ପାଶାନ୍ କଲ ମତେ

ଥିଲି ପଖନ୍ ଚିକନ୍ ଚାକନ୍, 

ଖଦ୍ ଡା କଲ ମତେ, 

କିଏ ବାଟ୍ ଲ ପିଠି ବେସର୍

କିଏ ଯଁତ୍ଲ ପେଟେ।। 

କିଏ ବନାଲ ଚନ୍ଦନ୍ ପେରି

ମୋର୍ ଦିହେଁ ଚନ୍ଦନ ଘୁରି, 

ନାଁ ଟେ ଦେଲ ରୁବେନ୍ ବଲି, 

ପିସି ମୁଗ୍ ବିରି।। 

ରେତି ଦଉଛ ଜିରା ସୁର୍ ଷୋ

ସିଲ୍ ସିଲ୍ପା କରି, 

ଯଁତା ବଲି ଦଲି ଦଉଛ

ମୁଗ୍ ,କାନ୍ଦୁଲ୍ ,ବିରି।। 

ପିସି ଦଉଛ ରୁବେନ୍ କରି ଅଦା ଲେସୁନ୍ କେତେ, 

କାଏଁ ଲଗ୍ନେ ବିହି ଗଢ୍ ଲା ପାସାନ୍ କରି ମତେ।। 

ବିହା ବେଲେ ବେଦିସାଲେ, 

ଦିହେଁ ହଉଛ ଠିଆ, 

କାହାକେ କହେମି ମନର୍ କଥା

ଛନ୍କେ ଡାକ୍ସିଁ ବୁଆ।। 

ଥିଲି ପଖନ୍ ଚିକନ୍ ଚାକନ୍

ଖଦ୍ ଡା କଲ ମତେ, 

କାଏଁ ଲଗ୍ନେ ଗଢ୍ଲା ବିହି, 

ପାଶାନ୍ କରି ସତେ।। 

ବିଚିତ୍ରା ବାଗ୍

ନନ୍ଦପଡା, ସମ୍ବଲପୁର

One thought on “ପାଶାନ୍ କଲ ମତେ

Leave a Reply

Your email address will not be published. Required fields are marked *