ତା’ର ହଁସି

ଲଖେ ଗାଏଲ୍ ହଜାରେ ଝକର୍
ଖାଇଥିଲେ ବି !
ତାର୍ ମୁହଁ ର ହସିଁ ଦେଖି ନେଲେଁ
ସବୁ ଯାଏସି ମୁଇଁ ଭୁଲି।

ତାର୍ ଏକା ଖଣିଆ ଖଣିଆ କଥା
ମନକେ ନେସି ଘିନି
ସଥେଁତ ତାର ଇ ପହେଲା କଥା ତ
ଆଏ ଆମର ଭାଷାର ବୁଲି ।

ତାର୍ ଗେଲେହି କାନ୍ଦି
ବା ବା ଡାକ୍ ଥିଁ
ସମିଆ ମୋର ଯାଏସି ସରି
ସଥେ ସମିଆ ଯାଏସି ସରି।

ତାର ଅଲଝଟ୍ ପନ୍ ଟା
ବିହି ଦେଇଛେ ଗଢି
ମାଁ ଠାନୁ‌ ବୁଆ ଏକା ତାର୍ ନିଜର୍
ଠିକ୍ ପାରିଛେ ପଢି ।

ବୃନ୍ଦାବନ ପ୍ରଧାନ
ବାଉଲସିଁହା ଭଟଲି ବରଗଡ଼

Leave a Reply

Your email address will not be published. Required fields are marked *