Blog ଓଡ଼ିଆ କବିତାଶୂନ ର ଜୀବନ KSOctober 30, 202401 mins ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫ Post Views: 81 Post navigation Previous: ଜାଳିଦେଲି ଦୀପଟିଏNext: मंगल गीत गाओ Leave a Reply Cancel replyYour email address will not be published. Required fields are marked *Comment * Name * Email * Website