ମୋର୍ ଗାଁ ମତେ ବଢିଆ

ଫୁଲର୍ ଭିତ୍ ରେ ପଦମ ଫୁଲ୍ ଟା 
ଫଲର୍ ଭିତ୍ ରେ ନଡିଆ 
ସଁସାର ଭିତ୍ ରେ ନେଇନ ଏନ୍ ତା 
ମୋର୍ ଗାଁ ଯେନ୍ ତା ବଢିଆ 
ସୁର୍ ତା ପଡୁଛେ ମାଏଟ୍  ପାଏନ୍ 
ବନ୍ କଁଟା ଢୁଡା ନଲିଆ 
ଛିଲୋଲାଇ କେଲି ଗୁଡୁ ଖେଲ୍ କେତେ 
ସାଂଗ୍ ସାଥି ବେଲ୍ ବୁଡିଆ
ଉସତ୍ ଆନନ୍ ପୂଜା ପାର୍ ବନ୍
ବିହା ବର୍ ପନ୍ ଯାତରା
ନୂଆଁଖାଇ ଦିନେ ଭାବ୍ ଦିଆନିଆ 
ପୁଷ୍ ପୁନି ଦିନେ କାକରା 
ଚାଂଗ୍ ଘୁବୁକୁଡୁ ଘୁଡ୍ କା ନଚାଏ 
ଡାଂଗ୍ ଡା ଘୁଁ ଘୁଁ ନାଦିଆ
ପର୍ ଭାତୀ ଗାଏ ପର୍ ତାବର ବୁଆ 
ସବୁଦିନେ ଝୁଲ୍ ଝୁଲିଆ 
ମୋର୍ ଲାଗି ଅଏନ୍ କାଦୋ ଚିଖଲ୍ 
ଗାଁ ଖୁଇଲ୍ ଘର୍ କୁରିଆ
ଦର୍ କାର୍ ନେଇଁ ସହର୍ ବଜାର୍ 
ମୋର୍ ଗାଆଁ ମତେ ବଢିଆ ।।
ସୁହଂସ ଭୋଇ 
ପହଣ୍ଡି, ବରଗଡ଼

One thought on “ମୋର୍ ଗାଁ ମତେ ବଢିଆ

Leave a Reply

Your email address will not be published. Required fields are marked *