ଦଗା

ନିଝିରି ପଡୁଛେ ଦିହଁର୍ ଝାଲ

ଦିନ୍ ଦୁଇ ପହର୍ ସାରା

ଇ ବତରେ ବଢଲେ ଖରା

ପୁର୍ ଥୀ ତର୍ ଲିବା ପୁରା 

ବେଲ୍ ଥାଉଥାଉ ଇତାର୍ ଉପରେ

ବନେ କରି ଟିକେ ଭାବ୍

ବନ୍ୟା ବାତ୍ୟା ଖରାର୍ ଦାଉନୁ

କେନ୍ତା ପାଏମା ଥାବ୍

ହେତେଇ ଚେତେଇ କହୁଛି ପ୍ରକୃତି

ମାନ୍ ପ୍ରକୃତିର ଦଗା

ଖରା ଯାଇ ବର୍ଷା ଆଏଲେ ବାବୁ

ଗଛ୍ ଗୁଟେ ଗୁଟେ ଜଗା ।।

ରାଧାକାନ୍ତ ସୁନା

ଲରମ୍ଭା ମାର୍କେଟ୍ ପଡା

ବରଗଡ,  9938043181

Leave a Reply

Your email address will not be published. Required fields are marked *