ଆଦେ କିନ୍ଦିରି ଆଏଲା ନୁଆଁ ବଛର୍
ସୁର୍ତାର୍ ଫରୁଆ ଥି
ଗୁନ୍ଦୁଲୁ ଥିବାର୍ ଆଶ୍ ମାନେ… ସପନ୍ ମାନେ…
ବୁନି ହେଇ ରହିଯିବେ ଜିଇଁ ଜାବଦ୍
ଆଶ୍ ତ ଥିସି…
ସପନ୍ ଭି ଥିସି…
ପବନ୍ ଟିକାକ ଥିବାର୍ ପତେ
କେତେ ଧାଆଁ ଧପଡ୍
କିଛି କରବାର୍ ଆକୁଲେ..?
ହେଲେ !!
ସୁରତାର୍ ଫରୁଆକେ ହିଟାଲେ ଦୁଖ୍ ଆରୁ ସୁଖ୍ ଦୁହିଫାଲ୍
ହେଟା ତ ଜିଇବାର ଅସଲ ପନ୍ ।
ଭୋକର୍ ଭୁଗୋର୍
ଶୀତ୍ ଭି ଚିଆସି
ବଏଶାର୍ ଖରାଭି ଚେତାସୀ
କିଛି ଟା କରବାର୍ ଦମ୍ ଦେଇ
ଆକ୍ କେ ପେଲ୍ଘାସି ।
ଗଛଟେ ଜଗା
ମାଟିର୍ କଲା ସଂସ୍କୃତି ପଛେ
ଫିକି ହେଇ କର୍ ରଗ୍ରଗା,
ଫେର୍ ଭି ଇ ମନ୍ କାଏଁ ଜେ
ଘାଁଟି ସାନି
ଗୁନ୍ଦୁଲୁଛେ….
ଭାବୁଛି…..
କିନ୍ଦୁରୁଛେ…. ନୂଆଁବଛର୍ ବଲି ।।