*ଫଟୋ ସୌଜନ୍ୟ ଗୁଗୁଲ
ପାଏନ୍ ଫୁଟ୍ କା ମୁନୁଷ୍ ଜୀବନ୍
ଠିକ୍ ନା ନାଇ କେତେବେଲେ ଯିବା ଉଡି
ହିଁସା, ହଁକାର ନାଇ ରଖ୍ ଭାଇ
କାହାରିର୍ କଥାନେ ପଡି ।
ନିଜର୍ କାମ୍ କମାନି ଥି ଧ୍ୟାନ୍ ଦେ
ନାଇଁ ହ କାହାରିର୍ ସାଙ୍ଗେ କଁଟି
କାମ୍ କରିଚାଲ୍ ଫଲଲ୍ ପାଏବୁ ନିଶ୍ ଚେ
ନାଇଁ ହ ଜହ ସାନିଘାଟି ।
କାହାର୍ ଛିଡଲା କାହାର୍ ପୁଡଲା
କାହାର୍ ହେଲା କାହାର୍ ନାଇ ହେଲା ଥି
ଖରାପ୍ ନାଇ କର୍ ସମିଆ କେଭେ
ନୀତି କେ ମାନି ଭଲ୍ ବାଟେ ଗଲେ
ଜୀବନ୍ ରାସ୍ତା ଥି ନାଇ ପଡୁ ଝଝୁଁଟି କେଭେ ।
ରମଣି କାନ୍ତ ସାହୁ
କତରବଗା, ସମ୍ବଲପୁର
୯୪୩୭୭୩୬୬୧୮