ତମେ ଆଜି ଅଦୃଶ୍ୟ
ମନ କାନ ଭାସର ଚିତ୍ରପଟ୍ଟରୁ ଖୋଜୁଛି
ଧୂଳିମାଟି କାଦୁଅର ଭିତରେ ମନ ପ୍ରଜାପତୀ
ଚିତ୍ରିତ ଓଢଣାରେ ଛାଡିଆସି ଥିବା ମୋ ପିଲା ଦିନ
ଅଳସୁଆ ଆକାଶରୁ ଅଦିନିଆ ବତାସ ନିଶବଦରେ ହତାଶ ଫୋପାଡେ
ମନର ମରୁରେ ଝରିଯାଏ
ସନଜୀବନୀ ସୁଧା
ମନେପଡେ ପିଲା ଦିନ ଅଭୁଲା ସ୍ମୃତିର
ସମସ୍ତଙ୍କୁପଚାରେ
ସ୍ଵପ୍ନ , ଫୁଲ , ଭୂମି ଓ ଭୂମାକୁ
ପାହାଡ, ଝରଣାକୁ ଜାଣିହୁଏନି
କେଉ ଠିକଣାରେ ଥିଲା ପିଲା ଦିନର ନମୁନା
ନିଜକୁ ନିଜେ ଚିହ୍ନେ , ଖୋଜେ ମନକୁତାଗିଦକରି ଦେଖେ
ବଣ୍ଣିଳ ବଣ୍ଣାରେ ସେହିପିଲା ଦିନ
ସୃତି ଶସ୍ୟଶ୍ୟାମଳା ପରିପକ୍ୱଧାନରେ ଅଦୃଶ୍ୟ ଚେତନାର ବିବଣ୍ଣ ସକାଳେ
ମହକି ଉଠୁଥିବା ସଜଳ ଚାହାଣୀ
ଠିକଣା ହଜିଛି କେଉ ଅନାବାଦି ଜମି ପଡିଆରେ
ଶରବରି ଆଗମନେ ଲେଖେ କବିତା
ମମତା ନାଥ
ନନ୍ଦପଡା଼ ସମ୍ବଲପୁର