ସମିଆଁ ରହିଛେ ସାକ୍ଷୀ

ସୁନ୍ଦର୍ ଲାଗ୍‌ସି କାନେ ଶୁନ୍‌ଲେ
ଗୁଁଗୁଁ ନାଦିଆର୍ ବଜା
ଗାଁଆ ମଝାଖୁଲି ସର୍ ମଙ୍ଗଲା
ଯଦି ପାଉଥିବେ ପୂଜା ।
ବେଲ୍ ବୁଡ଼ିଗଲେ ମନ୍ଦିର୍ ଭିତ୍‌ରୁ
ବାଜିଗଲେ ଶଁଖ୍,ଘଁଟ୍
ଗିନି,ମୁର୍‌ଦୁଙ୍ଗ୍,ଖଞ୍ଜ୍‌ନିର୍ ତାଲେ
ମଁଜି ଥାଆନ୍ ଝଟ୍‌ପଟ୍
ଭାବେ ଅଭାବେ ଦିଆଥୁଆ ହେଇ
ହଁସି ପକଉଥିଲା ଦୁଖି..
ନାଇଁନ ଆରୁ ସେ ଆଗର୍ ଚଲନ୍
ସମିଆଁ ରହିଛେ ସାକ୍ଷୀ ।।

ସରୋଜ କୁମାର ସାହୁ
ଲଇକେରା, ଝାରସୁଗୁଡ଼ା

Leave a Reply

Your email address will not be published. Required fields are marked *