ଜୀବନ୍ ଜଂଜାଲେ ସୁଖ୍ ଦୁଃଖ୍ ଭାଇ
ଲହ ଗୁଟକ ବୁହେନ,
ସମିୟା ଜାନି ସାଙ୍ଗ ଦେଉଥିସି
ବୁହେନ୍ ଟା ବଡ଼ା ଉଏନ୍ ।।
ଦୁଃଖିର ଦୁଃଖଥି ଝରି ସରାବନ୍
ବୁହେଲେ ଲାଗେ ଉସାସ,
ଛଲ୍’କି ଆଏସି ସୁଖିର ସୁଖେ
ସବୁ ବୁହେନ ନୁ ଖାସ୍ ।।
ରଙ୍ଗ୍ ରୂପ୍ ସ୍ଵାଦ୍ ନାଇଁନ୍ ଯାହାର୍
ଭିନ୍ ଭିନ୍ ରକମ୍ ତାର୍,
କାହାର୍ ଲାଗି ଯଦି ତତି ବାହାରେ
ସେ ମୁନୁସ୍ ହେସି ଖାର୍ ।।
ମହାପୁରୁ ଭି ତର୍’ଲି ଜାଏସନ୍
ଅଛେ ତାରନୁ ଶକ୍ତି,
ଗଙ୍ଗା ଯମୁନା ଲେଖେ ଆଖଲ୍ ଧାର
ଦେଇ କରି ପାରେ ଭକ୍ତି ।।