ତୁମେ ବୁଦ୍ଧ ହେବାର୍
ଆଘୋନୁ କାମନା , ବାସନା
ଦୁଃଖ ର କାରଣ ବଲି ନାଇଁ ଜାନିଥାଇ !
କି ଜାନ୍ବାର ଚାହିଁ ନାଇଁ
ବାକି ନାରୀ ନର୍କ ଆଏ
ଇଟା ବୁଦ୍ଧ ମାନେ ହିଁ ବୋଧେ ବୁଝ୍ସନ
ପାପ ପୁଣ୍ୟର ହିସାବ
ମୁଇଁ ତ କେଭେ ନାଇଁ କରି
ପୂର୍ଣ୍ଣ ସମର୍ପଣ ହିଁ ତ
ଇଶ୍ଵର ପ୍ରାପ୍ତି
ମୁଇଁ ହେଟା ହିଁ ତ କରିଥିଲି।
ତୁମେ ବି ତ ହେଟା ନ କରିଛ
ପୂର୍ଣ୍ଣ ସମର୍ପଣ
ସବୁ କେ ଛାଡ଼ି ନିଜ୍କେ
ସଁଅପି ପାରଲ ବଲି ତୁମେ ବୁଦ୍ଧ
ଆଉ ତୁମେ ଛାଡି ଯାଇଥିବାର
ସୁରତା ମାନକୁ ଶଂଖ଼୍ଲି ରଖି
ଆଏଜ୍ ମୁଇଁ ପୁରା ଏକ୍ଲା
ପାପ ପୁଣ୍ୟର ହିସାବ କରି
ତୁମେ ଆଏଜ୍ ବନେ ଉସତ
ଦୁଃଖ୍ ବେଲେ ଖାଲି ଏତିକି ଯେ
ଯାହା ପଛେ ଛାଡି ଆସିଛ
ହେଟା ପାପ୍ ନୁହେଁ ତ?
ନାଇଁ ନାଇଁ ସେଟା ପାପ୍ ନୁହେଁ
ଯେନ ସମର୍ପଣ ଥିସି
ସେଟା ତ ପୂଜା ଆମର ଭାଷି ଥି
ବରକସି ଛଡେଇ ନେଲେ ସିନା ପାପ୍
ମୁଇଁ ତ ଯାଚି ଦେଇଥିଲି
ମୋର୍ ତନ୍ ମନ୍