ପୁସ୍ତକ ପରିଚୟ

ଶଶିସେନା ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ରଚିତ ଏକ ସମ୍ବଲପୁରୀ କାବ୍ୟ। ଭିନ୍ନ ଭିନ୍ନ ଛନ୍ଦରେ ରଚିତ ଅଠରଟି ସର୍ଗରେ ସୁବର୍ଣ୍ଣପୁରର ଏକ ଲୋକକଥାର ପ୍ରେମ କାହାଣୀ ସୁନ୍ଦର ସରଳ ଭାବରେ ବର୍ଣ୍ଣିତ ହୋଇଛି। ବହିଟି ସମ୍ବଲପୁରୀ ଭାଷା ସାହିତ୍ୟକୁ ସମୃଦ୍ଧ କରିବ।

con-mob no-9437188944

Leave a Reply

Your email address will not be published. Required fields are marked *