ଦେଖ୍ ତ ଘାଏ

ସର୍ କାରୀ ଇସ୍ କୁଲ୍ ନାକ୍ ଟେକ୍ ସନ୍
ସର୍ କାରୀ ଚାକ୍ ରୀ ବଡା ମନ୍
ଟୁକେଲ୍ ଲାଗି ସରକାରୀ ପିଲା
ଖୁଜ୍ ସନ୍ ଦେଇ ଧନ୍ ଜୀବନ୍।।
ଧନ୍ଗରା ପିଲା ଭତା ପାଉଛନ୍
ଫୁଫ୍ ଲା ଵୁଢା ଆଁ ।।
ଆଧାର୍ କାଡେ ଜୁଆନ୍ ବୁଢ଼ା,
ଵୁଢାର୍ ନାଇଁ ନ ନା‌ ।।
ଵୁଆ କେ ପପ୍ ମାଆଁକେ ମମ୍,
କେହି ନୁହନ୍ କାହାରି ନୁ କମ୍
ଭାଇକେ ବ୍ରୋ ବହେନ୍ କେ ଶିଷ୍
ମାଷ୍ଟରେନ୍ ହେସନ୍ ମିସ୍ ।।
ଗଇନ୍ତିଆ ପାଏସି ଇନ୍ଦିରା ଆଵାସ୍
ଗରିବ୍ ବୁପ୍ ରା ଭକୁଆ,
ତାହାର୍ ନାଇଁ ନ ଜମିନ୍ ବାଡି
ରହେସି ଭଙ୍ଗା କୁଡିଆ ।।
ନେଇ ନେଇ କରି ନେତା ହେସନ୍
ଦେଇ ଦେଇ ଭୋଟ୍ ଦାତା ,
ଦେଇ ସାର୍ ଲେ କିଏ ପଚ୍ ରେ
ନାଇଁ ମିଲେ ଅତା ପତା ।।
ନାଇଁ ନ ଆର୍ ଆଗର୍ ବାଗିର୍
ଦିଆନିଆ ଚିଠି ପତର୍ ,
ମୁବାଇଲ୍ କଲା ସମ୍ କୁ ବାଇ
ହେଲେ ସଭେ ପର୍ ହର୍ ।।

ଆ କଟାପାଲି, ସସମ୍ବଲପୁର
9937722369

Leave a Reply

Your email address will not be published. Required fields are marked *