ଦୁଇ ବଟିଆ

ଇ,ହସ୍ ଖୁସିର୍ ସୁର୍ତା
ତୋର୍ ମୋର୍ ସାଥ୍
ଛଟନା ଛଟନା ଦୁ଼ଃଖମନା,

ଆଉର୍ ଚାଙ୍ଘରି ଚାଙ୍ଘରି ରୁଷାଫୁଲାର ବୋଝ୍,
କେତେ ଦୂର ତକ୍ ଯେ,
ସବୁ ସେ ଦୁଇ ବଟିଆନ ହିଁ ସରିଯିବା,
ପୁଟା ଲିଆଆଉ ଅଚଲ୍ ପଏସା ଭୁଗାନୁ ଝାରିଝୁରାକରି ଝିଟିଁସାଏଲେ।୧।
ଅଁତରି ନୁ ଆଏଜ ତକ୍
ଦୁଇ ବଟିଆ ର ଦୁହି ବାଟ,
ଗୁନ୍ଦାଗୁପଲିଆ କରିଛେନ କେତେ,
ଇବାଟେ ଯିମି କି ସେବାଟେ
ବାଛବାର୍ ଥିନ ଗୁଜରି ଗଲାନ ସମିଆର୍ ଅନଲେଉଟା ବାଟ୍,
ଅଜାନତକେ ନ ସରିଗଲା ସଵୁ ନାଟ।୨।
ରେଲ୍ ଲାଇନ୍ର ଦୁଇ ଧାରେ ଠିଆ ହେଇକରି, ହାତ ଧରାଧରି,
କେତେ ଦୂର୍ ଯାଇହେବା?
ମାହାପୁରୁ କେ ଭିନ୍ ଭିନ୍ କରି
ଯେତେ ଚିତ୍ରାଲେ ହେଲେ,
କିଏତାକେ ଦେଖିଛେଯେ
ଅବିକଲ୍ ଫଟୁଗୁଟେ କାଟିକରି ଦେଖାଇ ଦେବା?
ବାଟତ ବାଟ ଆଏ,
ଇବାଟେ ଯା କି, ସେବାଟେ ଯା,
ଅବାଟେ ଯା ,କି ସୁବାଟେଯା,
ଇ ଅନ୍ଧରିଆ ଜଙ୍ଗଲ ର୍ ଆର ଫାଲର୍ ଉକିଆ କେ ଧର୍ସେଇ କରି

ଏକ ମୁର୍ଖିଆ ଦଉଡି ଯାନଲେ ଯାଇ ପହଞ୍ଚି ହେବା
ଘରର୍ ଦୁଆର୍ବନ୍ଧ ନିକେ।


ମୋହିନୀ ହୋତା

Leave a Reply

Your email address will not be published. Required fields are marked *