଉପଭାଷା ରହିଛି ଓଡ଼ିଆରେ ସେପରି ଉପ ଭାଷା ଆଦୌ ନାହିଁ। ଆମେ କିନ୍ତୁ ସମ୍ବଲପୁରୀ ଭାଷାକୁ ଓଡ଼ିଆର ଉପଭାଷା ବୋଲି ଗ୍ରହଣ କରିପାରିବା । ‘’ ବିମ୍ ସ , ଗ୍ରୀୟରସନ ପ୍ରମୁଖ ଭାଷାତତ୍ତ୍ଵବିତ୍ ଓଡ଼ିଆ ଭାଷା ଆଲୋଚନା କଲାବେଳେ ସମ୍ବଲପୁରୀ ଭାଷାର ସେତେ ଆଲୋଚନା ବା ଗବେଷଣା କରି ନ ଥିଲେ; ତେଣୁ ସେମାନେ ତାହାକୁ ଓଡ଼ିଆର ଉପଭାଷା ବୋଲି ଗ୍ରହଣ କରି ନଥିଲେ ।” (୧) କିନ୍ତୁ ଇ ମନ୍ତବ୍ୟ କେ ପ୍ରଫେସର ସହଦେବ ରଥ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ “ସମ୍ବଲପୁରୀ ଭାଷାର ସ୍ଥିତି ଓ ସମ୍ଭାବନା” ନେ ଡ.ମହାନ୍ତିଙ୍କର ମତାମତ କେ ଦ୍ବନ୍ଦ୍ବାତ୍ମକ ଆର ଦ୍ୱିଧାଗ୍ରସ୍ତ ବୋଲିକି କହିଛନ।
ଆଉ ଅଲଗା ଦିଗେ ସମ୍ବଲପୁରୀ ଭାଷାକୁ କେ ଗୁଟେ ଅଲଗା ଭାଷା ବୋଲି ପ୍ରମାଣ କରିଛନ ଆଉ ତାର ଭିତରେ ଜେନ ସମ୍ଭାବନା ମାନେ ଅଛେ ସେତାକେ ଖୁଜିକି ବାହାର କର୍ବାର୍ ବାଟ ମାନେ ବହାରକରିଛନ। “ସମ୍ବଲପୁର ‘ହିତେଷିଣୀ’ , ଶଙ୍ଖ ‘ ଚତୁରଙ୍ଗ, ସପ୍ତର୍ଷି ଇତ୍ୟାଦି ସାହିତ୍ୟ ପତ୍ରିକାରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ରାଜ୍ୟରତ୍ନ ବଳଭଦ୍ର ବହିଦାର ,ଅଶ୍ୱିନୀ କୁମାର ପୁଝାରୀ, ବିଧୁଭୁଷଣ ଗୁରୁ, ଡ. ଶ୍ରଦ୍ଧାକର ସୂପକାର, ଗଙ୍ଗାଧର ଗୁରୁ, କବିରାଜ ପ୍ରୟାଗଦତ୍ତ ଯୋଶୀ ପ୍ରମୁଖ ଆଲୋଚକଙ୍କ ସମ୍ବଲପୁରୀ ଭାଷା ସମ୍ବନ୍ଧୀୟ ଆଲୋଚନା ଅନୁଧ୍ୟାନ କରାଯାଇପାରେ । ଏମାନଙ୍କ ମତରେ ଏହା କୌଣସି ମତେ ଓଡ଼ିଆ ଭାଷାର ଉପଭାଷା ନୁହେଁ ।(୨) ଏ ପ୍ରସଙ୍ଗରେ ଏଠାରେ ପ୍ରଫେସର ଗୋଲକ ବିହାରୀ ଧଳଙ୍କ ମନ୍ତବ୍ୟ ବେଶ ଉଲ୍ଲେଖନୀୟ ମନେହୁଏ । ସେ କହନ୍ତି – “ସମ୍ବଲପୁରର କେତେକ ଶିକ୍ଷିତ ଲୋକ ସମ୍ବଲପୁରୀ ଭାଷାକୁ ଓଡ଼ିଆରେ ଏକ ବଳିଷ୍ଠ ଉପଭାଷା ବୋଲି ସ୍ବୀକାର କରିବା ପାଇଁ ନାରାଜ । ସେମାନଙ୍କ ଦୃଷ୍ଟିରେ ଏହା ଏକ ସ୍ବତନ୍ତ୍ର ବଳିଷ୍ଠ ଭାଷା।” (୩)( ମଣିଷର ଭାଷା – ପ୍ରକାଶକ – ନିଉ ଷ୍ଟୁଡେଣ୍ଟସ ଷ୍ଟୋର) ଇଏନ୍ତା ବହୁତ୍ କଥା କଟାକଟି ଭିତରେ ସମ୍ବଲପୁରୀ ଭାଷା ଗୁଟେ ସ୍ବତନ୍ତ୍ର ଭାଷା ଆଉ ପରିପକ୍ଵ ଭାଷା ଆଏ ବଲି କେତନି ଗବେଷକ ମତାମତ ରଖିଛନ।
ସମ୍ବଲପୁରୀ ଓଡ଼ିଆର ଗୁଟେ ଉପଭାଷା ନୁହେ, ଇ କଥା କେ ପ୍ରମାଣ କରବାର କେ ଆମେ ଆଉ ଝନେ ଗବେଷକ – ଆଲୋଚକ ବୃନ୍ଦାବନ ନଥାଶର୍ମା ଙ୍କର ମତାମତ କେ ବିଚାର କେ ନେଇ ପାର୍ମା । ତାଙ୍କର ଅନୁସାରେ , ” କଥିତ ଭାଷା ଓ ଲିଖିତ ଭାଷା ” ପ୍ରବନ୍ଧରେ କହିଚନ ଯେ , ‘’ସମ୍ବଲପୁର ଅଞ୍ଚଳରେ କଥିତ ପ୍ରଚଳିତ ଗ୍ରାମ୍ୟ ଭାଷାର ମୂଳତତ୍ତ୍ଵ ଆଲୋଚନା କଲେ ଦେଖାଯିବ, ଏହି ଭାଷା ସାଧୁ ଓଡ଼ିଆ ଭାଷାରୁ ଉଦ୍ଭୂତ ହୋଇ ନାହିଁ । ଏହାର ମୂଳପିଣ୍ଡ ଛତିଶଗଡିଆ ହିନ୍ଦିରୁ ଆଗତ। ‘ଲାରୀହା’ ଭାଷା ନାମରେ ଗୋଟିଏ ଭାଷା ମଧ୍ୟପ୍ରଦେଶରେ ପ୍ରଚଳିତ ଅଛି । ଏହା ଓଡ଼ିଆ ଭାଷା ନୁହେଁ । କଥିତ ହିନ୍ଦୀ ଭାଷାରୁ ଏହା ସୃଷ୍ଟି ହୋଇଅଛି । ଏହି ଭାଷାରେ ହିନ୍ଦୀ ସାହିତ୍ୟ ଲେଖାଯାଏ ନାହିଁ ।”( ଶଙ୍ଖ – ପ୍ରଥମ ବର୍ଷ ୧୧ଶ ଓ ୧୨ଶ ସଂଖ୍ୟା)(୪) ଇ କଥା ନୁ ଆମେ ସଫା ସଫା ଯାନି ପାରୁଛୁ ଯେ ସମ୍ବଲପୁରୀ ଭାଷା ଓଡ଼ିଆ ଭାଷା ପରିବାର ସଙ୍ଗେ ସମ୍ପର୍କ ଥିଲେ ବି ହିନ୍ଦୀ ଆଉ ଲରିଆ ଭାଷା ସଙ୍ଗେ ସମ୍ବଲପୁରୀ ର ସମ୍ପର୍କ ବେଶି ଅଛେ ।
ସମ୍ବଲପୁରୀ କେ ଗୁଟେ କଥିତ ଭାଷା ନୁ ଲିଖିତ ଭାଷାର ରୂପ ଦେବାର ଲାଗି ଜେନ ପ୍ରୟାସ ଆରମ୍ଭ କରିଥିଲେ ଗୁରୁ ସତ୍ୟ ନାରାୟଣ ବହିଦାର ଆଏଜ ସେଟା ବଢେ ଉଲ୍ଗୁଲାନ୍ ର ରୂପ ନେଇଛେ । ସମ୍ବଲପୁରୀ ଲିପି ସୃଷ୍ଟି କାର୍ବାର୍ ଲାଗି ଅନେକ ଗବେଷକ ଭାଷାବିତ୍ ଚେଷ୍ଟା କରିଛନ ବି ଆଉ କରୁଛନ ଇହାଦେ ବି । ସମ୍ବଲପୁରୀ ଲିପି କେ ରଙ୍ଗ ଦେବାର କେ ଭାଷାପ୍ରେମୀ ଗବେଷକ ହେମକାନ୍ତ ସାହୁ ତିଆର କଲେ ବ୍ରାହ୍ମୀ ଲିପିର ସହାୟତାନେ ସମ୍ବଲପୁରୀ ଭାଷାର ଲାଗି ନୂଆଁ ଲିପି ଆଉ ତାଙ୍କର ବହିର ନା ଦେଲେ “ହେମ ବରନ ଡଣ୍ଡିଆ” (୨୦୦୫) । ସେନ୍ତା ଆଉ ଝନେ ଗବେଷକ ଖଡ଼ିଆଳର ବ୍ରଜ ମୋହନ ମେହେର ଗବେଷଣା କରିକି ନୂଆଁ ଲିପି ବାହାର କରିଥିଲେ। (ସମ୍ବଲପୁର ସଂସ୍କରଣ ,ସମାଜ- ୨୭:୦୮ .୨୦୨୦) ଯଦିଓ ଇ ଲିପିନେ ଅନେକ ବହି ଭିଲ ଛପା ଚାଲିଛି ଆଉ ଲୋକଙ୍କୁ ଇ ଲିପି ସିଖାବାର କେ ବି ଅନେକ କାର୍ଯ୍ୟକ୍ରମ ମାନେ କରା ହୋଇଛେ ତଥାପି ସମକର ପାଖେ ପହଞ୍ଚି ନି ପାରି କି ଭାଷାବିତ୍ ମାନେ ଇ ଦୁହି ଲିପିକେ ଗୁଟେ ପୂର୍ଣାଙ୍ଗ ଲିପି ବଲି ବି ମାନ୍ୟତା ନାଇଁ ଦେବାର ଆଜି ତକ । ଏବେ ତକ୍ ଆମେ ଓଡ଼ିଆ ଲିପିରେ ଲେଖୁଛୁ ଆଉ ସେଟା ହିଁ ସମ୍ବଲପୁରୀ କେ ଓଡ଼ିଆ ଭାଷାର ଉପ ଭାଷା କହେବାର କେ କିଛି ଲୋକଙ୍କୁ ସୁଯୋଗ ଦେଉଛେ କାଏ ଲାଗସି । କିଛି ଗବେଷକ ଆଉ ଲେଖକ ପାଠକ ମାନେ ସମ୍ବଲପୁରୀ କେ ଦେବନାଗରୀ ହିନ୍ଦୀ ଶୈଳୀ ରେ ଲେଖବାର କେ ବି ପସନ୍ଦ କରିଛନ ଆଉ ଦେବନାଗରୀ ଲିପି କେ ନିଜର ଅଭିବ୍ୟକ୍ତିର ମାଧ୍ୟମ ବନେଇଛନ । କହେବାର କେ ଗଲେ ସମ୍ବଲପୁରୀ ଭାଷାର ଲିପି ଏବେ ତକ୍ ସାର୍ବଜନୀନ କେନସି ବି ଗବେଷକ ନୁହେ କରି ପାରନ। ଲିପି ନାଇଁ ଥିବାର ଟା ଗୁଟେ ବଢେ କଥା ନୁହେଁ କାରଣ ବଢେ ବଢେ ଭାଷାର ନିଜର ଲିପି ନାଇଁ ଥାଇକି ବି ସେମାନେ ଦୁନିଆ ରେ ରାଜ୍ କରି ପାରିଛନ । ସବୁ ରହେଲା ଲୋକମାନକର ଦ୍ୱାରା ବେଭାର ଆଉ ଗ୍ରହଣୀୟତା ଉପରେ । ସେଥିର ଲାଗି ଭାଷାର ବେଭାର ଆଉ ତାର ସାହିତ୍ୟ କେ ଭୂର୍ଷାଲ କରି ଗଢଲେ ଯାଇ ସମ୍ବଲପୁରୀ ଭାଷା ଆଗକେ ଆଗକେ ଯିବା ।
ସମ୍ବଲପୁରୀ ଭାଷା କେ ତାକତବର୍ କରବାର ଲାଗି ଗୁରୁ ସତ୍ୟନାରାୟଣ ବହିଦାର ଲେଖିଥିଲେ ସମ୍ବଲପୁରୀ ବ୍ୟାକରଣ ଆଉ ତାଙ୍କର ବାଟେ ଚାଲିଚଲନ ଆଉ ଗବେଷକ ଯେନ୍ତା କି ଡ୍ ନୀଳମାଧବ ପାଣିଗ୍ରାହୀ, ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଡ୍. ଅଶୋକ କୁମାର ଦାଶ , ଗବେଷକ ହୃଦମଣି ପ୍ରଧାନ, କବି ମୁକ୍ତକଣ୍ଠ ପଧାନ ଆଜ୍ଞାଙ୍କର ବ୍ୟାକରଣ ଚର୍ଚ୍ଚା ସମ୍ବଲପୁରୀ ଭାଷା କେ ଗୋଟେ ନୂଆଁ ତାକତ୍ ଦେଇ ଆସିଛେ । ସମ୍ବଲପୁରୀ ଭାଷାର ବର୍ଣ୍ଣ ବିଚାର, ଶବ୍ଦ ବିଚାର, ବାକ୍ୟ ବିଚାର ଆଉ ଧ୍ଵନି ବିଜ୍ଞାନ କେ ଆହୁରି ସଫା ଭାବେ ଲୋକଙ୍କର ପାଖେ ପହଞ୍ଚାଇ ଦେବାର କାମ ଏବେ ବି କିଛି ବାକି ରହିଛେ । ନୂଆଁ ପିଢ଼ି କେ ଦିଗଦର୍ଶନ ଦେବାର ସଙ୍ଗେ ସଙ୍ଗେ ଭାଷା ତତ୍ତ୍ଵ ଆଉ ଧ୍ଵନି ବିଜ୍ଞାନ ଉପରେ ଗବେଷଣା କର୍ଵାର କେ କେତନି କେତେ ବାଟ ଦିଶୁଛେ ।
କେନ୍ତା ସମ୍ବଲପୁରୀ ଗୁଟେ ଅଲଗ ଭାଷା ଆଏ : ସମ୍ବଲପୁରୀ ଭାଷାର ସ୍ୱତନ୍ତ୍ରତା କେ ଦର୍ଶାବାର କେ ଗଲେ ଆମେ ଗବେଷକ ଡ.ସହଦେବ ସାହୁ ଆଜ୍ଞାଙ୍କର୍ କେତେ ଟା କଥା (୧ଆଉ ୯ ଛାଡିକି) କେ ଇନ ଦେଖାଇ ପାର୍ମା। (୬) ଯେନ୍ତା କି ,
୧- ସମ୍ବଲପୁରୀ ରେ ଆଦିବାସୀ ଆର ଦେଶଜ ଶବ୍ଦର ବେଭାର ବେସି ଅଛେ।
୨- ସମ୍ବଲପୁରୀ ରେ “ଳ” ର ବେଭାର ନାଇଁ ନ” ଲ ” ର ବେଭାର ହେସି ।
୩- “ଣ” ବଦଲା “ନ” ବେଭାର ହେ ସି । ଗୁଣ – ଗୁନ, ଲୁଣ – ନୁନ
୪- ହଲନ୍ତର ବେଭାର ହେସି ସବୁ ଶବ୍ଦର ଉଚ୍ଚାରଣ ଶେଷ କେ ।
୫- କେତେ ଶବ୍ଦରେ ଶେଷ ସ୍ୱର ଲୋପ ପାଇ ଯାଏସି । ଝିଅ – ଝି
୬- କେତେ ଶବ୍ଦ ଓ କାର ବଦଲା ଉ କାର ହେସି । ଘୋଡା – ଘୁଡ଼ା
୭- ଯୁକ୍ତ ବର୍ଣ୍ଣ ବେଭାର ସମିଆ ରେ ସେଟା ସରଲ ହୋଇକରି ପୂର୍ବ ବର୍ଣ୍ଣ ଉପରେ ଚନ୍ଦ୍ରବିନ୍ଦୁ ଯୁଡି ହେସି । ବଞ୍ଚିବା – ବଚିବା
୮- ଯୁକ୍ତାକ୍ଷର ଲୋପ ହେସି । ଆମ୍ବ – ଆମ , ଲିମ୍ୱ – ଲିମ୍
୯- ନାସ୍ତି ବାଚକ ଶବ୍ଦ ବାକ୍ୟରେ ଆମେ ଆଘୋ ଲଗାଉଛୁ ଜେନତା କି; ନାଇଁ ଯାଏଁ ମୁଇଁ : ମୁଁ ଜିବି ନାହିଁ
ଆହୁରି ଆମେ ଯଦି ରାଜେନ୍ଦ୍ର କିଶୋର ପଣ୍ଡା କମିଟି ରିପୋର୍ଟ କେ ଦେଖମା ହେଲେ ତାଙ୍କର ଅନୁଧ୍ୟାନ ନୁ ବି ଆମେ କିଛି କିଛି ତଥ୍ୟ କେ ଦେଖି ପାରମା ଇ ତଥ୍ୟ କେ ଦେଖଲେ ଲାଗସି ଜେନ୍ତା କି ;
ଯେ ସମ୍ବଲପୁରୀ ଭାଷା ଗୁଟେ ଅଲଗ ପହେଚାନ ରଖୁଥିବାର ଭାଷା ଆଏ । ଓଡ଼ିଆ ସଙ୍ଗେ ତାର କିଛି ସମ୍ପର୍କ ଅଛେ କିନ୍ତୁ ଓଡ଼ିଆର ଉପଭାଷା ନୁହେ ।
Sambalpuri- Koshli as a distinct language: Sambalpuri-Kosali is an Indo Aryan Language prevalent in western odisha. Descending from Ardha Magadhi Prakrit, Sambalpuri-Kosali has considerable affinity with the languages of Awadhi, Bagheli and Chhattisgarhi . Odia descended from Magadhi Prakrit. Considering the Characteristics of Morphology ( the formation and composition of words), Vocabulary, Syntax (the formation and composition of phrases and sentences from these words) and ‘phonology'(sound systems). It has been found that there are significant and intrinsic differences between Odia and Sambalpuri- Kosali. Sambalpuri-Koshali, therefore , is not a dialect of Odia language .It has been recognised by many of the scholars and linguists as a distinct language. (୭)
2- Use of the language: The Sambalpuri -Koshali is spoken in the geographically contiguous area of Western Odisha in 10 districts and one Sub-division. Sambalpuri – Koshali has been put to writing ( personal communications/ non – literary texts/ unpublished literary texts) since long. Literary texts in printed form started late in the last phase of the Ninteenth century, particularly because no periodicals were published in Sambalpuri- Koshali language at that time. The first writing in print appeared in the year 1891 in the weekly magazine ‘Sambalpur Hiteisani’. It was titled ‘Sambalpur Anchalar Prachin Kabitaa’ written by Madhusudan.(୧୮୯୧)(୭)
3- Link Language Sambalpuri- Koshali is also the link language for the people in Western Odisha whose mother-tongue are various tribal languages and other languages.(୮)
ଇହାଦେ ଯଦି ଆମେ ଦେଖମା ହେଲେ ହଜାର ହଜାର ସଂଖ୍ୟାରେ ଭିନ୍ ଭିନ ବିଭାଗର ବହି ଛପା ହୋଇକରି “ସମ୍ବଲପୁରୀ ବହି ହାଟ” ଲେଖେ କାର୍ଯ୍ୟକ୍ରମ ଆୟୋଜନ କରା ହେଉଛେ । ( ପହେଲା ସମ୍ବଲପୁରୀ ବହି ହାଟ – ୧୦:୦୮:୨୩ , ଦୁସ୍ରା ସମ୍ବଲପୁରୀ ବହି ହାଟ -୨୯-୩୦ ଜୁନ ୨୦୨୪ ଆୟୋଜକ – କଲମ ପରିବାର , ସମ୍ବଲପୁର ସହଯୋଗୀ – ଘଣ୍ଟି ସାହିତ୍ୟ ଘର୍, ଚିପିଲିମା)
ସାମ୍ବିଧାନିକ ମାନ୍ୟତା ଦାବି :
ସମ୍ବଲପୁରୀ ଭାଷା କେ ସାମ୍ବିଧାନିକ ମାନ୍ୟତା ଦେବାରକେ ଗଲା ୧୦ ବଛର ଉପରେ ହେବା ପଛିମ ଓଡ଼ିଶାର ଲୁକେ ଦାବି କରି ଆସୁଛନ୍ । ଗଲା ଖେପିର ନବୀନ ସରକାର ଭାରତ ସରକାରଙ୍କର ସଙ୍ଗେ କଥା ବାର୍ତ୍ତା ଚିଠି ପତ୍ର କରିଥିବାର ନଜର କେ ଆସିଛେ । ସମ୍ବଲପୁରୀ – କୋଶଳୀ ଭାଷା ପ୍ରତିଷ୍ଠାନ ଜେନ ମେମୋରେଣ୍ଡମ୍ ଦେଇଥିଲା ଭାରତ ସରକାର କେ ୨୦୧୩ ମସିହା , ଡିସେମ୍ବର ୧୧ ତାରିଖ ଦିନ ସେଥିରେ ସମ୍ବଲପୁରୀ ଗୁଟେ ଅଲଗ ଭାଷା ଆଏ ଆଉ ତା’ର ବେଭାର ଉପରେ କେତନି କେତେ ଜୋର୍ ଦିଆ ହୋଇଥିଲା । ଭାରତ ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ସରକାର ଚିଠି ସଂଖ୍ୟା – HOME -MISC- 0009-2013 38658 / ଅନୁସାରେ ଡ.ରାଜେନ୍ଦ୍ର କିଶୋର ପଣ୍ଡା(Retd.IAS)ଙ୍କର ସଭାପତିତ୍ୟରେ ଗୁଟେ ୫ ଜଣିଆ କମିଟି କମିଟି ଗଠନ କରି “ସମ୍ବଲପୁରୀ – କୋଶଲି” ଆଉ “ହୋ” ଭାଷା ଉପରେ ୭ଟା ମାପଦଣ୍ଡ ନେ ବିଚାର କରି ରିପୋର୍ଟ ଦେବାର କେ ୬୦ ଦିନର ସମିଆ ଦେଲେ । ଆଉ ଇ କମିଟିର ରିପୋର୍ଟ ଅନୁସାରେ ଓଡିଶା ସରକାର ଗୁଟେ ଚିଠି କଲେ କେନ୍ଦ୍ର ସରକାର କେ ଆଉ ସେଥିରେ ଲେଖା ଯାହା ଲେଖା ଥିଲା ତଲେ ତଲେ ଦିଆ ହୋଇଛେ ;
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର୍ ଚିଠି ସଂଖ୍ୟା UM -5 /୨୦୧୪ ତା: ୦୧:୦୩:୨୦୧୪ ଅନୁସାରେ, Sambalpuri /Kosali is the mother tongue of about 75 lakh people spread over 10 contiguous district of Western Odisha. It has been put to writing for more than 50 years , is a medium of education in non-formal schools and has a robust oral tradition of many centuries in the form of folk music and folk literature etc. It forms the pride of a strong linguistic identity and the resultant cultural homogeneity of the entire western Odisha region….****
I understand that the matter of inclusion of languages in the 8th schedule to the constitution is presently under consideration of Govt. of India. Accordingly, we have recently forwarded a detailed proposal basing on the recommendations of an Expert Committee chaired by Dr.Rajendra Kishore Panda ,IAS( Retd.) and other eminent linguists who have recommended inclusion of Sambalpuri /Kosali and Ho languages in the 8th Schedule to the Constitution.
.I would urge upon the union Home Ministry to consider our proposal favourably at the earliest which will go a long way in fulfilling the long cherished linguistic aspirations of the people of Western and northern Odisha. (୯)
ଇ ସବୁ କଥା କେ ବିଚାରକେ ନେଲେ ସମ୍ବଲପୁରୀ ଗୁଟେ ଅଲଗା ଭାଷା ଆଏ , କେନସି ଭାଷାର ଉପଭାଷା ନୁହେ ଇଟା । ସରକାର ନିଜେ ଇ ଚିଠି ମାଧ୍ୟମ ନେ ବି ପ୍ରମାଣିତ ହୋଇ ସାରିଛନ ।
ସମ୍ବିଧାନର ଅଷ୍ଟମ ସୂଚୀର ବ୍ୟବସ୍ଥା କାଣା ଅଛେ –
ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀନେ ଭାରତ ବର୍ଷେ ବେଭାର ହେଉଥିବାର ୨୨ ଟା ଭାଷାକେ ସାମ୍ବିଧାନିକ ସ୍ଵୀକୃତି ମିଲିଛେ। ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀ ୧୯୫୦ ରେ ୧୪ ଟା ଭାଷା କେ ବ୍ୟାଖ୍ୟା କରିଥିଲା। ଇଥି ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, କାଶ୍ମୀରୀ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଅନ୍ତର୍ଭୁକ୍ତ ହେଇଥିଲା। ୧୯୬୭ ରେ, ସମ୍ବିଧାନର ୨୧ ତମ ସଂଶୋଧନ ସିନ୍ଧିକୁ ଭାଷା କେ ଆଠ ଟା କାର୍ଯ୍ୟସୂଚୀରେ ଆଉ ଗୁଟେ ଭାଷା ଭାବେ ଯୋଡିଥିଲା |୧୯୯୨ ରେ ଲାଗୁ ହୋଇଥିବା୭୧ ତମ ସଂଶୋଧନରେ ଇ ତାଲିକାନେ ଆଉ ୩ଟା ଭାଷା କୋଙ୍କଣୀ, ମଣିପୁରୀ ଆଉ ନେପାଳୀ ଜୁଡି ହୋଇଥିଲା। ୨୦୦୩ ରେ, ୯୨ ତମ ସଂଶୋଧନ ପ୍ରଣୟନ କରାଗଲା , ଯେନ ଥିରେ ବୋଡୋ, ଡୋଗ୍ରି, ସନ୍ଥାଲି ଆଉ ମୌଥାଳି ଯୋଗ କରାଯାଇ ମୋଟ ଭାଷା ସଂଖ୍ୟା ୨୨ କେ ବଢାଯାଇଥିଲା।
ସାମ୍ବିଧାନିକ ସ୍ବୀକୃତି ପାଏବାର ଲାଗି ଆଉ ୩୮ଟା ଭାଷା ବାଟ ଯୁଗି ବସିଛନ। ସେ ଭାଷା ମାନେ ହେଲେ,
(1)ଅଙ୍ଗିକା, (2) ବନଜାରା, (3) ବାଜିକା, (4) ଭୋଜପୁରୀ, (5) ଭୋଟି, (6) ଭୋଟିଆ, (7)ବୁନ୍ଦେଲଖଣ୍ଡୀ (8) ଛତିଶଗଡୀ, (9) ଧାଟକି, (10) ଇଂରାଜୀ, (11) ଗରୱାଲୀ (ପହରୀ), (12) ଗୋଣ୍ଡି, (13) ଗୁଜୁର / ଗୁଜାରି (14) ହୋ, (15) କାଚାଚି, (16) କାମଟାପୁରୀ, (17)କରବି, (18) ଖାସି, (19) କୋଡାଭା (କୋର୍ଗ), (20) କୋକ ବାରକ, (21) କୁମାଓନି (ପହରୀ), (22)କୁରାକ, (23) କୁର୍ମାଲି, (24) ଲେପଚା, (25) ଲିମ୍ବୁ, (26) ମିଜୋ (ଲୁଶାଇ), (27) ମାଗାହି, (28)ମୁଣ୍ଡାରି, (29) ନାଗପୁରୀ, (30) ନିକୋବରେସ୍, (31) ପହରୀ (ହିମାଚାଳୀ), (32) ପାଲି, (33)ରାଜସ୍ଥାନୀ, (34) ସମ୍ବଲପୁରୀ / କୋସାଲି, (35) ରସେନି (ପ୍ରାକୃତ), (36) ସାଇରାଇକି, (37)ଟେନିଡି ଏବଂ (38) ତୁଲୁ |
ଅଷ୍ଟମ କାର୍ଯ୍ୟସୂଚୀରେ ଭାଷାଗୁଡ଼ିକର ଅନ୍ତର୍ଭୂକ୍ତ ଉପରେ ସ୍ଥିତି
ଗୁଟେ ଭାଷା ସାମ୍ବିଧାନିକ ସ୍ଵୀକୃତି ପାଏବାର ଲାଗି କେନସି ବି ସ୍ଥାୟୀ ମାପଦଣ୍ଡ ନାଇଁ ନ । ତା’ର କାରଣ ହେଉଛେ ଯେ, ଭାଷା ସବୁବେଲେ ବଦଲୁଥିସି । ସମାଜର ସାମାଜିକ – ଆର୍ଥିକ – ରାଜନୈତିକ ଉନ୍ନତି ଆଉ ଅବନତି ଉପରେ ଲାଉ ହୋଇ କରି ଭାଷା ଆଗକେ କିମ୍ବା ପଛକେ ଜାଏସି। ସେଥିର ଲାଗି କେନସି ମାପ ନେ ତଉଲକରି ଭାଷା କେ ସାମିଲ କରି ହେବାର ଲେଖେ ନିୟମ ନାଇଁ ବାହାର କରି । ଇ ଦିଗେ ସରକାର ଦୁଇ ଥର ଚେଷ୍ଟା କରିଥିଲେ Pahwa (୧୯୯୬) ଆଉ Srikant Mahapatra (୨୦୦୩) କମିଟି ମାଧ୍ୟମ ନେ ହେଲେ କେନସି ବି ତା’ର ସମାଧାନର ବାଟ ନାଇଁ ବାହାରି ପାର୍ଲା ବଲି ଦର୍ଶା ଯାଇଛେ। (Press Information Bureau)(୧୦)
ସାମ୍ବିଧାନିକ ସ୍ଵୀକୃତି ପାଏଲେ ଆମର କାଣା ଲାଭ ହେବା :
୧- ଗୁଟେ ଭାଷା ସାମ୍ବିଧାନିକ ସ୍ଵୀକୃତି ପାଏଲେ ଗୁଟେ ଅଲଗ ( ସ୍ଵତନ୍ତ୍ର) ଭାଷା ହିସାବେ ପହେଚାନ ପାଏବାର ସଙ୍ଗେ ସଙ୍ଗେ ସରକାରୀ କାମେ ବେଭାର ହେବାର କେ ବି ସୁଯୋଗ ମିଲବା ।
୨- ଦେଶ ବିଦେଶ ନେ ଭାଷାର ମାନ୍ ବଢ଼ବା।
୩- ଛୁଆ ମାନେ ନିଜର ମାତୃଭାଷା ମାଧ୍ୟମ ନେ ପାଠ ପଢ଼ି ପାରବେ।
ଇ କଥା ଜାତୀୟ ଶିକ୍ଷାନୀତି -୨୦୨୦ ରେ ସାଫା ସଫା ଲେଖା ହୋଇଛେ ଯେ, ପ୍ରାଥମିକ ଶ୍ରେଣୀରେ ନିଜର ମାତୃଭାଷା ରେ ଛୁଆ ମାନେ ପାଠ ପଢି ପାର୍ବେ। ବଡଖା କିଲାସେ ବି ନିଜର ମାତୃଭାଷା ମାଧ୍ୟମରେ ଶିକ୍ଷା ପାଇ ପାରବେ।(Medium of Instruction) (୧୧)
୪- ଆଞ୍ଚଳିକ ଇତିହାସ ଉବାଗର ହେଇ ପାର୍ବା।
୫- ଭାଷା , ସାହିତ୍ୟ ଆଉ ସଂସ୍କୃତିର ଉନ୍ନତି ହେବା ଆଉ ପୁରୁଣା ସଂସ୍କୃତି କେ ବଚେଇ ରଖି ହେବା ।
୬- ଶିକ୍ଷା କ୍ଷେତ୍ର ନେ ଶିକ୍ଷକ ପଦବୀ ହେବା ଜେନତା କି ଶିକ୍ଷା ଅଧିକାର ଆଇନ -୨୦୦୯ ହିସାବେ ବହୁ ଭାଷୀ ପାଠ୍ୟକ୍ରମ ଚାଲିଥିଲା ଆଉ ସେଥିରେ ଆଞ୍ଚଳିକ ଆଉ ଆଦିବାସୀ ଭାଷାର ପିଲା ମାନେ Multi Lingual Teacher ଭାବେ ଚାକ୍ରି ପାଇଥିଲେ । ସମ୍ବଲପୁରୀ ଭାଷାରେ ବି ସେନ୍ତା ସ୍ବତନ୍ତ୍ର ଶିକ୍ଷକ ପଦବୀ ତିଆରି ହୋଇ ପାର୍ବା । ( Govt. Resolution No. 18674-II-SME(B)-73/2013/SME dt.06.08.2013) (୧୨)
୭- ସଂସ୍କୃତି କ୍ଷେତ୍ରରେ ନୂଆଁ ପଦବୀ ତିଆର ହେବା ।
୮- ସମ୍ବଲପୁରୀ ଭାଷା ରେ ଗବେଷଣା ବଢ଼ ବା ଆଉ ଅଧିକ ରୁ ଅଧିକ ଆମେ ଭାଷା ବିଷୟରେ ଜ୍ଞାନ ପାଇ ପାରମା।
୯- ବିଶ୍ଵବିଦ୍ୟାଳୟ ମାନକେ ସମ୍ବଲପୁରୀ ଚେୟାର ପ୍ରତିଷ୍ଠା କରା ଯାଇ ପାରବା ଆଉ ସେଥିରେ ପିଲା ମାନେ ଗବେଷଣା କରବେ, ପାଠ ପଢ଼ବେ ଆଉ ଚାକରି ସୁଯୋଗ ବି ବଢ଼ବା ।
୯- ଅଲଗା ଭାଷା ହେଲେ UGC NET ପରୀକ୍ଷା ଦେଇକରି ପିଲା ମାନେ ପୁରା ଭାରତୀୟ ସ୍ତର ନେ ଅଧ୍ୟାପକ ହେବାର ଯୋଗ୍ୟତା ହାସଲ କରି ପାରବେ ।
୧୦- ଆମର ବାହିର ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ବିଶ୍ଵ ବିଶ୍ଵବିଦ୍ୟାଳୟ ,ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆଉ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ସମ୍ବଲପୁରୀ ଲାଗି ଅଲଗା ବିଭାଗ ଖୁଲିକରି ଗବେଷଣା କାମ ହେବା ଆଉ ଛାତ୍ରଛାତ୍ରୀ ମାନେ ପିଏ.ଚଡି କରି ପାର୍ବେ JRF fellowship ନେଇକରି । ଭାଷା ସଂସ୍କୃତିର ଉନ୍ନତି ସଙ୍ଗେ ସଙ୍ଗେ ରୋଜଗାର ର ମାଧ୍ୟମ ବି ହେବା ।
୧୧- କବି ଲେଖକ ମାନଙ୍କର ଲେଖା କେ କେନ୍ଦ୍ର ସାହିତ୍ୟ ଏକାଡେମୀ ରେ ବି ପୁରସ୍କୃତ ହେବାର ସୁଯୋଗ ସଙ୍ଗେ ସ୍ଵୀକୃତି ମିଲବା ।
୧୨- ଭିନ୍ ଭିନ୍ ଭାଷାର ଲୋକ ଆମର ଭାଷାର କାବ୍ୟ କବିତା ଆଉ ସାହିତ୍ୟ କେ ଅନୁବାଦ ମାଧ୍ୟମରେ ପଢ଼ିକରି ଆମକୁ ଜାନବେ ଆଉ ନୂଆଁ ପହେଚାନ ମିଲବା ସମ୍ବଲପୁରୀଆ ହିସାବେ ସାରା ଦେଶ ଭର୍ ନେ ।
୧୩- ସମ୍ବଲପୁରୀ ଭାଷା ସବୁ କିଲାସେ ମାତୃଭାଷା ହିସାବେ ଆଉ ପଢା ଯାଇ ପାରବା ଆଉ ଶିକ୍ଷାର ମାଧ୍ୟମ ହୋଇ ପାରବା।
୧୪- ଶିକ୍ଷା ବୋର୍ଡ ମାନେ ସମ୍ବଲପୁରୀ ବହି ଛାପି ପାଠ ଖସଡ଼ା ନେ ସାମିଲ କରବେ ଆଉ ଇନେ କବି ଲେଖକ ମାନେ ନିଜର ଲେଖା କେ ସାମିଲ କରି ପାରବେ।
୧୫- ସରକାରୀ ସ୍ତରେ ସମ୍ବଲପୁରୀ ସାହିତ୍ୟ ଏକାଡେମୀ ଗଠନ ହେବାର ରେ କେନସି ବାଧା ଆଉ ନାଇଁ ରହେ ।
୧୬- ଓଡ଼ିଶା ରାଏଜେ ସମ୍ବଲପୁରୀକେ ଦ୍ଵିତୀୟ ସରକାରୀ ଭାଷା ହିସାବେ ଠାନ ଦେବାର କେ ବି ସରକାର ଆଉ ନାଇଁ କୁଁଥାନ ।
୧୭- ସବୁନୁ ବଢେ କଥା ଆମର୍ କାହାର ମନେ ଯଦି ସମ୍ବଲପୁରୀ କେ ନେଇକରି ହିନ୍ମନିଆ ଭାବନା ଅଛେ ସେଟା ଦୂର ହୋଇଯିବା ।
୧୮- ପଶ୍ଚିମ ଓଡ଼ିଶାରେ ଗୁଟେ ନୂଆଁ ସାମାଜିକ,ରାଜନୈତିକ ଆଉ ସାଂସ୍କୃତିକ ନବଜାଗରଣ ଆରମ୍ଭ ହେବା ଆଉ ନୂଆଁ ରାଜନୈତିକ ପହେଚାନ ଲାଗି ବାଟ ଖୁଲବା ।
ସମ୍ବଲପୁରୀ ଭାଷା କେ ସାମ୍ବିଧାନିକ ସ୍ଵିକୃତି ଦେବାର କେ ଆମର ସାମାଜିକ ଦାୟିତ୍ତ୍ଵ କାଣା ହେବାର କଥା :-
ସମ୍ବଲପୁରୀ ଭାଷା କେ ସମ୍ବିଧାନର ଅଷ୍ଟମ ସୂଚୀ ନେ ସାମିଲ କରବାର ଲାଗି ସମ୍ବଲପୁର/ ପଛିମ ଓଡିଶାନେ ବସବାସ କରୁଥିବାର ସବୁ ନାଗରିକ ମାନକର ଉପରେ ବଢେ ଟେ ଦାୟିତ୍ତ୍ଵ ଅଛେ । ସେ ସବୁ କେ ଆମେ ନିହାତି ଭାବେ ବୁଝି ଲାଗବା ଆଉ ସେ ହିସାବେ ଭାଷା ମା’ର ସେବା କରି ଲାଗବା ।
୧. ପହେଲା ତ ଆମର ଭାଷା କେ ଆମେ ଭଲ ପାଏମା । ଆଉ ତାର ସଙ୍ଗେ ସଭେ ଲେଖମା , ପଢମା ଆଉ ପଢାମା ।
୨. ଆମର ବାହିର ଗୁଟେ ଜିଲା ନୁ ଆଉ ଗୁଟେ ଜିଲା, ଗୁଟେ ବ୍ଲକ ନୁ ଆଉ ଗୁଟେ ବ୍ଲକ କେ ଗଲେ ଭାଷା ଅଲଗ ଅଲଗ ଲାଗୁଛେ। ଆମେ କିନ୍ତୁ ସଭେ ସମ୍ବଲପୁରୀ ବେଭାର କରୁଛୁ । କିନ୍ତୁ ଶବଦ ମାନେ ଅପଭ୍ରଂଶ ହୋଇକରି ଅଲଗା ଅଲଗା ଉଚ୍ଚାରଣ ହେସି । ଇ ଜାଗାରେ ଆମେ କହେଲା ବେଲେ ଜେନତା କହୁଁ କିନ୍ତୁ ଲେଖଲା ବେଲକେ ସଭେ ଗୁଟେ ଶବଦ କେ ମାନକ ହିସାବେ ବେଭାର କରି ଲାଗବା । ମୁଇଁ ଏନ୍ତା କହେସି ଯେ ଏନ୍ତା ହିଁ ଲେଖମି କହେଲେ ଆମର ଭାଷାରେ ମାନକ ଶବ୍ଦ ମାନେ କେନ ଟା ବଲିକି ଆମେ ଗ୍ରହଣ କର୍ମା ଆଉ ଭାଷା ବି ମାନକ ଭାଷା ବୋଲିକି ପ୍ରଶ୍ନ ଟେ ଉଠିଯିବା ।
୩. ଆମର ବାହିର ଜ୍ଞାନୀ ଗୁଣୀ ବିଦ୍ୟାନ ମାନେ ଏକଜୁଟ ହେଇ ଛୋଟ ସ୍ଵାର୍ଥ କେ ବଲି ଦେଇକରି ନିଜର ନିଜର ଭିତରେ ସୀମିତ ନାଇଁ ରହିକରି, ଛୋଟ ସ୍ଵାର୍ଥ କେ ନାଇଁ ଦେଖିକରି ଗୁଟେ ବଡଖା ମନେ ଯଦି ଭାଷାର ବଢତି ଦିଗେ ପଦକ୍ଷେପ ନେବେ ହେଲେ ଆମେ ବହୁତ ଜଲଦି ଆମର ଠିକନା ଜାଗକେ ପହଞ୍ଚି ପରମା ।
୩. ଇଥିର ଲାଗି ଖାଲି କବି ଲେଖକ ଘିଚି ହେଲେ ନାଇଁ ହୁଏ, ସଭେ ମିଶିକରି ହୁ ହେଇକରି ଲାଗି ପଡଲେ ଯାଇ ହେବା । ତା’ର ସଙ୍ଗେ ସଙ୍ଗେ ଆମର ନିର୍ବାଚିତ ସଭ୍ୟ ମାନକର ଭିତରେ ଗୁଟେ ରାଜନୈତିକ ଇଚ୍ଛା ଶକ୍ତି ବି ଜାଗ୍ରତ ହେବା ଆଉ ଆମେ ତାଙ୍କର ମାଧ୍ୟମରେ ସରକାରଙ୍କର କାନେ ଆମର ଦାବୀ କେ ପହଞ୍ଚେଇ ପାରମା ।
ଆମର ଭାଷାର ଶବ୍ଦ ଭଣ୍ଡାର ଜେତକି ବଡ ସେତକି ସୁନ୍ଦର ବି ଆଏ । ଆମେ ଇ ସୁନ୍ଦର ଭାଷାର ଅଧିକାରୀ ଆଉଁ। ଆମକୁ ଚେଷ୍ଟା ହରୁ ହର୍ଦମ କରି ଲାଗବା ଆଉ ଆଗକେ ଆଗକେ ବଢି ଲାଗବା ଇ ବିଶ୍ବାସ ସଙ୍ଗେ ଯେ ଆମର ଭାଷା ସମ୍ବଲପୁରୀ ଦିନେ ସମ୍ବିଧାନର ଅଷ୍ଟମ ସୂଚୀ ନେ ଠାନ ଆବରିବା ।
ସହାୟକ ଗ୍ରନ୍ଥସୂଚୀ
୧- ଡ. ରଥ, ସହଦେବ ; ସମ୍ବଲପୁରୀ ଭାଷାର ସ୍ଥିତି ଓ ସମ୍ଭାବନା, ସତ୍ୟବାଦୀ-ଜୁନ -୨୦୨୪, Vol-09 Issue-02 ପୃଷ୍ଠ-୧୨-୧୬ – ସୂଚୀ ସଂଖ୍ୟା-୧ ରୁ ୬
୨- Dr. Tripathy et al., Sambalpur- Koshali Language : A Profile, Published by A-Kshyara O Akshyara , Page-151-162, (ସୂଚୀ-୭ -୯)
୩. Press Information Bureau ( internet sources) (ସୂଚୀ -୧୦)
୪- ଜାତୀୟ ଶିକ୍ଷା ନୀତି -୨୦୨୦ ( ସୂଚୀ-୧୧)
୫- ଓଡିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠିପତ୍ର – Govt. Resolution No. 18674-II-SME(B)-73/2013/SME dt.06.08.2013) ( ସୂଚୀ -୧୨)
୬- ଡ. ପଣ୍ଡା, ଦୀପକ ; ସମ୍ବଲପୁର ଇତିହାସ
୭- ପଧାନ, ମୁକ୍ତକଣ୍ଠ ; ସମଲପୁରୀ ବ୍ୟାକରଣ ଚର୍ଚ୍ଚା