ଶୁଖାଗଛ


ଗାଁ ମୁଡ଼ର୍ ଢଡ଼ୋ ବରଗଛ୍‌
କେତେ ଉଭାଗର ହେଇଥିଲା
ବଁକ୍ ନୁ କୂଆ ତକ୍ କୁଇଲି ନୁ ଭମରା ତକ୍‌
ସମ୍‌କର୍ ବାସ୍ ହେଇଥିଲା ।
ବା’ର ମାସି ଝମ୍‌ କଲା ହେଇ
ବାହି ପଖ୍‌ରା ମେଲେଇଥିଲା
ଇ ମୁଡ଼୍ ସେ ମୁଡ଼୍‌ ଚାପି ଯାଇକରି
ବଡ଼ା ସୁନ୍ଦର ଦିଶୁଥିଲା ।
ଘଡ଼ିର୍ ଟିକ୍ ଟିକି ବଦଲି ନାଇଁ
ଜମାନା ବଦଲି ଗଲା
ଢଡ଼ୋ ବରଗଛ ଶୁଖ୍‌ଲା ଯେନ୍ତା
ଚେରେ ବି ଠିକ୍‌ନା ବଦଲେଇ ଦେଲା ।

ପ୍ରଭୂଦତ୍ତ ପୂଜାରୀ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *